Press "Enter" to skip to content

ଗୋଟିଏ ଝିଅ ଜଣେ ପୁଅର କେଉଁ ଜିନିଷ ଉପରେ ବସିଥାଏ? ୯୯% ଲୋକ ଫେଲ୍ IAS Questions

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ।

ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।ଆପଣଙ୍କୁ କେତୋଟି ଚତୁର ତଥା ମଜାଦାର ପ୍ରଶ୍ନ ପଚରାଯିବ।ଏହା ସମ୍ପୂର୍ଣ୍ଣରୂପେ ଆପଣଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ।ଏହି ପ୍ରଶ୍ନ ଗୁଡିକ ଆପଣଙ୍କର ମନୋରଞ୍ଜନ କରିବା ସହ ଏହା ଆପଣଙ୍କ ଜ୍ଞାନ ମଧ୍ୟ ବଢେଇବ।ତେବେ ଆସନ୍ତୁ ଦେଖିବା ପ୍ରଶ୍ନ ଗୁଡିକୁ।

୧. ଦୁଇଜଣ ପିଲା ଏକା ସମୟରେ ଜନ୍ମ ନେଲେ କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ?
ଉତ୍ତର : ସେମାନେ ଅଲଗା ଟାଇମ ଜୋନରେ ଜନ୍ମ ନେଇଥିଲେ ।
୨. ତାହା କଣ ଯାହା ଆମେ କେବେ ଖୁଲି ନଥାଉ । କିନ୍ତୁ ସବୁଦିନ ବନ୍ଦ କରିଥାଊ ? ଉତ୍ତର:  ଅଲାର୍ମ

୩. ଭାରତର ଜାତୀୟ ପିତା କିିଏ? ଉତ୍ତର: ମହାତ୍ମା ଗାନ୍ଧୀ

୪. ପୃଥିବୀର ବୃହତ୍ତମ ମହାସାଗରର ନାମ କଣ ?
ଉତ୍ତର : ପ୍ରଶାନ୍ତ ମହାସାଗର ।
୫. ଶୁଭାଷଚନ୍ଦ୍ର ବୋଷ ଅନ୍ୟ କେଉଁ ନାମରେ ଦେଶ ପରିଚିତ ଥିଲେ ?
ଉତ୍ତର : ନେତାଜୀ ।
୬. ଇଂରାଜୀ ବର୍ଣ୍ଣମାଳାରେ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୧୬ଟି


୭. ହିନ୍ଦୀ ବର୍ଣ୍ଣମାଳାରେ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୪୯ଟି ।
୮.ଗୋଟିଏ କୂଅରେ ୫ଟି ବେଙ୍ଗ ଥିଲେ, ସେଥିରୁ ଗୋଟିଏ ବେଙ୍ଗ ମରିଗଲା । କୂଅରେ ଆଉ କେତେଗୋଟି ବେଙ୍ଗ ରହିଲେ ?
ଉତ୍ତର : ୫ଟି
୯.ରାତିରେ ଜନ୍ମ ହେଲା, ସକାଳେ ଯବାନ ହେଲା, ଦିନ ସରିଗଲେ ଜୀବନ ଚାଲିଗଲା । ତାହା କଣ ?
ଉତ୍ତର : ଖବର କାଗଜ

ପ୍ରଶ୍ନ : ଗୋଟିଏ ଝିଅ ଜଣେ ପୁଅର କେଉଁ ଜିନିଷ ଉପରେ ବସିଥାଏ?
ଉତ୍ତର: ବାଇକ୍

୧୦.ସଳଖ ମୋର ଗୋଡ, ମୁହିଁଟି ମୋର ବଙ୍ଗା । ବଙ୍ଗା ଲୋକର ପାଖରେ ଥିଲେ ନଥାଏ ତାର ଶଙ୍କା । ଏହାର ଉତ୍ତର କଣ ?
ଉତ୍ତର : ବଙ୍କୁଲି ବାଡି ।
୧୧.ଖରାଦିନେ ତାକୁ ଭଲ ପାଉ ସୀତ ଦିନେ ତାକୁ ଡରିଥାଉ ସେ କିଏ ?
ଉତ୍ତର : ପାଣି ।
୧୨.ମୋଡିମାଡି ହୋଇ ଲମ୍ବିଥାଏ, କିନ୍ତୁ ସାପ ନୁହେଁ । ତେଲ ଦେଇ ଫୁଲ ଚଢାନ୍ତି କିନ୍ତୁ ଦେବୀ ନୁହେଁ । ତାହା କଣ ?
ଉତ୍ତର : ସ୍ତ୍ରୀ ଲୋକଙ୍କ ବେଣୀ ।
୧୩.ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?
ଉତ୍ତର : ଜନ୍ମ ଦିନର କେକ

ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ,ଧନ୍ୟବାଦ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *