Press "Enter" to skip to content

ଗୋଟିଏ ଝିଅର ଅଧା ପଶିଲେ କଷ୍ଟ ହୁଏ,ପୁରା ପଶିଲେ ମଜା ଆସେ କଣ ତାହା?୯୯% ଲୋକ ଫେଲ୍ IAS Questions

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ।

ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।ଆପଣଙ୍କୁ କେତୋଟି ଚତୁର ତଥା ମଜାଦାର ପ୍ରଶ୍ନ ପଚରାଯିବ।ଏହା ସମ୍ପୂର୍ଣ୍ଣରୂପେ ଆପଣଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ।ଏହି ପ୍ରଶ୍ନ ଗୁଡିକ ଆପଣଙ୍କର ମନୋରଞ୍ଜନ କରିବା ସହ ଏହା ଆପଣଙ୍କ ଜ୍ଞାନ ମଧ୍ୟ ବଢେଇବ।ତେବେ ଆସନ୍ତୁ ଦେଖିବା ପ୍ରଶ୍ନ ଗୁଡିକୁ।.

ପ୍ରଶ୍ନ-ପଞ୍ଚାଙ୍ଗ କହିଲେ କଣ ବୁଝ?
ଉତ୍ତର-ପତ୍ର,ଫୁଲ,ଫଳ,କାଣ୍ଡ,ଚେର ଆଦିକୁ ପଞ୍ଚାଙ୍ଗ କୁହାଯାଏ।ପ୍ରାଚୀନ ପୁରାଣରେ ଏହି କଥା ଉଲ୍ଲେଖ ରହିଛି।

ପ୍ରଶ୍ନ-ପ୍ରତିଦିନ ଚନ୍ଦ୍ର କେତେ ସମୟ ବ୍ୟବଧାନରେ ଉଦୟ ତଥା ଅସ୍ତ ହୁଏ?
ଉତ୍ତର-୪୮ ମିନିଟ।ପ୍ରତିଦିନ ସୂର୍ଯ୍ୟ ଯେପରି ଉଦୟ ତଥା ଅସ୍ତ ହୁଏ ଠିକ ସେହିପରି ଚନ୍ଦ୍ର ମଧ୍ୟ ଉଦୟ ତଥା ଅସ୍ତ ହୁଏ।

ପ୍ରଶ୍ନ-ଏକ ତୋଳା କେତେ ଗ୍ରାମ?
ଉତ୍ତର-୧୨ଗ୍ରାମ।ଏହା ଏକ ମାପର ଏକକ ଭାବେ ମଧ୍ୟ ଗ୍ରହଣ କରାଯାଇପାରେ।

ପ୍ରଶ୍ନ-ଭାରତର ସର୍ବକନିଷ୍ଠ ଏଭେରେଷ୍ଟ ବିଜୟିନୀ କିଏ?
ଉତ୍ତର-ଅର୍ଜୁନ ବାଜପେୟୀ।ମାତ୍ର ୧୬ ବର୍ଷ ବୟସରେ ସେ ଏହି କାର୍ଯ୍ୟ ଅତ୍ୟନ୍ତ ସଫଳତାର ସହ କରିପାରିଥିଲେ।

ପ୍ରଶ୍ନ-ଓଡ଼ିଶାର ସବୁଠାରୁ ବଡ଼ ଶୁଖୁଆ ହାଟ କେଉଁଠାରେ ରହିଛି?
ଉତ୍ତର-ହୁମ୍ମା।ଏହା ଗଞ୍ଜାମରେ ରହିଛି।ଏଠାରେ ବିଭିନ୍ନ କିସମର ଶୁଖୁଆ ମିଳିଥାଏ।.

ପ୍ରଶ୍ନ-ପୃଥିବୀର ସର୍ବାଧିକ ନିଯୁକ୍ତି ଦେଇଥିବା ସଂସ୍ଥା କିଏ?
ଉତ୍ତର-ଭାରତୀୟ ରେଳବାଇ।ଏହା ସବୁଠାରୁ ଅଧିକ ନିଯୁକ୍ତି ପ୍ରଦାନ କରିଥାଏ।

ପ୍ରଶ୍ନ-ଗାନ୍ଧାରୀଙ୍କର ୧୦୦ ପୁତ୍ରରେ ଗୋଟିଏ ମାତ୍ର କନ୍ୟା ଥିଲା।ସେହି କନ୍ୟାର ନାମ କଣ?
ଉତ୍ତର-ଦୁଃଶୀଳା।କୌରବ ୧୦୦ ଭାଇରେ ସେମାନଙ୍କର ଏକ ମାତ୍ର ଭଉଣୀ ଥିଲା।

ପ୍ରଶ୍ନ-ଏମିତି କେଉଁ କାମ ଯାହାକୁ ମଣିଷ ମଲାପରେ ମଧ୍ୟ କରିପାରିବ?
ଉତ୍ତର-ଅଂଗଦାନ।ଏହା ଏପରି ମହତ କାର୍ଯ୍ୟ ଯାହା ଦ୍ୱାରା କି ଅନେକ ଲୋକ ନୂଆ ଜୀଵନ ମଧ୍ୟ ପାଇଥାନ୍ତି।ଅର୍ଥାତ ଆପଣ ମରିସାରିବା ପରେ ମଧ୍ୟ ଆପଣ ଅନ୍ୟର କାମ ରେ ଆସିପାରୁଛନ୍ତି।ତଥା ପୁଣ୍ୟ ଅର୍ଜନ କରିପାରୁଛନ୍ତି।

ପ୍ରଶ୍ନ: ଗୋଟିଏ ଝିଅର ଅଧା ପଶିଲେ କଷ୍ଟ ହୁଏ,ପୁରା ପଶିଲେ ମଜା ଆସେ କଣ ତାହା?
ଉତ୍ତର: ଚୁଡ଼ି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *