ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଥରେ ଖାଲି ବାହାଘର ହେଇଯାଉ ତା ପରେ ନିଜ ସ୍ତ୍ରୀକୁ ଏତେ ଭଲ ପାଇବାର ଅଛି ପଡୋଶୀ ଦେଖି କହିବେ କାଳେ ମୁଁ ବି ତା ସ୍ତ୍ରୀ ହେଇଥାନ୍ତି ।
୨) ମହିଳା : ଡକ୍ଟର ସର ମୋ ଓଠରେ ଇନଫେକସନ ହେଇଯାଇଛି ।
ଡକ୍ଟର : କେତେ ଥର କିସ କରୁଛ ?
ମହିଳା : ବର୍ଷରେ ଥରେ ।
ଡକ୍ଟର : ଇନଫେକସନ ନୁହ ଜଙ୍ଗ ଲାଗି ଯାଇଛି ।

୩) ୧୯୯୦ରେ ଝିଅ ମାନଙ୍କ ମନରେ ଡର ରହୁଥିଲା କେଜାଣି କେମିତିକା ସାସୁ ମିଳିବ ।
୨୦୨୦ରେ ସାସୁମା ମାନଙ୍କ ମନରେ ଡର ଅଛି କେଜାଣି କେମିତିକା ବହୁ ମିଳିବ ।
୪)କିଛି ଲୋକ ବିଡି ପିବା ପରେ ବିଡି ଗୋଡ ତଳେ ଏମିତି ଚକଟି ଥାନ୍ତି ଯେମିତି ସେ କୋର୍ଟରେ ଯାଇ ତାଙ୍କ ବିରୁଦ୍ଧରେ କମ୍ପଲେନ କରିବ ।
୫) ଛୁଆ : ବାପା ତମେ ଯେମିତି ବାଡାଅ ଜେଜ ଭି ତମକୁ ସେମିତି ବାଡଉଥିଲେ ?
ବାପା : ହଁ ପୁଅ ।
ଛୁଆ : ତେବେ ଏହି ଖାନଦାନି ଗୁଣ୍ଡାଗର୍ଦି କେବେ ପ୍ପରଜ୍ଯନ୍ତ ଚାଲିବ ।
୬) ଭଲ ହେଇଛି ମୋ ସବୁ ସପନ ପୁରା ହଉ ନାହିଁ ।ନଚେତ ମୋ ସାଙ୍ଗମାନେ କାହା କାହାକୁ ଭାଉଜ କହି ଡାକିବେ ।
୭)ଆମ ସମୟରେ ୩ଜି, ୪ଜି ନଥିଲା କେବଳ ଗୁରୁଜୀ ଥିଲେ ।
କେବଳ ଗୋଟେ ଜାବଡାରେ ସବୁ ନେଟୱର୍କ ଆସି ଯାଉଥିଲା ।
୮)ଚାଇନା ଲୋକଙ୍କ ଆଖି ଯେତେ ବଡ ରହିଥାଏ ଭାରତରେ ସ୍କୁଲ ପ୍ରାର୍ଥନା ରେ ଛୁଆଙ୍କ ଆଖି ସେତିକି ଖୋଲା ଥାଏ ।

୯)ଚଉଠି ରାତି ରେ ସ୍ତ୍ରୀ ନିଜ କପଡା ଓଲ୍ହାଇ
ନିଜ ସ୍ଵାମୀ ଆଡକୁ ତେରଛା ନଜରରେ ଚାହିଁ କହିଲା
ଜଣା ଅଛି ନା, ଆଜି ତୁମକୁ କଣ କରିବାର ଅଛି ?
ସ୍ଵାମୀ – ତୋର ପଛେ ଯାହା ହେଇଯାଉ ମୁଁ ଏତେ ରାତିରେ କପଡା ଧୋଇବିନି
୧୦) ଚିଣ୍ଟୁ ର ଚଉଠି ରାତି ସରିଲା ନୂଆ ସ୍ତ୍ରୀ ପଚାରିଲା
ସ୍ତ୍ରୀ ; ମଜା ଆସିଲା ତମକୁ ?
ଚିଣ୍ଟୁ ; ବାଃ ବହୁତ ମଜା ଲାଗିଲା, ମୁଁ ବହୁତ ଖୁସି..
ସ୍ତ୍ରୀ; ମୋ ରେକର୍ଡ ହିଁ ସେମିତି ଆଜି ଯାଏ କୌଣସି କମ୍ପ୍ଲେନ ଆସିନି..
ଚିଣ୍ଟୁ ବେହୋସ୍..???
ଆପଣଙ୍କୁ ଆମେ ଏମିତି ଜୋକ୍ସ, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment