ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆପଣଙ୍କ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଗୋଟିଏ ପୋଲିସ ବାଲା ଘରେ ଚୋରୀ ହେଉଥିଲା
ତାର ସ୍ତ୍ରୀ- ଉଠ ନା, ଘରେ ଚୋରୀ ହେଉଛି
ପୋଲିସ ବାଲା ନିଦରେ- ମତେ ଶୋଇବାକୁ ଦେ ଏଇଟା ମୋର ଡ୍ଯୁଟି ର ସମୟ ନୁହେଁ
୨)ସାଙ୍ଗ- ମତେ ନିଜ ଗର୍ଲଫ୍ରେଣ୍ଡକୁ କିଛି ଗିଫ୍ଟ ଦେବାର ଅଛି, କଣ ଦେବି ?
ପପୁ- ତୁ ଗୋଟେ କାମ କର, ଗୋଲ୍ଡ ରିଙ୍ଗ ଦେଇଦେ
ସାଙ୍ଗ- କିଛି ବଡ ଜିନିଷ କହ
ପପୁ- ତା ହେଲେ ଗୋଲ୍ଡ ରିଙ୍ଗ ଛାଡ
MRF ଟାୟର ଦେଇଦେ..

୩) ବାପା- ତୁ ମୋ ଝିଅକୁ କେବେ ଠୁ ଭଲ ପାଉଛୁ ?
ପୁଅ- ଗତ ୭ ମାସରୁ
ବାପା- କିନ୍ତୁ ମୁଁ କେମିତି ବିଶ୍ଵାସ କରିବି ?
ପୁଅ- ଠିକ ଅଛି, ଆଉ ୨ ମାସ ରହିଯାଅ ପ୍ରମାଣ ମିଳିଯିବ
୪)ଶାଳି ହସି ହସି ଭିଣେଇ କି କହିଲା
ଶାଳି- ଜିଜୁ ତୁମେ ବି କଣ ଗଜବ କରୁଛ
5 ବର୍ଷରେ 6 ଟି ପିଲା ?
ଆରେ ମୁଁ ତ ନିଜେ ଚିନ୍ତିତ ଅଛି, କିନ୍ତୁ କଣ କରିବି ତୁମେ ସବୁ ତ କହିଥିଲ
ମୋ ଝିଅକୁ କେବେ ଖାଲି ପେଟରେ ରଖିବୁନି
ଦେଖି ନିଅ ଗୋଟିଏ ବି ମାସ ଖାଲି ପେଟ ନାହିଁ ।
୫)ପାଗଳଖାନାରେ ଏକ ଡାକ୍ତର ବୁଲି ବୁଲି ରୋଗୀଙ୍କୁ ଦେଖୁଥିଲା…
ଗୋଟିଏ ରୋଗୀ ପାଖରେ ସେ ପହଞ୍ଚିଲା,
ତ ସେହି ରୋଗୀ କହିଲା-
ଡକ୍ଟର ସାହାବ ଆପଣ ପୂର୍ବ ଡାକ୍ତରଙ୍କ ଠାରୁ ବହୁତ ଭଲ …
ଡାକ୍ତର ରୋଗୀ କଥା ଶୁଣି ଖୁସି ହେଲା-
କେମିତି ଲାଗିଲା କି ମୁଁ ଭଲ ବୋଲି…?
ରୋଗୀଟି ଉତ୍ସାହିତ ହୋଇ କହିଲା-
ଆପଣ ଆମ ସମସ୍ତଙ୍କ ପରି ହିଁ ଲାଗୁଛନ୍ତି …!!!
୬)ସାନ୍ତା- କାଲି ରାତିରେ ଜଣା ନାହିଁ ଆମ ପଡୋଶୀ କୁ କଣ ହେଲା
ଅଧା ରାତିରେ ଆସି ଆମ କବାଟକୁ ବାଡେଇ ବାକୁ ଲାଗିଲା….
ବାନ୍ତା- ଆଛା …ତ ପୁଣି ତୁ କଣ କଲୁ…?
ସାନ୍ତା- ମୁଁ ଆଉ କଣ କରିଥାନ୍ତି,
ମୁଁ ବି ମସ୍ତିରେ ତବଲା ବଜେଇବାକୁ ଲାଗିଲି
୭) ସାନ୍ତା ସକାଳୁ ସକାଳୁ ଟିକେ ଆଧ୍ୟାତ୍ମିକ ହୋଇଗଲା ଓ ଆଖି ବନ୍ଦ କରି ଭାବିବାକୁ ଲାଗିଲା-
ମୁଁ କିଏ…?
କେଉଁଠୁ ଆସିଛି…?
କାହିଁକି ଆସିଛି…?
ସେତିକିବେଳେ କିଚେନ ରୁ ତାର ସ୍ତ୍ରୀ ର ଆବାଜ ଆସିଲା- ଏକ ନମ୍ବର ର ଅଳସୁଆ ତୁମେ, ଜଣା ନାହିଁ କେଉଁ ଦୁନିଆରୁ ଆସିଛ ମୋ ଭାଗ୍ୟ ଖରାପ କରିବା ପାଇଁ, ଉଠ ଆଉ ଗାଧେଇବାକୁ ଯାଅ …!!!

୮)ଜଣେ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା….
ଅଧିକାରୀ- ଆପଣଙ୍କ ସ୍ଵାମୀଙ୍କୁ ମରିବାର କେତେ ଦିନ ହେଲାଣି ?
ମହିଳା- ସିଏ ତ ଏବେ ଘରେ ଅଛନ୍ତି
ଅଧିକାରୀ- ତ ତୁମେ ଫର୍ମ କାହିଁକି ଭରୁଛ ?
ମହିଳା- ସାହାବ, ସରକାରୀ କାମରେ ସମୟ ତ ଲାଗେ ନା !
ଯେ ପର୍ଯ୍ୟନ୍ତ କାମ ହେବ, ସେତେବେଳକୁ ସେ ମାରି ଯାଇଥିବେ ….!!!
୯) ଥରେ ପପୁ ନିର୍ବାଚନ ପ୍ରଚାର ପାଇଁ କୃଷକ ମାନଙ୍କ ପାଖକୁ ଯାଇଥିଲା
ପପୁ : ଆପଣ ମାନେ କିଏ?
କୃଷକ: ଆମେ ମାନେ ଚାଷୀ
ପପୁ: ତମ ଗୋଡ଼ କାଦୁଅ କାହିଁକି ହେଇଛି? ଆମକୁ ଭୋଟ ଦିଅ ଏଥର ତମ ବିଲରେ ଆମେ ଟାଇଲ ମାର୍ବଲ ପକେଇ ଦେବୁ.. ???

୧୦) ପପୁ : ଡାକ୍ତର ବାବୁ ମୁଁ କଣ୍ଡମ ବ୍ୟବହାର କରୁଥିଲି ତଥାପି ମୋ ଗାର୍ଲଫ୍ରେଣ୍ଡ ପ୍ରେଗନେଣ୍ଟ ହେଇଗଲା
ଡାକ୍ତର: ଥରେ ଗୋଟେ ଶିକାରୀ ଜଙ୍ଗଲକୁ ଯାଇଥିଲା ତା ପାଖେ ବନ୍ଧୁକ ନଥିଲା, ବାଘ ଆସିଲା, ସେ ନିଜ ଛତା ଖୋଲି ଦେଲା ବାଘ ଦେହରେ ଗୁଳି ବାଜିଲା ସେ ମରିଗଲା..
ବୟଫ୍ରେଣ୍ଡ: ସାର କଣ ପାଗଳ ଭାବୁଛନ୍ତି ନା କଣ? ଗୁଳି ଆଉ କିଏ ଚଲେଇ ଥିବ
ଡାକ୍ତର: ତମ ଗାର୍ଲଫ୍ରେଣ୍ଡ ସହ ସେଇଆ ହେଇଚି..
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment