Press "Enter" to skip to content

କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ଏହାର ଉତ୍ତର ଦେଇ ପାରିବେ ୯୯% ଲୋକ ଫେଲ IAS ପରୀକ୍ଷା ପ୍ରଶ୍ନ

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

୧. ଦୁଇଜଣ ପିଲା ଏକା ସମୟରେ ଜନ୍ମ ନେଲେ କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ?
ଉତ୍ତର : ସେମାନେ ଅଲଗା ଟାଇମ ଜୋନରେ ଜନ୍ମ ନେଇଥିଲେ ।
୨. ତାହା କଣ ଯାହା ଆମେ କେବେ ଖୁଲି ନଥାଉ । କିନ୍ତୁ ସବୁଦିନ ବନ୍ଦ କରିଥାଊ ?

ଉତ୍ତର:  ଅଲାର୍ମ
୩. ଭାରତର ଜାତୀୟ ପିତା କିିଏ?

ଉତ୍ତର: ମହାତ୍ମା ଗାନ୍ଧୀ

୪. ପୃଥିବୀର ବୃହତ୍ତମ ମହାସାଗରର ନାମ କଣ ?
ଉତ୍ତର : ପ୍ରଶାନ୍ତ ମହାସାଗର ।
୫. ଶୁଭାଷଚନ୍ଦ୍ର ବୋଷ ଅନ୍ୟ କେଉଁ ନାମରେ ଦେଶ ପରିଚିତ ଥିଲେ ?
ଉତ୍ତର : ନେତାଜୀ ।
୬. ଇଂରାଜୀ ବର୍ଣ୍ଣମାଳାରେ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୧୬ଟି
୭. ହିନ୍ଦୀ ବର୍ଣ୍ଣମାଳାରେ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୪୯ଟି ।
୮.ଗୋଟିଏ କୂଅରେ ୫ଟି ବେଙ୍ଗ ଥିଲେ, ସେଥିରୁ ଗୋଟିଏ ବେଙ୍ଗ ମରିଗଲା । କୂଅରେ ଆଉ କେତେଗୋଟି ବେଙ୍ଗ ରହିଲେ ?
ଉତ୍ତର : ୫ଟି
୯.ରାତିରେ ଜନ୍ମ ହେଲା, ସକାଳେ ଯବାନ ହେଲା, ଦିନ ସରିଗଲେ ଜୀବନ ଚାଲିଗଲା । ତାହା କଣ ?
ଉତ୍ତର : ଖବର କାଗଜ


୧୦.ସଳଖ ମୋର ଗୋଡ, ମୁହିଁଟି ମୋର ବଙ୍ଗା । ବଙ୍ଗା ଲୋକର ପାଖରେ ଥିଲେ ନଥାଏ ତାର ଶଙ୍କା । ଏହାର ଉତ୍ତର କଣ ?
ଉତ୍ତର : ବଙ୍କୁଲି ବାଡି ।
୧୧.ଖରାଦିନେ ତାକୁ ଭଲ ପାଉ ସୀତ ଦିନେ ତାକୁ ଡରିଥାଉ ସେ କିଏ ?
ଉତ୍ତର : ପାଣି ।
୧୨.ମୋଡିମାଡି ହୋଇ ଲମ୍ବିଥାଏ, କିନ୍ତୁ ସାପ ନୁହେଁ । ତେଲ ଦେଇ ଫୁଲ ଚଢାନ୍ତି କିନ୍ତୁ ଦେବୀ ନୁହେଁ । ତାହା କଣ ?
ଉତ୍ତର : ସ୍ତ୍ରୀ ଲୋକଙ୍କ ବେଣୀ ।
୧୩.ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?
ଉତ୍ତର : ଜନ୍ମ ଦିନର କେକ
୧୪.ଗରମ ହେଲେ ସେ ବଞ୍ଚିଥାଏ ପବନ ହେଲେ ସେ ମରିଯାଏ ତାହା କଣ ?
ଉତ୍ତର : ଝାଳ ।
୧୫.ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବ ଲୋକେ ଫୋପାଡି ଦିଅନ୍ତି କିନ୍ତୁ ଧନୀ ଲୋକ ନିଜ ପକେଟରେ ରଖିଥାନ୍ତି ?
ଉତ୍ତର : ଶିଙ୍ଘାଣି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *