Press "Enter" to skip to content

ମାଲିକାଣୀ ଗାଧଉଥିବା ବେଳେ ଚାକର ଲୁଚି, ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ- odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

ଟିଚର – କହିଲ ଦେଖି ଆମ ପୂର୍ବଜ ମାନେ ବସ୍ତ୍ର କାହିଁକି ତିଆରି କଲେ?
ଚିଣ୍ଟୁ – କାରଣ ଆମର ମଝି ଗୋଡ଼ ସବୁ ବେଳେ ଛିଡ଼ା ନହେଉ
ଟିଚର – ମୋ କ୍ଲାସ ରୁ ବାହାର ଆଗ..

ସିନେମା ହଲ ରେ ଗୋଟେ ଛୁଆ ଚିଲେଇଲା କାନ୍ଦିଲା, ପଛରୁ ଆବାଜ ଆସିଲା ,ମ୍ୟାଡାମ୍ ତା ମୁହଁ ରେ କ୍ଷୀର ପୁରେଇ ଦିଅ
ଏହା ଶୁଣି ସ୍ୱାମୀ କହିଲା : କିଏ ରେ ମାଧରକୁଦ..
ପଛରୁ ପୁଣି ଆବାଜ ଆସିଲା : ଆଉ ଗୋଟେ ୟା ମୁହଁରେ ପୁରେଇ ଦିଅ

ସ୍ୱାମୀ- ବହୁତ ଦିନ ପରେ ତୁମ ଭଉଣୀ ଆସିଲା ବହୁତ ଖୁସି ଲାଗିଲା
ସ୍ତ୍ରୀ – ଜଲଦି ଜିନ୍ସ ପିନ୍ଧିନିଅ ଗାମୁଛା ରେ ତମ ଖୁସି ସଫା ସଫା ଦିଶୁଛି

ଚିଣ୍ଟୁ ଭାଉଜ ଙ୍କୁ ଗୁରୁ ଜ୍ଞାନ ଦେଉଥିଲା..
ଭାଉଜ: ଆଜି କାଲି ସାରଥୀ ବାବା ହେଇଗଲଣି
ଚିଣ୍ଟୁ: ହଁ ଆଶ୍ରମ ବି ଗୋଟେ ଖୋଲିଛି,ବ୍ରହ୍ମଜ୍ଞାନ ପାଇଁ ଆସୁନ କେବେ

ପିଙ୍କି: ମତେ ବହୁତ ଧ୍ୟାନ ରଖିବାକୁ ପଡୁଛି ଯେମିତି ମୁଁ ଗର୍ଭବତୀ ନାହୋଇ ଯାଏ
ରିଙ୍କି : ମୁଁ ଶୁଣିଥିଲି ତୋ ସ୍ୱାମୀ ଙ୍କର କୁଆଡେ ନସବନ୍ଦୀ ଅପରେସନ ହେଇଚି?
ପିଙ୍କି: ସେଥିପାଇଁ ତ ଏତେ ଚିନ୍ତା..

ମାଲିକାଣି ବାର୍ଥରୁମ ରେ ଗାଧାଉଥିଲେ, ଚାକର ଲୁଚି ଲୁଚି ଦେଖୁଥିଲା

ମାଲିକାଣି : ଏଠି କଣ କରୁଛୁ? ଲୁଚି ଲୁଚି କଣ ଦେଖୁଚୁ?
ଚାକର : ଆପଣ ତ କହିଥିଲେ ମୁଁ ନଥିଲା ବେଳେ ଦୁଧ ଉପରେ ନଜର ରଖିଥିବୁ..

ସାନ୍ତା ଡାକ୍ତର ପାଖକୁ ଗଲା…
ସାନ୍ତା- ଡକ୍ଟର ଚଷମା ଲାଗିବା ପରେ ମୁଁ ପଢି ତ ପାରିବି ନା…?
ଡକ୍ଟର- ହଁ, ବିଲକୁଲ ପଢି ପାରିବ
ସାନ୍ତା- ତେବେ ଠିକ ଅଛି ଡକ୍ଟର, ନହେଲେ ଅପାଠୁଆ ମଣିଷର ଜୀବନ କି ଜୀବନ ଅଟେ …!!

ଥରେ ସ୍ଵାମୀ ସ୍ତ୍ରୀ ବୁଲିବାକୁ ଯାଉଥିଲେ …
ରାସ୍ତାରେ ଗୋଟିଏ ଗଧ ଦେଖା ହେଲା, ସ୍ତ୍ରୀ ଥଟ୍ଟା କରି କହିଲା
ସ୍ତ୍ରୀ- ତୁମ ସମ୍ପର୍କୀୟ, ନମସ୍କାର କର
ସ୍ଵାମୀ ବି ବହୁତ କମିନା ଥିଲା
କହିଲା, ‘ଶଶୁର ଜି ନମସ୍ତେ’

ସ୍ତ୍ରୀ ନିଜ ମଦୁଆ ସ୍ଵାମିକୁ ସୁଧାରିବା ପାଇଁ ରାତିରେ
କଳା କପଡା ପିନ୍ଧି ଠିଆ ହେଇଗଲା….
ସ୍ଵାମୀ- କିଏ ତୁମେ ?
ସ୍ତ୍ରୀ- ଚୁଡେଲ….!
ସ୍ଵାମୀ- ଚାଲ ହାତ ମିଳା…ମୁଁ ତୋ ଭଉଣୀର ସ୍ଵାମୀ

ପପୁ- ଭାଇ, ତୁମ ହାତ ଗୋଡ କେମିତି ଭାଙ୍ଗିଗଲା ?
ଗପୁ- ଝିଅର ଫୋନ ରିଚାର୍ଜ କରିବା ଚକର ରେ…
ପପୁ- କଣ ଭାଇ, ରିଚାର୍ଜ ର ପଇସା ଦେଇନ କି ?
ଗପୁ- ଆରେ ଭାଇ ଯେଉଁ ଦୋକାନକୁ ରିଚାର୍ଜ କରିବାକୁ ଯାଇଥିଲି,
ସେହି ଦୋକାନୀ ଝିଅର ଭାଇ ଥିଲା ….!!!

ସାନ୍ତା ବହୁତ କଠୋର ତପସ୍ୟା କଲା….
ପ୍ରସନ୍ନ ହେଇ ଭଗବାନ କହିଲେ- ମାଗ ବତ୍ସ କଣ ଦରକାର ?
ସାନ୍ତା- ସିଷ୍ଟମ ରେ ଚାଲନ୍ତୁ ପ୍ରଭୁ…
ପ୍ରଥମେ ତପସ୍ୟା ଭଙ୍ଗ କରିବାକୁ ଅପ୍ସରା ଆସନ୍ତି,
ସେମାନେ କୁଆଡେ ଗଲେ….!!!!

1980
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଚିଲ୍ଲେଇବୁ ନାହିଁ….ସିଏ ଯାହା କରିବାକୁ ଚାହିଁବ ତା’କୁ କରିବାକୁ ଦେବୁ
2020
ଚଉଠି ରାତି ପୂର୍ବରୁ ବୋହୁ କୁ ତା’ର ସାଙ୍ଗ କୁହେ
ଜୋର-ଜୋର ରେ ଚିଲ୍ଲେଇବୁ….ଯେମିତି କି ତାକୁ ଲାଗିବ ସେ ହିଁ ଓପେନିଂ ବ୍ଯାଟ୍ସମ୍ୟାନ ଅଟେ

ପପୁ- ମମ୍ମୀ କାଲି ପାପା କାମବାଲି ସହିତ ସୋଫା ଉପରେ….

ମମ୍ମୀ- ଏବେ ନୁହଁ ପୁଅ,
ଯେତେବେଳେ ରାତିରେ ପାପା ଆସିବେ ସେତେବେଳେ କହିବୁ
ପାପା ଆସିବା ମାତ୍ରେ
ମମ୍ମୀ- ହଁ ପୁଅ, ଏବେ କହ କି କଣ ହେଲା ???
ପପୁ- ପାପା କାଲି କାମବାଲି କୁ ସୋଫା ଉପରେ ଶୁଆଇ ଶର୍ମା ଅଙ୍କଲ ତୁମ ସହ ଯାହା କରନ୍ତି, ସେଇଆ କରୁଥିଲେ.. କାମ ବାଲି ଅଆ ଉଊ ଘୋସୁ ଥିଲା

ଆପଣଙ୍କୁ ଆମେ ଏମିତି ମଜାକଥା ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *