ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
୧) ଏମିତି କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୂରେ ନାହିଁ
ଉତ୍ତର–ରାଣ
୨) ଯାହା ସବୁବେଳେ ବଢିଥାଏ କିନ୍ତୁ କେବେ କମିନଥାଏ
ଉତ୍ତର–ବୟସ
୩) ଗୋଟିଏ ଶିଶୁ ଜନ୍ମ ହେବାର କେତେ ଦିନ ପରେ ହସିଥାଏ
ଉତ୍ତର–1 ମାସ ପରେ

୪) ପ୍ରଶ୍ନ- Here ଆଉ There ରେ କଣ ଫରକ ଅଛି ?
ଉତ୍ତର- ଏହି ପ୍ରଶ୍ନ ଦେଖିବା ପରେ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ଦେବେ ଯେ ଉତ୍ତର ହେଉଛି “ଏଠାରେ” ଏବଂ “ସେଠାରେ” କିନ୍ତୁ ଏହି ଦୁଇଟି ମଧ୍ୟରେ କେବଳ “T” ପାର୍ଥକ୍ୟ
୫) ପ୍ରଶ୍ନ- ଆପଣ କେବଳ 2ର ପ୍ରୟୋଗ କରି 23 କେମିତି ଲେଖି ପାରିବେ ?
ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି- 22 + 2/2
୬) ପ୍ରଶ୍ନ- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ଗ୍ରାମ ହୋଇଥାଏ ?
ଉତ୍ତର: ମାତ୍ର 8 ଗ୍ରାମ
୭) ପ୍ରଶ୍ନ- ରାମ ଏବଂ ଶ୍ୟାମ ଯାଆଁଳା ଉଭୟ ମେ ରେ ଜନ୍ମ ହୋଇଥିଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନ୍ ମାସରେ ଆସିଥାଏ, ଏହା କିପରି ସମ୍ଭବ?
ଉତ୍ତର : ମେ ହେଉଛି ସେମାନଙ୍କ ସହରର ନାମ
୮) ପ୍ରଶ୍ନ- ପ୍ରଶ୍ନ – ତାହା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ କଷ୍ଟ ହୋଇଥାଏ?
ଉତ୍ତର – କାନ କିମ୍ବା ନାକ ଫୋଡାଇବା ବେଳେ
୯)ଭାଷାର ଜନନୀ କେଉଁ ଭାଷାକୁ କୁହାଯାଏ
ଉତ୍ତର–ସଂସ୍କୃତ ଭାଷା
୧୦)ଭାରତର ସବୁଠାରୁ ସଫା ସହର କେଉଁଟା ଅଟେ
ଉତ୍ତର–ଇନ୍ଦର ସହର
୧୧) ମଣିଷ ଶରୀରର କେଉଣ ଅଂଗ ରାତି ହେବା ମାତ୍ରରେ ବନ୍ଦ ହୋଇଯାଏ
ଉତ୍ତର–ଆଖିର ପତା
୧୨) ନରେନ୍ଦ୍ର ମୋଦୀ କେଉଁ ପୁସ୍ତକ ଲେଖିଥିଲେ
ଉତ୍ତର–ଏକଜାମ ୱାରିଅର
୧୩) ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା
ଉତ୍ତର–ଚନ୍ଦ୍ର ଏବଂ ସୂର୍ଯ୍ୟ

୧୪) ସେ କିଏ ଯାହାର ପାଞ୍ଚଟି ଆଙ୍ଗୁଠି ଅଛି କିନ୍ତୁ ଜୀବନ ନାହିଁ
ଉତ୍ତର–ହାତ ମୋଜା ବା ଗ୍ଲୋବ୍ସ
୧୫) ଝିଅ ମାନଙ୍କ କେଉଁ ଅଙ୍ଗ ରାତି ହେଲେ ବଡ଼ ହୋଇଯାଏ? ଆଇଏସ ପରୀକ୍ଷା ରେ ଭ୍ରମିତ କରିବା ପାଇଁ ଜଣେ ପରୀକ୍ଷାର୍ଥୀ ଙ୍କୁ ଏଭଳି ପ୍ରଶ୍ନ ପଚରା ଗଲା
ଏହାର ସଠିକ ଉତ୍ତର ହେଉଛି : ଆମ ଆଖିର କନିନିକା ଅନ୍ଧାର ହେଲେ ଏହାର ଆକାର ବଡ଼ ହୋଇଯାଏ କାରଣ ଅଧିକ ରୁ ଅଧିକ ଆଲୋକ ପ୍ରବେଶ କରି ପାରିବ ଏବଂ ଆମେ ରାତିରେ ସବୁ ସ୍ପଷ୍ଟ ଦେଖି ପାରିବା, କେବଳ ଝିଅ ନୁହଁ ପୁଅଙ୍କ ମଧ୍ୟ ଏହି ଅଙ୍ଗ ବଢ଼ିଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment