ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) କହିଲେ ଦେଖି କେଉଁ ନାଳ ରେ ପାଣି ଯାଏ ନାହିଁ? ଉତ୍ତର …. ଢେଙ୍କାନାଳ
୨) କହିଲେ ଦେଖି କେଉଁ ଗେଟ୍ ରେ କେବେ ହେଲେ ତାଲା ପଡ଼େ ନାହିଁ? ଉତ୍ତର… କୋଲଗେଟ୍
୩)ଜ୍ଯୋତିଷ- ତୁମ ହସ୍ତରେଖା କହୁଛି କି
ତୁମ ଘର ତଳେ ବହୁତ ଧନ ଅଛି
କିନ୍ତୁ ଏହା ତୁମର କୌଣସି କାମରେ ଆସିବନି
କଲ୍ଲୁ-ବିଲକୁଲ ଠିକ କହିଛ ପଣ୍ଡିତଜି
ମୋ ଫ୍ଲାଟ ର ଠିକ ତଳେ ବ୍ଯାଙ୍କ ଅଛି
୪)ଝିଅ- ଭାଇ, ଏ ଡ୍ରେସ ଫେରସ୍ତ ନେଇଯାଅ …ଯାହାକୁ କାଲି ମୁଁ ନେଇଥିଲି
ଦୋକାନୀ- କଣ ହେଲା ଭଉଣୀ, କଲର ପସନ୍ଦ ଆସିଲା ନାହିଁ ନା ପ୍ରିଣ୍ଟ ?
ଝିଅ- କଥା କଣ କି ….ଏହାକୁ ପିନ୍ଧି ଫେସବୁକ ଓ ହ୍ଵାଟ୍ସଆପର ଷ୍ଟାଟସ ରେ ଫୋଟୋ ଦେଇଥିଲି …
ଗୋଟିଏ ବି ଲାଇକ ଆସିଲାନି ….

୫) ସାନ୍ତା ଉଡାଜାହାଜ ରେ ଯାତ୍ରା କରୁଥିଲା
ଏୟାରହୋଷ୍ଟେସ ହସି ହସି ତାର ଅଭିବାଦନ କଲା,ଅଭିବାଦନ ର ପତ୍ୟୁତ୍ତର ଦେଇ ସାନ୍ତା କହିଲା – ତୁମ ଚେହେରା ମୋ ସ୍ତ୍ରୀ ସହିତ ବହୁତ ମିଶୁଚି
ଏହି କଥାରେ ଏୟାରହୋଷ୍ଟେସ ତାକୁ ଏକ ଚାପୁଡା ମାରିଦେଲା
ଗାଲକୁ ଆଉଁସି ଆଉଁସି ସାନ୍ତା କହିଲା – କେବଳ ଚେହେରା ନୁହେଁ ଗୁଣ ବି ମିଶି ଯାଉଛି
୬) ୬୦ ବର୍ଷ ବୟସ ପରର ରୋମାନ୍ସ
ପତ୍ନୀ- ଆଜି ରାତିରେ ଘରେ କେହି ନାହାଁନ୍ତି, କେବଳ ଆମେ ଦୁଇ ଜଣ
ପତି – ହଁ ତ, ତେବେ,
ଖେଚେଡି ବନେଇ ଦେ….
୭) ଶର୍ମା ଜି ମାନସିକ ରୋଗ ବିଶେଷଜ୍ଞ ଙ୍କ ପାଖରେ ପହଞ୍ଚିଲେ
ଡାକ୍ତର- କଣ ହେଇଛି ତୁମର ?
ଶର୍ମା ଜି- “ମୋର କୌଣସି ସମସ୍ଯା ନାହିଁ, ମୁଁ ବାଦଶାହ ଆକବର ଅଟେ, ଆକବର ର କଣ କିଛି ସମସ୍ଯା ହେଇପାରେ , ସମସ୍ଯା ତ ମୋ ବେଗମ ଯୋଦ୍ଧାବାଇ ର ଅଟେ
ଡାକ୍ତର – ତାଙ୍କର କଣ ସମସ୍ଯା ଅଛି ?
ଶର୍ମା ଜି- ସେ ଭାବୁଛନ୍ତି କି ସେ ମିସେସ ଶର୍ମା ଅଟନ୍ତି।

୮)ସ୍ତ୍ରୀ- ମୋ ପୁରୁଣା କପଡା ଡୋନେଟ କରିଦେବି କି ?
ସ୍ଵାମୀ- ଫୋପାଡି ଦେ…. ଡୋନେଟ କଣ କରିବୁ….
ସ୍ତ୍ରୀ- ନା, ଦୁନିଆରେ ବହୁତ ଗରିବ, ଭୋକିଲା ଶୋଷିଲା ସ୍ତ୍ରୀ ଅଛନ୍ତି, ବେଚାରୀ କେହି ବି ପିନ୍ଧି ନବ
ସ୍ଵାମୀ- ତୋ ମାପ ର କପଡା ଯାହାକୁ ହେବ, ସେ ଭୋକିଲା ସୋସିଲା ଥୋଡି ନା ହେଇଥିବ …
ଏବେ ସ୍ଵାମୀ ଘରୁ ଫେରାର
୯)ଗୋଟିଏ ଝିଅ ବୟଫ୍ରେଣ୍ଡ ସହ ବହୁତ ଦିନରୁ କଥା ହୋଇ ନଥିଲା,ଝିଅଟି ରୋମାଣ୍ଟିକ ହେଇ ଫେସବୁକ ରେ ଅପଡେଟ ଦେଲା
ଝିଅ – ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…
କିଛି ସମୟ ପରେ ବୟଫ୍ରେଣ୍ଡ ର କମେଣ୍ଟ ଆସିଲା
ପୁଅ- କମିନୀ ଧୀରେ- ଧୀରେ ହିଁ ଆସୁଥିଲି
ତୋ ସାହି ଲୋକ ଚୋର ଭାବି ଖୁବ ପିଟିଲେ
୧୦) ପପୁ ଅଙ୍ଗନବାଡ଼ି ରେ ପଢୁଥିଲା ତା ବାପା ଚିଣ୍ଟୁ ତାକୁ କହିଲା ଦିଦି ଗଣିବାକୁ କହିଲେ ଆଙ୍ଗୁଠି ରେ ଗଣିକି ଉତ୍ତର ଦେବୁ, ଦିଦି ନଦେଖି ପାରିବେ ଯେମିତି ହାତ କୁ ପ୍ୟାଣ୍ଟ ପକେଟ ରେ ଲୁଚେଇ ଗଣିବୁ
ପପୁ ଠିକ ସେଇଆ କଲା, ଦିଦି ଯେବେ ପଚାରିଲେ : ତମ ହାତରେ କେତୋଟି ଆଙ୍ଗୁଠି ଅଛି?
ପପୁ ୧୧ ଟି କେମିତି? ମୋ ପ୍ୟାଣ୍ଟ ପକେଟ ଫଟା ଅଛି ସେଇଥି ପାଇଁ ହିସାବ ଗଡ଼ବଡ଼ ହଉଛି

୧୧) ପପୁ ନିଜ ଗାର୍ଲଫ୍ରେଣ୍ଡ ସହ ପାର୍କ ରେ ଏକୁଟିଆ ବସିଥିଲା
ପପୁ ; ତମ ଚଡ଼ି ରେ କଣା ଅଛି କି?
ରାନୀ : ଛି କେମିତି ଅଭଦ୍ର କଥା କହୁଛ?
ପପୁ ; କିନ୍ତୁ ମୋର ତ ଅଛି
ରାନୀ: ମୋର କିନ୍ତୁ ନାହିଁ
ପପୁ ; ତାହାଲେ ଗୋଡ଼ କୋଉଠି ପୁରାଉଛ?
୧୨) ସ୍ତ୍ରୀ ବହୁତ ଦିନ ପରେ ବାପଘର ଯାଉଥିଲା ସ୍ୱାମୀ ପଚାରିଲା ; କିଛି ଦରକାର?
ସ୍ତ୍ରୀ; ହଁ ତମ ଯନ୍ତ୍ର କାଟି ଦେଇଦିଅ ମଜା ବି ଆସିବ ଆଉ ସନ୍ଦେହ ବି ହବନି।
ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ପ୍ରତିଦିନ ଓଡ଼ିଆ ହସକଥା, ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ତଳେ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ଧନ୍ୟବାଦ।
Be First to Comment