ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଭଲ ହେଲା ମୋ ଅଣ୍ଡର ୱିୟର ଡଲାର ର ଅଟେ
ଯଦି ଟଙ୍କାର ହେଇଥାନ୍ତା ତ ସାଲା
ବାରମ୍ବାର ଖସି ଯାଇଥାନ୍ତା
୨)ଗାଁରୁ ଜଣେ ବାଟୋଇ ଯାଉଥିଲା ତେବେ ଗୋଟେ ଛୁଆ ଖେଳୁଥିବାର ଦେଖିଲା, କହିଲା ପୁଅ ତୁମେ ମୋତେ ଟିକିଏ ପାଣି ପିଆଇଦେବ , ଛୁଆ : ଯଦି ଲସି ହୋଇଯାଏ , ବାଟୋଇ : ତେବେ ଆହୁରି ଭଲ ହେବ , ଛୁଆ ଦୌଡିକରି ଗଲା ଓ ଲସି ଆଣିଲା , ବାଟୋଇ ୫ ମଗ୍ ଲସି ପିଇବା ପରେ ଛୁଆକୁ ପଚାରିଲା, କଣ ତୁମର ଘରେ ଲସି କିଏ ପିଏନାହିଁ ? ଛୁଆ : ପିଅନ୍ତି ତ ସମସ୍ତେ କିନ୍ତୁ ସେ ଲସିରେ ମୁଷା ପଡିଯାଈଥିଲା, ଓ ସେଥିରେ ମରିଗଲା, ବାଟୋଇ ରାଗରେ ମଗ୍ କୁ ତଳେ ପକାଇଦେଲା, ଛୁଆ କାନ୍ଦିକରି କହିଲା : ମା ଇଏ ମଗ୍ ଭାଙ୍ଗିଦେଲେ , ଏବେ ଆମେ ଏହାକୁ ପାଇଖାନା କେମିତି ନେଇକରି ଯିବୁ ।
୩) ଜଣେ ସ୍ୱାମୀ ଦ୍ୱାରା କରାଯାଇଥିବା ଏବ ପର୍ଯ୍ୟନ୍ତ ସବୁଠାରୁ ରୋମାଣ୍ଟିକ୍ ପ୍ରଶଂସା, ତୋର କେଶ ସବୁଆଡେ ହଙ୍ଗମା ମଚାଇରଖିଛି, କେବେ ଡାଲିରେ , କେବେ ପରିବା ତରକାରୀରେ , କେବେ ରୁଟିରେ ବି କବଜା ଜମାଇରଖିଛି ।

୪)ବାହାଘରର ପର ଦିନ ବୋହୁ ଶାଶୁ କୁ କହିଲା
ବୋହୁ- ଶାଶୁ ମା, ଆମର ନୂଆ ନୂଆ ବାହାଘର ହେଇଛି, ମୋ ମନ ଲାଗୁ ନାହିଁ
ଶାଶୁ ପପୁକୁ – ଶୁଣ, ଆଜି ତାକୁ କୌଣସି ମହଙ୍ଗା ଜାଗାକୁ ବୁଲେଇବାକୁ ନେଇ ଯା…
ପପୁ- ଠିକ ଅଛି, ରେଡି ହେଇ ଯା…
ସ୍ତ୍ରୀ- ତ ଆମେ କଉଠି କି ଯାଉଛୁ ?
ପପୁ- ପ୍ରଥମେ ପେଟ୍ରୋଲ ପମ୍ପ ଯିବା, ପୁଣି ଗ୍ଯାସ ଏଜେନ୍ସି, ଓ ସେଠାରୁ ପୁଣି ପରିବା ମାର୍କେଟ
୫) ପପୁ ରୁଟି ରୁ ଖଣ୍ଡେ ନିଜେ ଖାଉଥିଲା ଓ
ଆଉ ଖଣ୍ଡେ ପାଖରେ ଥିବା କୁକୁଡା କୁ ଖୁଆଉ ଥିଲା …
ଛୋଟୁ- ଏ ତୁ କଣ କରୁଛୁ ?
ପପୁ- ଚିକେନ ସହିତ ରୁଟି ଖାଉଛି
୬) ଶିକ୍ଷକ ପିଲାମାନଙ୍କୁ ମହାଭାରତ ପଢାଉ ଥିଲେ
ଶିକ୍ଷକ – କଂସ ଶୁଣିଲା କି ଦେବକୀ ର ଅଷ୍ଟମ ପୁତ୍ର ତାକୁ ମାରିଦେବ ତ
ସେ ଦେବକୀ ଓ ବାସୁଦେବ କୁ ଜେଲ ରେ ରଖିଦେଲା
ପ୍ରଥମ ପିଲା ହେଲା…କଂସ ମାରିଦେଲା
ଦ୍ଵିତୀୟ ….ମାରିଦେଲା
ତୃତୀୟ ବି…ଚତୁର୍ଥ ବି…..ଅଷ୍ଟମ
ଏତିକି ବେଳେ ପପୁ କହିଲା ସାର ଗୋଟେ ମିନିଟ
ଶିକ୍ଷକ- କଥା କଣ ?
ପପୁ- ଯଦି କଂସ କୁ ଜଣା ଥିଲା କି ଦେବକୀ ଓ ବାସୁଦେବ ର ଅଷ୍ଟମ ପୁତ୍ର ତାକୁ ମାରିଦେବ ତ ସେ ସେହି ଦୁଇ ଜଣଙ୍କୁ ଗୋଟିଏ କୋଠରୀରେ ବନ୍ଦ କାହିଁକି କଲା ?
ଶିକ୍ଷକ ବେହୋସ…

୭) ତିନି ଚୋର ପୋଲିସ ଠାରୁ ଲୁଚିବା ପାଇଁ ମାଲଗୋଦାମ ବସ୍ତା ଭିତରେ ପଶି ଲୁଚି ଗଲେ, ପୋଲିସ ଆସିଲେ ସେହି ବସ୍ତା କୁ ଗୋଇଠା ମାରିଲେ, ପ୍ରଥମ ବସ୍ତା ରୁ ଭୋ ଭୋ.. ଶବ୍ଦ ଆସିଲା କନେଷ୍ଟବଳ କହିଲା; ଏଥିରେ କୁକୁର ଅଛନ୍ତି ବୋଧେ
ଦ୍ୱିତୀୟ ବସ୍ତା କୁ ଗୋଇଠା ମାରିଲେ ସେଥିରୁ ମିଆଁଉ ମିଆଁଉ ଶବ୍ଦ ଆସିଲା, କନେଷ୍ଟବଳ ଭାବିଲେ ଏଥିରେ ବିଲେଇ ଅଛନ୍ତି
ତୃତୀୟ ବସ୍ତା କୁ ଗୋଇଠା ମାରିଲେ .. ଏଥିରୁ ଶବ୍ଦ ଆସିଲା ମୁଁ ଆଳୁ ଅଟେ ଆଳୁ..
୮) ସ୍ତ୍ରୀ : କାଲି ମୋର ଜନ୍ମ ଦିନ, ନୂଆ ଶାଢ଼ୀ ଗିଫ୍ଟ ଦେବ..
ସ୍ୱାମୀ: (ଟେନସନ ରେ) ଶାଢ଼ୀ ଦରକାର ଯା ଦାଣ୍ଡି ମରା
ସ୍ତ୍ରୀ : ତାହାଲେ ଦିଇଟା ଶାଢ଼ୀ ନେବି
୯) ସାହୁ ବାବୁ ଡାକ୍ତର କୁ ରାଗିକି ପଚାରିଲେ
ସାହୁ ବାବୁ ; ଶଳା ଡାକ୍ତର କେମିତି ନସବନ୍ଦୀ କରିଥିଲୁ.. ମାଧିଆ ମୋ ସ୍ତ୍ରୀ ପୁଣି ପ୍ରେଗନେଣ୍ଟ ହେଇଗଲା
ଡାକ୍ତର : (ରାଗିକି) ମୁଁ ଅପରେସନ ତମର କରିଥିଲି ପୁରା ଗାଁ ର କରିନଥିଲି..
୧୦) ଚିଣ୍ଟୁ ଛାତ ଉପରେ ଗୋଟିଏ ନାଲିଆ ବ୍ରା ପଡିଥିବାର ଦେଖି ସେ କହିଲା ; ଶଳା ଆମ୍ବ ଖାଇବେ ଟାକୁଆ ମୋ ଛାତ କୁ ଫିଙ୍ଗିବେ,ମାଧିଆ ଶଳା ଙ୍କ ଗୋଷ୍ଠି ରେ ଡିଅଁ..
ଆପଣଙ୍କୁ ଆମେ ଏମିତି ହସକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment