Press "Enter" to skip to content

ଗୋଟିଏ ସ୍ତ୍ରୀ ନିଜର କଣ ପୁଅକୁ ଦେଖାଏ କିନ୍ତୁ ନିଜ ସ୍ୱାମୀ କୁ ଦେଖାଏ ନାହିଁ ? ୯୯%ଲୋକ ଫେଲ୍ IAS Question

ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।

୧) ମୁକେଶ ଅମ୍ବାନୀ ଭାରତର କେଉଁ ରାଜ୍ୟରେ ବାସିନ୍ଦା ଅଟନ୍ତି ?
ଉତ୍ତର- ଗୁଜରାଟର
୨) ଦୁନିଆର ସବୁଠୁ ବଡ ଜାଦୁଗରର ନାମ କଣ ?
ଉତ୍ତର- ହ୍ୟାରି ହାଉଡ଼ିନ୍

୩)କେଉଁ ଗଛ ତଳେ ଶୋଇଲେ ମଣିଷ ମରିପାରେ ?
ଉତ୍ତର- ନୀମ୍ବ ଗଛ ତଳେ ଶୋଇଲେ ମଣିଷ ମରିପାରେ

୪) ଲତା ମଙ୍ଗେସ୍କର କେବେ ଗୀତ ଗାଇବା ଆରମ୍ଭ କରିଥିଲେ ?
ଉତ୍ତର- ୧୯୪୨ରେ

୫) ଭିଏତନାମ ର ମୁଦ୍ରା କଣ୍ ଅଟେ?
ଉତ୍ତର:- ଡଗ୍, ଭିଏତନାମ ର ମୁଦ୍ରା ଅଟେ ।

୬) କେଉଁ ଦେଶରେ କୁକୁଡ଼ା ନୀଳ ରଙ୍ଗର ଅଣ୍ଡା ଦେଇଥାଏ?
ଉତ୍ତର:- ଚିଲି ଦେଶରେ କୁକୁଡ଼ା ନୀଳ ଅଣ୍ଡା ଦେଇଥାଏ ।

୭) ବିଶ୍ୱରେ ସବୁଠୁ ବେଶୀ ପଶୁ କେଉଁଠି ଦେଖାଯାଇ ଥାଏ?
ଉତ୍ତର:- ଭାରତ ଦେଶରେ ସବୁଠୁ ବେଶୀ ପଶୁ ଦେଖାଯାଏ ।

୮)ଭାରତରେ ଇଣ୍ଟର୍ନେଟର ସୁବିଧା କେବେ ଆରମ୍ଭ ହୋଇଥିଲା ?
ଉତ୍ତର – ୧୯୯୫
୯) ରାଜସ୍ଥାନର ମୋଟ କ୍ଷେତ୍ରଫଳର କେତେ ପ୍ରତିଶତ ଅଂଶ ଥର୍ ମରୁସ୍ଥଳରେ ଅବସ୍ଥିତ ?

୧୦) କେଉଁ ଜୀବର ଆଖି ଖରାପ ହେବା ପରେ ବି ତାହର ଆଉ ଗୋଟିଏ ଆଖି ଚାଲି ଆସିଥାଏ ?
ଉତ୍ତର – ଗେଣ୍ଡା

୧୧) କେଉଁ ରଙ୍ଗ ଇନ୍ଦ୍ରଧନୁରେ ମଝିରେ ଥାଏ ?
ଉତ୍ତର- ସବୁଜ

୧୨) ଲିଫ୍ଟ ର ଖୋଜ କିଏ କରିଥିଲେ?
ଉତ୍ତର:- ଏଲିଶା ଲିଫ୍ଟ ର ଖୋଜ କରିଥିଲେ ।

୧୩) ପୃଥିବୀ ରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଅଛି?
ଉତ୍ତର:- ପୃଥିବୀରେ ସବୁଠୁ ବେଶି ଅକ୍ସିଜେନ୍ ଗ୍ୟାସ୍ ଅଛି ।

୧୪)କେଉଁ କାରଣରୁ କ୍ଷୀର ଛିଣ୍ଡି ଯାଇଥାଏ?
ଉତ୍ତର:- ଜୀବାଣୁ ପାଇଁ କ୍ଷୀର ଛିଣ୍ଡି ଯାଇଥାଏ ।
୧୫) କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ତିଆରି ହୋଇଥାଏ ?
ଉତ୍ତର- ଭାରତରେ

୧୬) ଭାରତରେ ସବୁଠୁ ଅଧିକ କେଉଁ ବ୍ୟକ୍ତିର ଫଟୋ ଛପା ହୁଏ ?
ଉତ୍ତର – ପ୍ରଧାନମନ୍ତ୍ରୀ

୧୭) ଗୋଟିଏ ସ୍ତ୍ରୀ ନିଜର କେଉଁ ଜିନିଷ ନିଜ ପୁଅକୁ ଦେଖାଏ କିନ୍ତୁ ସ୍ୱାମୀ ଙ୍କୁ ଦେଖାଏ ନାହିଁ?
ଉତ୍ତର – ନିଜ ବିଧବା ବେଶ

୧୮) କୁମ୍ଭ ମେଳା କେତେ ବର୍ଷରେ ଥରେ ପାଳନ ହୁଏ?
ଉତ୍ତର- ୧୨ ବର୍ଷରେ

୧୯) କାହାକୁ ଉତ୍କଳ ଘଣ୍ଟ କୁହାଯାଏ?
ଉତ୍ତର – ଯଦୁମଣି ମହାପାତ୍ର

୨୦) ଆମ ଜାତୀୟ ଖାଦ୍ୟ କଣ?
ଉତ୍ତର – ଖେଚେଡ଼ି

ଆପଣଙ୍କୁ ଆମେ ଏମିତି ସାଧାରଣ ଜ୍ଞାନ ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *