ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
୧- ଜଳ ର ବିଶୋଧନ ପାଇଁ କାହାକୁ ବ୍ୟବହାର କରାଯାଏ ନାହିଁ ?
ଉତ୍ତର – ଆଇରନ ବଟିକା
୨- କେଉଁ ଥିରେ ଭିଟାମିନ A ଓ ଭିଟାମିନ D ଥାଏ ?
ଉତ୍ତର – ଲହୁଣୀ
୩- ଗୋଟିଏ ମାଛି ଥରକୁ କେତୋଟି ଅଣ୍ଡା ଦେଇ ପାରେ ?
ଉତ୍ତର – ୧୨୦ ରୁ ୧୬୦
୪- ପତ୍ର ରେ ଥିବା କାହା ମାଧ୍ୟମ ରେ ବାୟୁ ପତ୍ର ଭିତରକୁ ଜାଏ ?
ଉତ୍ତର – ପତ୍ର ଛିଦ୍ର ବା ଷ୍ଟୋମ
୫- କେଉଁ ଉଦ୍ଭିଦ ଶସ୍ୟ ଅମଳ ରେ ବ୍ୟାଘାତ ସ୍ତୃଷ୍ଟି କରି ଥାଆନ୍ତି ?
ଉତ୍ତର – ମୁଥା
୬- କେଉଁଟି ଏକ ପ୍ରାଣୀଜ ପୁଷ୍ଟିସାର ?
ଉତ୍ତର – କ୍ଷୀର
୭- କେଉଁ ଜଳ ପ୍ରାୟତଃ ଆବର୍ଜନା ମୁକ୍ତ ?
ଉତ୍ତର – ନଳକୂପ ଜଳ

୮- କେଉଁ ଫସଲ ଅତ୍ୟଧିକ ଜଳ ଆବଶ୍ୟକ କରିଥାଏ ?
ଉତ୍ତର – ଆଖୁ
୯- କେଉଁ ପ୍ରକ୍ରିୟା ଦ୍ଵାରା ଫୁଲ ରୁ ଫଳ ହୋଇଥାଏ ?
ଉତ୍ତର – ପରାଗ ସଙ୍ଗମ
୧୦- ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲି ଆସିବାକୁ କେତେ ସମୟ ନେଇ ଥାଏ ?
ଉତ୍ତର – ୨୪ ଘଣ୍ଟା
୧୧- ଶୀତ ଦିନେ ଆମ ଦେଶରେ ତୁଷାର ପଡୁଥିବା ରାଜ୍ୟ ଟି କେଉଁଟି ?
ଉତ୍ତର – କାଶ୍ମୀର
୧୨- ଗୋଟିଏ ଜମି ରେ ବାରମ୍ବାର ଚାଷ କରିବା ଦ୍ୱାରା କଣ ହୁଏ ?
ଉତ୍ତର – ଗୋଟିଏ ଜମି ରେ ବାରମ୍ବାର ଚାଷ କରିବା ଦ୍ୱାରା ଜମି ର ଉର୍ବରତା ହ୍ରାସ ପାଇଥାଏ

୧୩- କିଏ ଆଲୁଅରେ ଜନ୍ମ ହୁଏ, ଅନ୍ଧାରରେ ମରିଯାଏ ?
ଉତ୍ତର- ଛାଇ
୧୪- କାହାର ଆବର୍ତ୍ତନ କାଳ ସବୁଠୁ କମ୍ ?
ଉତ୍ତର – ପୃଥିବୀ
୧୫ – ଡିସେମ୍ବର ମାସ ରେ ଉତ୍ତର ମେରୁ ରେ କେଉଁ ଋତୁ ହୋଇଥାଏ ?
ଉତ୍ତର – ଶୀତ ଋତୁ
୧୬- ଜଳୀୟ ବାଷ୍ପ ଥଣ୍ଡା ହୋଇ ଧୂଳିକଣା ରେ ଲାଗି ବାୟୁ ରେ ଭାଷୀ ଥାଏ ତାହା କଣ ଅଟେ ?
ଉତ୍ତର – କୁହୁଡି
୧୭- କାହାର ଚାରି ପାଖରେ ସପ୍ତସି ମଣ୍ଡଳ ଘୁରିଥାର ?
ଉତ୍ତର – ଧୁବ ତାରା
୧୮- ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥା ର ତୃତୀୟ ସ୍ତର ଟି କଣ ?
ଉତ୍ତର – ଜିଲ୍ଲା ପରିଷଦ
୧୯- ମହାନଗର ନିଗମ ର ଶାସନ କାର୍ଯ୍ୟ ବୁଝୁଥିବା ସରକାରୀ ମୁଖ୍ୟ କୁ କଣ କୁହା ଯାଏ ?
ଉତ୍ତର – ମହାନଗର ନିଗମ କମିଶନର
୨୦- ପଞ୍ଚାୟତ ସମିତି ବୈଠକ ରେ କିଏ ସମ୍ପାଦକ ରୂପେ କାମ କରନ୍ତି ?
ଉତ୍ତର – ବିଡ଼ିଓ
୨୧- କାଞ୍ଜିଆହୁଡ଼ା ରେ କେଉଁ ମାନଙ୍କୁ ରଖା ଯାଇଥାଏ ?
ଉତ୍ତର – ଗାଈ ଗୋରୁ ମାନଙ୍କୁ

୨୨- କେତେ ଲୋକ ମାନଙ୍କୁ ନେଇ ମହାନଗର ନିଗମ ଗଠନ ହୋଇଥାଏ ?
ଉତ୍ତର – ୧୦ ଲକ୍ଷ ରୁ ଅଧିକ ଲୋକ
୨୩- ମହାନଗର ନିଗମର ମୁଖ୍ୟ କିଏ ?
ଉତ୍ତର – ମେୟର
୨୪- କେଉଁଟି ଗ୍ରାମପଞ୍ଚାୟତ ର ଇଛାଧିନ କାର୍ଯ୍ୟ ଅଟେ ?
ଉତ୍ତର – ବୃକ୍ଷ ରୋପଣ
୨୫- ଗ୍ରାମ ପଞ୍ଚାୟତ ନିର୍ବାଚନ କେତେ ବର୍ଷ ରେ ଥରେ ହୁଏ ?
ଉତ୍ତର – ୫ ବର୍ଷ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment