Press "Enter" to skip to content

ଝିଅ ଆଉ ଛତା ଦୋକାନୀ ଙ୍କର ଏହି ମଜାକଥା ଶୁଣିଲେ ଆପଣ ହସି ହସି ଗଡ଼ିବେ

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଗୋଟିଏ ଝିଅ ଛତା ଠିକ କରିବାକୁ ଯାଇଥିଲା,
ଦୋକାନୀ ; କପଡ଼ା ଖୋଲିବାକୁ ପଡ଼ିବ, ତଳେ କିଳା ପୁରେଇବାକୁ ପଡ଼ିବ
ଝିଅ: ଯାହା ଇଚ୍ଛା କରିନିଅ କିନ୍ତୁ ପାଣି ଭିତରେ ପଡ଼ିବନି ଯେମିତି।

୨) ସ୍ତ୍ରି- ସେ କାଲି ଯେଉଁ ଭିକାରୀ ଆସିଥିଲା ବହୁତ କମିନା ଥିଲା,  ସ୍ୱାମୀ –କଣ ହେଲା ? ସ୍ତ୍ରୀ-କାଲି ସେ ମୋର ଖାଇବା ଖାଇଦେଲା, ଓ ଆଜି ମୋତେ ଏକ୍ ବହି ଦେଇକି ଯାଇଛି, ସ୍ୱାମୀ-କେଉଁ ବହି? ସ୍ତ୍ରୀ-ଖାଇବା ତିଆରି କରିବା ଶିଖନ୍ତୁ ।

୩) ଆଜି ଏହି ମାହୋଲ୍ ରେ କେବଳ କଷ୍ଟମର୍ କେୟାର୍ ବାଲା ହିଁ ଅଛନ୍ତି, ଯିଏ ଗରିବକୁ ଗରିବ ବ୍ୟକ୍ତି ବି ଇଜତ୍ ଦେଇ ଭିଆଇପି ବାଲା ଫିଲିଙ୍ଗ୍ସ ଦେଉଛନ୍ତି।

୪) ଏକ ଦୁଃଖୀ ସ୍ୱାମୀ ନିଜ ସ୍ତ୍ରୀର୍ ଅନ୍ତିମ ସଂସ୍କାର କରି ଫେରୁଥିଲା,  ଅଚାନକ ବାଦଲ ଗରଜିଲା, ଓ ଜୋର୍ ରେ ବର୍ଷାହେଲା, ସ୍ୱାମୀ କହିଲା- ଲାଗୁଛି ଉପରକୁ ଚାଲିଗଲା,

୫) ବର- ପଣ୍ତିତଜୀ କନ୍ୟାର ଡାହାଣ କଡେ ବସିବାର ଅଛି ନା ବାମ କଡେ,  ପଣ୍ତିତ- ଦେଖ ଯେମିତି ଠିକ୍ ଲାଗିବ , ପରେ ମୁଣ୍ତରେ ତ ବସିବାର ଅଛି।

୬) ଏକ ବ୍ୟକ୍ତି ଫୋନରେ ଅଜଣା ନମ୍ବରରୁ କେଉଁ ଝିଅକୁ କଲ୍ କଲା, ଝିଅ- କଣ ଆପଣ ବିବାହିତ, ବ୍ୟକ୍ତି- ନା କିନ୍ତୁ ଆପଣ କିଏ ? ଝିଅ- ତୁମର ସ୍ତ୍ରୀ , ଆଜି ଘରକୁ ଆସ କହୁଛି, ପୁଅ- ଆରେ ନାହିଁ, ମୁଁ ମଜାକ୍ କରୁଥିଲି, ମୁଁ ଘରକୁ ଆସୁଛି, ଝିଅ- ମିଛୁଆ ମୁଁ ତୁମର ଗାର୍ଲଫ୍ରେଣ୍ତ ପା, ପୁଅ- ସରି ଡାର୍ଲିଙ୍ଗ୍- ମୋତେ ଲାଗିଲା ମୋର ସ୍ତ୍ରୀ ବୋଲି, ଝିଅ- ତୋର ସ୍ତ୍ରୀ ବେ, ତୁ ଖାଳି ଘରକୁ ଆସେ ।


୭) ଝିଅ- ଅଟା ଅଛି, ଦୋକାନୀ- ପତଞ୍ଜଳୀର ଅଛି, ଝିଅ- ମୋତେ ଆଶିର୍ବାଦ୍ ଦରକାର, ଦୋକାନୀ- ସଦା ସୁହାଗିନି ରୁହ ।

୮) ଏକ ମଦୁଆ କାନ୍ଦିକରି ବାରକୁ ଆସିଲା, ବାରରେ ବସିଥିବା ଏକ ମଦୁଆ ତାକୁ ପଚାରିଲା,  ମୁଁ ଏକ ବହୁତ ଖରାପ କାମ କରିଛି, ଏବେ ଟିକିଏ ପୁର୍ବରୁ ମୁଁ ଏକ ସାମ୍ପେନ୍ ବୋତଲ ପାଇଂ ନିଜ ସ୍ତ୍ରୀକୁ ବିକ୍ରି କରିଦେଲି, ଅନ୍ୟ ମଦୁଆ କହିଲା- ଏବେ ସେ ଚାଲିଗଲା, ଓ ତୁମକୁ ସେ ଆଉଥରେ ଦରକାର, ତୁମକୁ ଦୁଃଖ ଅଛି କି ତୁମେ ବିକ୍ରି କରିଦେଲ, ଏହା ବହୁତ ବିଳମ୍ବରେ ଅନୁଭବ ହେଲା, ତୁମେ ଏବେ ତାଙ୍କୁ କଣ ବହୁତ ଭଲପାଉଛ । ମଦୁଆ କହିଲା –ଆରେ ନାହିଁ , ମୁଁ ଏଥିପାଇଁ ଆଉଥରେ ଫେରାଇଆଣିବାକୁ ଚାହୁଁଛି, କାରଣ ମୋର ମଦ ଶେଷ ହୋଇଯାଇଛି  ।

୯) ମୁଁ ମୋର ସାଙ୍ଗକୁ ପଚାରିଲି, ଗୋଟେ ମୁହୁର୍ତ୍ତରେ ଜୀବନ କିପରି ବାହାରିଯାଏ , ସେ ତୁରନ୍ତ୍ ମୋର ୨୦୦୦ ଟଙ୍କା ନୋଟ୍ ଚିରିଦେଲା ।

୯) ସ୍ୱାମୀ-କଣହେଲା, ଏହି ଘର ବାହାରେ ଏତେ ଭିଡ କଣପାଇଁ , ସ୍ତ୍ରୀ-କିଛି ନାହିଁ ମୁଁ ପଡୋଶୀଙ୍କୁ କହିଲି କି ଆମର୍ ଜ୍ୱାଇଁ ଆସୁଛନ୍ତି ମୁମ୍ବାଇରୁ , ସ୍ୱାମୀ-ତେବେ ଏତେ ଭିଡ କଣପାଇଁ ? ସ୍ତ୍ରୀ- ଆରେ ଜାନୁ- ମୁଁ ଏବେ ଇଂରାଜୀ ଶିଖୁଛି, ଏଥିପାଇଁ ଏହିକଥା ମୁଁ ଇଂରାଜୀରେ କହିଲି । ସ୍ୱାମୀ-କଣ କହିଲ ଇଂରାଜୀରେ ସ୍ତ୍ରୀ- ମୁଁ କହିଲି ଆଜି ଆମର ଘରକୁ ସନି ଲିଓନି ଆସୁଛନ୍ତି, ସ୍ୱମୀ- ଭଗବାନପାଇଁ ବନ୍ଦ କର ଏହି ଇଂରାଜୀ କହିବା, ସେ ସନି ଲିଓନୀ ନୁହେଁ , ସନ୍ ଇନ୍ ଲଏ କହନ୍ତି ,
ସେ ତ ଆମେ ଭାରତୀୟ ବସ୍ ନୁହେଁ ଚାଲିବ, ନହେଲେ ଟୁଥପେଷ୍ଟ ପରି ଗ୍ୟାସ୍ ସିଲିଣ୍ତରକୁ ବି ମୋଡି ସେଥିରୁ ଗ୍ୟାସ୍ ବାହାର କରିଦେବେ ।

୧୦) ଏତେ ଲମ୍ବା ନାଁ ଠଗସ୍ ଅଫ୍ ହିନ୍ଦୁସ୍ଥାନ ରଖିବାର କଣ ଦରକାର ଥିଲା,  ସିଧା ସିଧା କଂଗ୍ରେସ୍ ରଖିଦେଇଥାନ୍ତେ  ।

୧୧) ବଣ୍ଟି- ବାହାଘର ଦିନ କନ୍ୟାକୁ ଓଢଣୀରେ କଣପାଇଁ ରଖାଯାଏ ? ପପୁ- ଯାହାଦ୍ୱାରା ମୁହଁ ସେ ବାହାର୍ କରିପାରିବନାହିଂ ଏବେ ଇଏ ତ ମୋର ବାଲି ଅଟେ ।

୧୨) ଯେମିତି ହେଉ ଥଣ୍ତା ଆସୁଛି ସେମିତି ସକାଳୁ ଟାଇମ୍ ବିଛଣାରେ ଗୁରୁତ୍ୱଆକର୍ଷଣ ବି ବଢୁଛି ।

୧୩) ଲୋକ ମାନେ ଏତେ ମହଙ୍ଗା ଦାମୀ କପଡ଼ା ପିନ୍ଧିବାର ଫାଇଦା କଣ? ନିଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ସମୟ ସେମାନେ ବିନା କପଡ଼ାରେ ବିତାନ୍ତି . . . ନିଜ ପିଲା ଦିନ (ଆଉ କିଛି ଭାବିଲେ କି ?)

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *