ଚତୁର ପ୍ରଶ୍ନ ସମୂହ।
ପ୍ରଶ୍ନ:ତାହା କଣ ଯାହାକୁ ପୁରୁଷ ମାନେ ଲୁଚେଇକି ଚାଲନ୍ତି ମାତ୍ର ମହିଳାମାନେ ଦେଖେଇକି ଚାଲନ୍ତି?
ଉତ୍ତର:ପର୍ସ୍।ସାଧାରଣତଃ ପୁରୁଷମାନେ ପର୍ସ୍ କୁ ପଛରେ ରଖିଥାନ୍ତି।ଅର୍ଥାତ ଲୁଚେଇକି ରଖନ୍ତି।କିନ୍ତୁ ମହିଳାମାନେ ଆଗରେ ଝୁଲେଇଥାନ୍ତି।ସେମାନେ ଦେଖେଇକି ଚାଲନ୍ତି।
ପ୍ରଶ୍ନ:ମୁଁ ସମୁଦ୍ରରେ ଜନ୍ମ ହୁଏ।ମାତ୍ର ଆପଣଙ୍କ ଘରେ ରୁହେ।ମୁଁ କିଏ?
ଉତ୍ତର:ଲୁଣ।ଲୁଣ ସମୁଦ୍ରପାଣି କୁ ଶୁଖାଯାଇ ତିଆରି ହେଇଥାଏ।ଏହା ସମୁଦ୍ରପାଣିରେ ରହିଥାଏ।କିନ୍ତୁ ଏହାକୁ ପ୍ରସ୍ତୁତ କରାଯାଇ ଘରୋଇ ଭାବେ ବ୍ୟବହାର କରାଯାଏ।

ପ୍ରଶ୍ନ:କଙ୍ଗାରୁର ଦେଶ କାହାକୁ କୁହାଯାଏ?
ଉତ୍ତର:ଅଷ୍ଟ୍ରେଲିଆ।କାରଣ ଏହି ଦେଶରେ ଅଧିକ ସଂଖ୍ୟକ କଙ୍ଗାରୁ ଦେଖା ଯାଆନ୍ତି।ଏହି ଦେଶର ମାନଚିତ୍ରରେ ମଧ୍ୟ କଙ୍ଗାରୁର ଚିତ୍ର ରହିଛି।
ପ୍ରଶ୍ନ:ଧଳା ହାତୀର ଦେଶ କାହାକୁ କୁହାଯାଏ?
ଉତ୍ତର:ଥାଇଲ୍ୟାଣ୍ଡ୍।ଧଳା ହାତୀ ଏକ ବିରଳ ପ୍ରାଣୀ।ଏହା ଅଧିକ ସଂଖ୍ୟକ ଏହି ଦେଶରେ ଦେଖାଯାଆନ୍ତି।ତେଣୁ ଏହି ଦେଶର ଏପରି ନାମକରଣ କରାଯାଇଛି।
ପ୍ରଶ୍ନ:ପିରାମିଡ୍ ର ଦେଶ କାହାକୁ କୁହାଯାଏ?
ଉତ୍ତର:ଇଜିପ୍ଟ୍।ଏହି ଦେଶରେ ବହୁ ସଂଖ୍ୟକ ପିରାମିଡ୍ ଦେଖା ଯାଉଥିବାରୁ ଏହାର ଏପରି ନାମକରଣ କରାଯାଇଛି।ଏଠାରେ ଦେଖାଯାଉଥିବା ପିରାମିଡ୍ ଅନେକ ବର୍ଷ ପୁରୁଣା ହେଇଥାଏ।
ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ରେଳ ଜଂଗସନ୍ ର ନାମ କଣ?
ଉତ୍ତର:ଖୋର୍ଦ୍ଧା ରୋଡ଼।ଏହି ଜଂଗସନ୍ ଅଧିକ ଲମ୍ଵ ବିଶିଷ୍ଟ।ଏହା ଅନେକ ପୁରାତନ ମଧ୍ୟ।
ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ଗୁମ୍ଫାର ନାମ କଣ?
ଉତ୍ତର:ରାଣୀ ଗୁମ୍ଫା।ଏହା ଓଡ଼ିଶାର ଉଦୟପୁରରେ ରହିଛି।ଏହା ବୃହତ୍ତମ ହେବା ସହ ସର୍ବପୁରାତନ ମଧ୍ୟ ଅଟେ।
ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ଲାଇବ୍ରେରୀର ନାମ କଣ?
ଉତ୍ତର:ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ।ଏହି ଲାଇବ୍ରେରୀରେ ଅନେକ ସଂଖ୍ୟକ ପୁସ୍ତକମାନ ରହିଛି।
ପ୍ରଶ୍ନ:ଭାରତର କେଉଁ ସହରକୁ ମଦିରମାଳିନୀ ସହର ବୋଲି କୁହାଯାଏ?
ଉତ୍ତର:ବୃନ୍ଦାବନ ଏବଂ ଭୁବନେଶ୍ୱର।ଏହି ଦୁଇ ସହରରେ ଅନେକ ମନ୍ଦିର ତଥା ପ୍ରାଚୀନ ଐତିହମାନ ରହିଛି।
ପ୍ରଶ୍ନ:ଭାରତର କେଉଁ ସ୍ଥାନକୁ ମଞ୍ଚେଷ୍ଟର ବୋଲି କୁହାଯାଏ?
ଉତ୍ତର:ମୁମ୍ବାଇ।ଏହା ଦେଶର ଶିଳ୍ପ ମହନଗରୀ ହେଇଥିବାରୁ ଏହାର ଏପରି ନାମକରଣ କରାଯାଇଛି।
ପ୍ରଶ୍ନ:ଭାରତର କେଉଁ ସହରକୁ ଉଦ୍ୟାନମୟୀ ନଗରୀ କୁହାଯାଏ?
ଉତ୍ତର:ବାଙ୍ଗାଲୋର।ଏହି ସହରରେ ସାଜସଜ୍ଜା ତଥା ଏଠିଥିବା ଐତିହାସିକ କୀର୍ତ୍ତିରାଜି ପାଇଁ ଏହାକୁ ଉଦ୍ୟାନମୟୀ ନଗରୀ କୁହାଯାଏ।

ପ୍ରଶ୍ନ:କେଉଁ ପରିବା ର ନାମରେ ଦେଶ,ଭାଷା ତଥା ଜିଲ୍ଲାର ନାମ ଆସିଥାଏ?
ଉତ୍ତର:ଭେଣ୍ଡି।ଭେଣ୍ଡିକୁ ଯଦି ଆମେ ଇଂରାଜୀରେ ଲେଖିବା ତେବେ ପ୍ରଥମ ଏବଂ ଶେଷ ଅକ୍ଷରକୁ ବାଦ ଦେଲେ ଏହା ହିନ୍ ହେବ ଯାହାକି ଭାରତ ର ଏକ ପ୍ରତିଶବ୍ଦ।ଭେଣ୍ଡିର ଇଂରାଜୀ ନାମର ପ୍ରଥମ ଅକ୍ଷରକୁ ବାଦ ଦେଲେ ଏହା ହେବ ହିନ୍ଦି।ଏହା ଏକ ଭାଷା।ଭେଣ୍ଡି ର ଶେଷ ଅକ୍ଷରକୁ ବାଦ ଦେଲେ ଏହା ହେବ ଭିନ।ଯାହାକି ମଧ୍ୟପ୍ରଦେଶର ଏକ ଜିଲ୍ଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment