ଓଡ଼ିଆର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ତାହାର ଉତ୍ତର।
ପ୍ରଶ୍ନ:ତାହା କଣ ଯାହା ଆପଣ ନିଜେ ଦେଖି ପାରିବେ କିନ୍ତୁ ଅନ୍ୟକୁ ଦେଖାଇପାରିବେ ନାହିଁ?
ଉତ୍ତର:ସ୍ବପ୍ନ। ସ୍ବପ୍ନ ଏପରିକିଏକ ଜିନିଷ ଯାହା ପ୍ରତ୍ୟେକ ବ୍ୟକ୍ତି ଦେଖିଥାନ୍ତି।ଶୋଇବାସମୟରେ ହେଉ ଅବା ଚାହିଁଥିବା ସମୟରେ ହେଉ।ସ୍ୱପ୍ନ କୁ ବ୍ୟକ କରାଯାଇପାରେ ମାତ୍ର କାହାକୁ ଦେଖାଇହୁଏନାହିଁ।
ପ୍ରଶ୍ନ:କଞ୍ଚାବେଳେ ପରିବା ଏବଂ ପାଚିଗଲେ ଫଳ କହିଥାଉ।ତାହା କଣ?
ଉତ୍ତର:କଦଳୀ। କଦଳୀ ଏପରିଏକ ପରିବା ଯାହାକୁ ଉଭୟ କଞ୍ଚାବେଳେ ତଥା ପାଚିଲାବେଳେ ମଧ୍ୟ ଖାଇହୁଏ।କଞ୍ଚାବେଳେ ଏକ ପରିବା ଭଳି ବ୍ୟବହୃତ ହୁଏ।ପାଚିଲାବେଳେ ଏହା ଏକ ଫଳଭଳି ମଧ୍ୟ ବ୍ୟବହାର ହୁଏ।

ପ୍ରଶ୍ନ:ପୃଥିବୀର ବୃହତ୍ତମ ସ୍ଥଳପ୍ରାଣୀ ର ନାମ କଣ?
ଉତ୍ତର:ହାତୀ। ହାତୀ ସବୁଠାରୁ ବୃହତ୍ତମ ପ୍ରାଣୀ।ଏହା ଜଙ୍ଗଲରେ ବାସ କରେ।ଏହା ଜଙ୍ଗଲରେ ଗଛ ପତ୍ର ଖାଇକି ରୁହେ।ଏହା ମନ୍ୟୁଷ ମାନଙ୍କର ମିତ୍ର ମଧ୍ୟ ଅଟେ।
ପ୍ରଶ୍ନ:ପୃଥିବୀର ବୃହତ୍ତମ ଜଳଚର ପ୍ରାଣୀ ର ନାମ କଣ?
ଉତ୍ତର:ତିମିମାଛ। ଏହା ସମୁଦ୍ରରେ ରୁହେ।ଏହାର ଓଜନ ସବୁଠାରୁ ଅଧିକା ଥାଏ।ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ।ଏହାର ବିଭିନ୍ନ ପ୍ରଜାତି ମଧ୍ୟ ରହିଛନ୍ତି।
ପ୍ରଶ୍ନ:ପୃଥିବୀର ବୃହତ୍ତମ ଅଣ୍ଡାର ନାମ କଣ?
ଉତ୍ତର:ଓଟପକ୍ଷୀର ଅଣ୍ଡା। ଓଟ ପକ୍ଷୀ ମରୁଭୂମିରେ ବାସ କରେ।ଏହାକୁ ପକ୍ଷୀବୋଲି କୁହାଯାଏ ପରନ୍ତୁ ଏହା ଉଡ଼ିପାରେନାହିଁ।ମାତ୍ର ଏହାର ଅଣ୍ଡା ସବୁଠୁ ବଡ ହେଇଥାଏ।
ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ସହରର ନାମ କଣ?
ଉତ୍ତର:କଟକ। କଟକ ଓଡ଼ିଶାର ବୃହତ୍ତମ ସହର ହେବ ସହ ଏହା ସର୍ବପୂରାତନ ମଧ୍ୟ।ଏହି ସହରରେ ଓଡିଶାର ଅନେକ ଐତିହ ରହିବା ସହିତ ଅନେକ ପ୍ରାଚୀନ ଗର୍ବ ଗୌରବ ମଧ୍ୟ ରହିଛି।
ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ବସ୍ ଷ୍ଟାଣ୍ଡର ନାମ କଣ?
ଉତ୍ତର:ଭୁବନେଶ୍ୱର ସରକାରୀ ବସ୍ ଷ୍ଟାଣ୍ଡ। ଏହା ଭୁବନେଶ୍ୱର ସହରର ବରମୁଁଣ୍ଡାଠାରେ ରହିଛି।ପ୍ରତିଦିନ ଶହ ଶହ ବସ୍ ରାଜ୍ୟ ବାହାରକୁ ତଥା ଅନ୍ୟରାଜ୍ୟ ରୁ ଆସିଥାଏ।
ପ୍ରଶ୍ନ:ଓଡ଼ିଶାର ବୃହତ୍ତମ ଶ୍ସମାନର ନାମ କଣ?
ଉତ୍ତର:ସ୍ଵର୍ଗଦ୍ୱାର। ଏହା ପୁରୀ ରେ ରହିଛି।ପ୍ରତିଦିନ ଶହ ଶହ ଶବର ଏଠାରେ ଦାହ ସଂସ୍କାର ହୋଇଥାଏ।ଏହା ଜଗନ୍ନାଥଙ୍କ ଧାମ ହେଇଥିବାରୁ ଏଠାରେ ଯେଉଁମାନଙ୍କର ଶବସଂସ୍କାର ହେଇଥାଏ ସେମାନେ କୁଆଡେ ବୈକୁଣ୍ଠପୁରରେ ରହିବେ ବୋଲି ରହିବେ ବୋଲି ମଧ୍ୟ ଲୋକକଥା ରହିଛି।ତେଣୁଏହି ମାଟି ଅତ୍ୟନ୍ତ ପବିତ୍ର।
ପ୍ରଶ୍ନ:ଭକେଉଁ ସହରକୁ ଭାରତର ହଲିଉଡ୍ ବୋଲି କୁହାଯାଏ?
ଉତ୍ତର:ମୁମ୍ବାଇ। ଏହା ଏପରି ଏକ ସହର ଯାହାକୁ ମାୟାନଗରୀ ମଧ୍ୟ କୁହାଯାଏ।ଅନେକ ଲୋକ ନିଜର ଭାଗ୍ୟବଦଳେଇବା ପାଇଁ ଆସିଥାନ୍ତି।

ପ୍ରଶ୍ନ:କେଉଁ ସ୍ଥାନକୁ ଭାରତର ଭୂସ୍ଵର୍ଗ ବୋଲି କୁହାଯାଏ?
ଉତ୍ତର:କାଶ୍ମୀର। ଏହା ହେଉଛି ଭାରତର ଏକ ଅବିଚ୍ଛଦ୍ୟ ଅଙ୍ଗ ସଦୃଶ।ଏଠାରେ ଅନେକ ଦର୍ଶନୀୟ ସ୍ଥାନ ରହିଛିଏବଂ ଏହା ସହ ଅନେକ ମନମୁଗ୍ଧକର ସ୍ଥାନ ମଧ୍ୟ ରହିଛି।
ପ୍ରଶ୍ନ:ଭାରତର କେଉଁ ସହରକୁ ଗୋଲାପୀ ନଗରୀବୋଲି କୁହାଯାଏ?
ଉତ୍ତର:ଜୟପୁର। ଏହା ରାଜସ୍ଥାନର ରାଜଧାନୀ ଅଟେ।ଏହା ଏକ ମରୁଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହାର ଐତିହ ତଥା ଏହାର କୀର୍ତ୍ତିପାଇଁ ଏହା ସମଗ୍ର ଦେଶରେ ପରିଚିତ।ଏଠାରେ ଥିବା ମନୋମୁଗ୍ଧକର ସ୍ଥାନ ପାଇଁ ଏହା ପରିଚିତ।
ପ୍ରଶ୍ନ : 8ଟି କଦଳୀ କୁ ନକାଟି ନଭାଙ୍ଗି କିପରି 9 ଜଣଙ୍କ ମଧ୍ୟରେ ସମାନ ବାଣ୍ଟି ହେବ?
ଉତ୍ତର: ବାନାନା ଜୁସ୍ ବନେଇ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment