ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍ରୋତର ସହ ସମସ୍ତେ ଚାଲନ୍ତି , କିନ୍ତୁ ସ୍ରୋତର ବିପରିତ ଚାଲୁଥିବା ଲୋକ ହିଁ ମହାନ୍ ହୋଇଥାଏ । ଏହା ମୁଁ ଟ୍ରାଫିକ୍ ପୋଲିସ୍ କୁ କହିଲି , କିନ୍ତୁ ସେ ରସିଦ୍ କାଟିଦେଲା ,
୨) ସୋମବାରର ବ୍ରତ ସ୍ତ୍ରୀ ରଖିଥିଲା, ସ୍ୱାମୀ ଯେବେ ପଚାରିଲା ଏବେ ଏହି ସୋମବାର ବ୍ରତ କଣ ପାଇଁ ? ସ୍ତ୍ରୀ କହିଲା ବିବାହ ପରେ ସୋମବାର ବ୍ରତରଖିବା ପାଈଁ ତୁମ ପାଇଁ ସ୍ପଷ୍ଟ ଚେତାବନୀ ଅଟେ, ଯଦି ଅଧିକା କଥା କହିଲ ତେବେ ତୁମଠୁ ଭଲ ଲୋକ ଖୋଜିନେବି ।

୩) ଗୋଟେ ଯୁବକ ଯେପରି ପରଫ୍ୟୁମ୍ ଲଗାଇକରି ବସରେ ଚଢିଲା ତେବେ ଝିଅ କମେଣ୍ଟ କଲା , ଆଜି କାଲି ଫିନାଇଲ୍ ବି ଅଧିକା ବ୍ୟବହାର ହେଉଛି , ପୁଅ କହିଲା, ସେଥିପାଇଁ ମାଛି ମାନେ ପଛ ଛାଡୁନାହାନ୍ତି ।
୪) ଥାନାରେ ମୁନସି ଭାଇ ଗୋଟେ କଥା କହ ତୋର ପଡୋଶୀର ସ୍ତ୍ରୀ ହଜିଗଲା, ଓ ରିପୋର୍ଟ ଲେଖିବାକୁ ତୁ ଆସିଲୁ , ତୋର କଣ ଚକ୍କର ଅଛି କିରେ ସେ ପଡୋଶୀ ସ୍ତ୍ରୀ ସହ , ବ୍ୟକ୍ତି : କିଛି ଚକ୍କର ନାହିଁ , କିନ୍ତୁ ମୋର ତାର ଖୁସି ନାହିଁ ଦେଖୁଛି ତିନି ଚାରିଦିନ ହେବ , ସବୁଦିନ ପାର୍ଟିରେ ପାର୍ଟି କରୁଛି ।
୫)ନେପାଳୀ ଚାକର : ଆରେ ସାହେବ ମୋଟର୍ ଖରାପ ହୋଇଗଲା , ସାହେବ ବହୁତ ଚିନ୍ତାରେ : ଏବେ କଣ କରିବି ? ଏହି ମୋଟରକୁ ସକାଳୁ ହିଁ ଖରାପ୍ ହେବାର ଥିଲା , ଚାକର ; କଣ କରିବି ସାହେବ ଫିଙ୍ଗିଦେବି କି ? ସାହେବ ; ପାଗଳଟା କିରେ , କରୁଛି ଏହାକୁ ସଂନ୍ଧ୍ୟା ସୁଦ୍ଧା ଠିକ୍ , ଚାକର : ଠିକ୍ ଅଛି ସାହେବ ମୋଟର ବଦଳରେ କୋବି ପକାଇଦେଉଛି ସାହେବ
୬) ଦିନେ ସ୍ତ୍ରୀ ଘରକୁ ଆସିଲା ତ ସ୍ୱାମୀ କାମବାଲିର କାନ୍ଧରେ ନେଇ ଠିଆ ହୋଇଥିଲା ସ୍ତ୍ରୀ ରାଗରେ : କଣ ହେଉଛି ଏଠି ? ସ୍ୱାମୀ : ଡରିକରି : ରାଣ , ମୁଁ ତୁମକୁ ଭାବିକରି ୟାକୁ କୁଣ୍ତାଇପକାଇଦେଇଛି । ସ୍ତ୍ରୀ ରାଗରେ : ତୁମେ ଏତିକି ବି ଜଣାନାହିଁ କି ତୁମେ କାହାକୁ କୁଣ୍ତାଇଥିଲ ଶିଖ କିଛି ରାମୁଠୁ, ମୋତେ କୁଣ୍ତାଇବା ସମୟରେ କାହା ବିଷୟରେ ଭାବେନାହିଁ ।
୭) ଡାକ୍ତରର ଏକ ପଡୋଶୀ ବହୁତ ମଦୁଆ ଥିଲା , ଓ ବହୁତ ମଦ ପିଉଥିଲା, ଡାକ୍ତର ଦିନେ ତାକୁ ବୁଝାଇକରି କହିଲା , ମଦ ର ନିଶା ଆସ୍ତେ ଆସ୍ତେ ମଣିଷକୁ ମାରିଦିଏ । ମଦୁଆ ହସିକରି କହିଲା, ତେବେ ଡାକ୍ତର ସାହେବ , ମୋତେ କେଉଁ ମରିବାକୁ ଏତେ ଜଲଦି ଅଛି ।
୮) ଦୁଇଟି ଛୁଆର ମାଁ ତୃତୀୟ ବିବାହ କରୁଥିଲା, ବିବାହ ଫେରା ନେଉଥିବା ସମୟରେ ଗୋଟେ ଛୁଆ କାନ୍ଦିବାକୁ ଲାଗିଲା, ମାର ଜବାବ୍ ଶୁଣିକରି ବର ବେହୋସ୍ ହୋଇଗଲା , ମା କହିଲା : ଚୁପ୍ ହୋଇଯା ନହେଲେ ଆଉଥରେ ନହେଲେ ଆଣିବି ନାହିଁ ତୋତେ ।

୯) ଭିକାରି : ସାହେବ ଆପଣ ଆଗରୁ ୫୦ ଟଙ୍କା ଦେଉଥିଲେ , ଏବେ ୧୦ ଟଙ୍କା ଦେଉଛନ୍ତି , ସାହେବ : ପ୍ରଥମେ ମୁଁ ଏକା ଥିଲି, ଏବେ ମୋର ବିବାହ ହୋଇସାରିଛି, ଭିକାରୀ : ବାଃ ସାହେବ ଆମର ପଇସାରୁ ସ୍ତ୍ରୀ ସହ ଐଶ୍ କରୁଛନ୍ତି ।
୧୦) ଚିଣ୍ଟୁ : ସାଙ୍ଗ ଲାଗୁଛି କି ପିଙ୍କି ମୋତେ ପସନ୍ଦ କରୁଛି , ପିଣ୍ଟୁ : ନାହିଁ ରେ ସେ ମୋତେ ତ ପସନ୍ଦ କରୁଛି । ଚିଣ୍ଟୁ : ଠିକ୍ ଅଛି ତାକୁ ପଚାରିଦେବା ସେ କାହାକୁ ପସନ୍ଦ କରୁଛି । ଚିଣ୍ଟୁ ଓ ପିଣ୍ଟୁ ପିଙ୍କି ପାଖକୁ ଯାଈପଚାରିଲେ , ତୁମକୁ ଆମ ଦୁହିଁଙ୍କ ମଧ୍ୟରୁ କାହାକୁ ପସନ୍ଦ କରୁଛ , ପିଙ୍କି ; ତୁମ ଦୁହିଁଙ୍କୁ ମୁଁ ପସନ୍ଦ କରୁଛି , ତୁମେ ଦୁହେଁ ମୋର ନିଜ ଭାଇ ପରି ହେବ ।
୧୧) ଦିନେ ସକାଳ ସମୟରେ ମୋନୁ ନିଜ ଘରର ଛାତ ଉପରେ ପକ୍ଷୀମାନଙ୍କୁ ଦାନାଦେବା ପାଇଁ ଯାଉଥିଲା, ମୋନୁର ମା ତାକୁ ଅଟକାଇବା ସମୟରେ କହିଲେ ଛାତ ଉପରକୁ ଯିବାର କିଛି ଫାଈଦା ନାହିଁ । କାରଣ ତୋର ଚଢେଇ ନିଜ ପିଉସି ଘରକୁ ଯାଇଛି ।

୧୨) ଥରେ ସାନ୍ତା କୁ ଖୁବ ଜୋରେ ସୁସୁ ଲାଗୁଥିଲା,ପୁରୁଷ ଟଇଲେଟ ରେ ଭିଡ଼ ଥିଲା ତେଣୁ ସେ ଚାଦର ଘୋଡ଼ି ହେଇ ଲେଡିସ୍ ଟଇଲେଟ ରେ ପଶିଗଲା ,ଶାନ୍ତିରେ ସୁସୁ କରି ହାତ ଧୋଉଥିଲା,ହଠାତ ଜଣେ ମହିଳା ଆସି ପଚାରିଲେ; କେତେ ମାସ ହେଲା ?
ସାନ୍ତା ; ୯ ମାସ
ମହିଳା ; ସେଇଥିପାଇଁ ଛୁଆର ଗୋଟେ ହାତ ଓହଳି ବାହାରକୁ ବାହାରିଛି..
୧୩) ସକାଳେ ଜଳଖିଆ ପାଇଁ ସ୍ତ୍ରୀ ସ୍ୱାମୀ କୁ ପଚାରିଲେ
ସ୍ତ୍ରୀ – ମହୁ ଆଉ ପାଉଁରୁଟି ଦେବି? ବ୍ରେକ୍-ଫାଷ୍ଟ ରେ ଖାଇବ ?
ସ୍ୱାମୀ – ନାଁ, ଚି ମହୁ ମହୁମାଛି ର ପାଟିରୁ ବାହାରେ,ମୋ ପାଇଁ ଅଣ୍ଡା ଆମଲେଟ ବନାଅ
ସ୍ତ୍ରୀ – କିନ୍ତୁ ଅଣ୍ଡା ତ କୁକୁଡ଼ା ର ଡ୍ୟାସ୍ ରୁ ବାହାରେ ସେଇଟା କେମିତି ଖାଇବ?
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment