ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।
ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଗାଁର ଭୋଳା ଲୋକ ସହରରେ ଏକ ବାହାଘର ଭୋଜିରେ ଆସିଲେ , ଭିତରେ ଗଲେ ତ ଏତେ ସାରା ଆଇଟମ୍ ଦେଖିକରି ବାହାରକୁ ଆସିଗଲେ, ବାହାରକୁ ଆସିକରି ଜଣେ କହିଲା, ଏବେ ତ ତରକାରୀ ହୋଇନି, କାଟୁଛନ୍ତି ବୋଧେ ।
୨) ଜାହାଜର ସହ ବଣିଆ ବି ବୁଡୁଥିଲା, କିନ୍ତୁ ବଣିଆ ହସୁଥିଲା, ଦ୍ୱିତୀୟ ଯାତ୍ରୀ- ଆରେ ହସୁଛ କଣ ପାଇଁ ? ବଣିଆ- ଭଗବାନଙ୍କ ଦୟାରୁ ମୁଁ ରିଟର୍ଣ୍ଣ ଟିକେଟ୍ କିଣିନି ।
୩) ପପୁ- ବାପା ମୁଁ ଆଉଥରେ ଫେଲ୍ ହୋଇଗଲି, ବାପା- ଚିନ୍ତା କରନି, ତୁ ମୋର ବାଘ ଛୁଆ ପା, ପପୁ- ହଁ ବାପା କାଲି ମ୍ୟାଡାମ୍ ବି ମୋତେ ଏଇଟା କହୁଥିଲେ ଜଣାନାହିଁ ଏଇ ପଶୁଛୁଆଟା କାହାର ପୁଅ ଅଟେ ।
୪) ସ୍ତ୍ରୀ ଆଇନା ଆଗରେ ଠିଆ ହେଇକି ନିଜକୁ ଦେଖୁଥିଲା ଓ ସ୍ୱାମୀ କି ପଚାରିଲା ମୁଁ କଣ ମୋଟୀ ଦେଖା ଯାଉଛି କି ? ସ୍ୱାମୀ ଡ଼ରିକି କହିଲେ ନାହିଁ ତା ଜମା ନୁହଁ .ତାପରେ ସ୍ତ୍ରୀ କହିଲେ ତାହାଲେ ମୋତେ ଟେକୀକି ଫ୍ରିଜ ଯାଏ ନିଅ | ଏକଥା ଶୁଣିକି ସ୍ୱାମୀ କହିଲେ ତମେ ଅପେକ୍ଷା କର ମୁଁ ଫ୍ରିଜ କି ତମ ପାଖକୁ ଟେକି ଆଣୁଚି
୫) ଜଣେ ବ୍ୟକ୍ତି ହସ୍ପିଟାଲ କୁ ଫୋନ କଲା ଏବଂ କଥା ହେଲା
ମୋର ଦୁଇ ହାତ ଏବଂ ଦୁଇ ଗୋଡ଼ ନାହିଁ। ମୁଁ ବିବାହ କରିପାରିବି କି?
ଲେଡି ଅପରେଟର: ହଁ , କିନ୍ତୁ ତୁମର ସେହି ଜିନିଷ ଟା ଅଛି ତ ?
ବ୍ୟକ୍ତି :ହଁ ସେଇ ଜିନିଷ ଦ୍ୱାରା ତ କଲ୍ ଲଗେଇଛି.. ( ନର୍ସ ବେହୋସ୍)

୬)ଜଣେ ବ୍ୟକ୍ତି ଚଉଠି ରାତିରେ ନିଜ ସ୍ତ୍ରୀ କୁ କହିଲା ତମର ବହୁତ ଢ଼ିଲା ଅଛି, ସତ କୁହ କେତେଟା ବୟଫ୍ରେଣ୍ଡ ରଖିଥିଲା
ପତ୍ନୀ (କ୍ରୋଧିତ ହୋଇ): ଶୀଘ୍ର ବାହାରକୁ ଯାଅ ଏବଂ ମୋ କାର୍, ଏସି ,ଫ୍ରିଜ, ଗହଣା, ଯୌତୁକ ନଗଦ ୫ଲକ୍ଷ ଟଙ୍କା ମଧ୍ୟ ଫେରାଇ ଦିଅ ।
ବ୍ୟକ୍ତି – ସରି ସରି, ତମର ଠିକ ଠାକ୍ ଅଛି, ମୋର ହିଁ ପତଳା ଅଛି, ଛୁଆ ବେଳେ ପୋଷଣ ଖାଦ୍ୟ ନପାଇ ଦୁର୍ବଳ ହୋଇଯାଇଛି।
୭) ଜଳିଯାଇଥିବାକୁ ନିଆଁ କୁହାଯାଏ, ଲିଭିଯାଇଥିବା ନିଆଁକୁ ପାଉଁଶ କହନ୍ତି , ଯାହାର ମିସକଲ୍ ଦେଖିକି ମଦ ନିଶା ଛାଡିଯାଏ ତାକୁ ବାପ୍ କହନ୍ତି ।
୮) ବାପା –ପୁଅ ତୋର ରେଜଲ୍ଟ କଣହେଲା ? ବାପା- ମୋର ୮୦ ପ୍ରତିଶତ୍ ମାର୍କ ଆସିଛି, ବାପା- କିନ୍ତୁ ମାର୍କସିଟ୍ ରେ ତ ୪୦ ପ୍ରତିଶତ ଲେଖାହୋଇଛି, ପପୁ- ବାକି ୪୦ ପ୍ରତିଶତ ଆଧାରକାର୍ଡ ଲିଙ୍କ୍ ହେଲେ ଡାଇରେକ୍ଟ ବ୍ୟାଙ୍କ୍ ଏକାଉଣ୍ଟକୁ ଆସିଯିବ ।
୯) ମା ବାପା ନିଜ ଛୁଆଙ୍କୁ- ଆମର ରାଜା ପୁଅ ବଡ୍ ହୋଇକରି କଣ ହେବ ? ଛୁଆ- ଖାଲି ଏତିକି ଚାଲାକ୍ କି ୩ ବର୍ଷର ଛୁଆକୁ ଏହି ସବୁ ପଚାରିବିନି ,
୧୦) ବାପା ଓ ୧୫ ବର୍ଷର ପୁଅ ଏକ ହୋଟେଲ୍ କୁ ଗଲେ , ବାପା- ୱେଟର୍ ଗୋଟେ ବିଅର୍ ଓ ଏକ ଆଇସକ୍ରିମ୍ ନେଇକରି ଆସ, ପୁଅ – ଆଇସକ୍ରିମ୍ କଣ ପାଇଁ ବାପା, ଆପଣ ବି ବିଅର୍ ନିଅନ୍ତୁ ନା , ତାପରେ ବାପାଙ୍କ ହାତରୁ ଚପଲ ମାଡ,
୧୧) ସଞ୍ଜୁ ନିଜ ବାପାଙ୍କୁ – ବାପା ସେ ଶର୍ମାଜୀଙ୍କ ପୁଅ ବାପାହେଇଗଲା< ବାପା- ତେବେ କଣ ହେଲା ? ସଞ୍ଜୁ- ଆଛା ଛୁଆବେଳରୁ ଯେବେ ସେ ଫାଷ୍ଟ ଆସିଲା, ଆପଣ କହିଲେ କି ତାପରି ହୋଇଯା, ତେବେ ଆଜି କହିବେ ନି ? ବାପା- ପଳା ଏଠୁ ହାରାମ୍ ଖୋର୍ ।

୧୨) ଗୋଟେ ଝିଅ କ୍ଲାସରେ ଗୀତ ଗାଉଥିଲା ଓ ଜର୍ ଟ ଚ୍ ମି ଟଚ୍ ମି, ତେବ୍ ପପୁ ଉଠିଲା ଓ ଝିଅକୁ ଛୁଈଁନେଲା ଓ କହିଲା ସାହାସ ଅଛି ତ ଆଗକୁ ଆସ , ଓ ଜରା କିସ୍ ମି କିସ୍ ମି ।
୧୩) ପିଲାଟି ନିଜ ଜୀବନରେ ଘରେ କିଛି କାମ ନକରିଥାଉ, କିନ୍ତୁ ବର୍ଷାର୍ ଦିନରେ ନିଜ ଚଡିକୁ ନିଶ୍ଚିତ ଆଇରନ୍ ଦେଇଥିବ ।
୧୪) ଯଦି ଆପଣ ମୋହଲ୍ଲାରେ ଆସୁଥିବା ସବୁ ଲୋକଙ୍କ ଉପରେ ନଜର ରଖୁଥିବେ ଓ ସନ୍ଦେହର ନଜରରେ ଦେଖୁଥିବେ , ତେବେ ଆପଣଙ୍କୁ କ୍ରାଇମ୍ ପେଟ୍ରୋଲ୍ ର ନଜର ଲାଗିଯାଇଛି ।
୧୫) ଜଣେ ବୃଦ୍ଧ ଲୋକ ମେଡ଼ିସିନ ଷ୍ଟୋର ରେ ଯାଇ କହିଲେ : ପୁଅ ମତେ ୫ mg ଭାଇଗ୍ରା ଦିଅ
ଦୋକାନୀ : ୫mg କଣ କରିବ ମଉସା, ୫୦mg ନିଅ ମାଉସୀ ଖୁସି ହେଇଯିବେ
ବୃଦ୍ଧ: ମୋର ଟିକେ ଛିଡା ହେଲେ ବଡ଼ କଥା ,ମୁତିଲା ବେଳେ ମୁତ ଗୋଡ଼ରେ ପଡିଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment