ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧)ଏକ କଲେଜର ଟୋକା ଗୋଟେ ତୃତୀୟ ଶ୍ରେଣୀର ପିଲା ସହ,
କଲେଜ ଟୋକା- ପୁଅ ତତେ ମୁଁ ଚକଲେଟ ଦେବି, ମୋତେ ତୋର ଭଉଣୀର ନମ୍ବର ଦରକାର ।
ପିଲାଟି- ଭାଇ ତମକୁ ମୁ ଗୋଟେ ବିୟର ପିଏଇବି, ହେଲେ ତମେ ମୋ ଲଭ ଲେଟର ନେଇ ତମ ସାନ ଭଉଣୀକୁ ଟିକେ ଦେଇଦେବ ।
୨) ଅଧା ରାତିରେ ଘର ପାଖରେ ହେଉଥିବା ଶବ୍ଦକୁ ଶୁଣି ସ୍ଵାମୀ ଉଠିଗଲା ।
ସେ ଘର ବାହାରକୁ ଯାଇ ସମସ୍ତଙ୍କୁ ପଚାରିଲା କଣ ହେଲା ?
କିଛି ଲୋକ ତାକୁ କହିଲେ, ସାବଧାନ ରହିବ,ବସ୍ତି ପାଣି ଟାଙ୍କି ରେ ବିଷ ମିଶିଛି ।
ଏହା ଶୁଣି ସ୍ଵାମୀ ସଙ୍ଗେ ସଙ୍ଗେ ଘର ଭିତରକୁ ଚାଲିଗଲା ।
ସ୍ତ୍ରୀ – କଣ ହେଇଛି? ସ୍ୱାମୀ – କିଛି ନାହିଁ ଦିଟା ମଦୁଆ ଝଗଡ଼ା କରୁଛନ୍ତି

୩)ଶାଶୁ ନୂଆ ବୋହୁକୁ କହିଲା…
ଶାଶୁ- ମୋର ପୁରା ଭରସା ଅଛି ତୁ ରୋଷେଇ ଘର ସମ୍ଭାଳି ନେବୁ ।
ବୋହୁ ସେହି ସମୟରେ ରୋଷେଇ ଘରକୁ ଗଲା ଓ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା
ଶାଶୁ- କଣ ଭାଙ୍ଗିଲୁ ?
ବୋହୁ- ତମ ଭରସା
୪) ପୁଅ ରାତିରେ ଡେରିରେ ଘରେ ପହଞ୍ଚିଲା
ମା- କେଉଁଠୁ ଆସିଲୁ ଏତେ ଡେରି ହେଲାଣି ?
ପୁଅ- କ୍ୟାବରେ ଡ୍ୟାନ୍ସ ଦେଖିବାକୁ ଯାଇଥିଲ ।
ମା- ହେ ପ୍ରଭୁ, ତୁ ଏମିତି କିଛି ଜିନିଷ ଦେଖି ନାହୁଁ ତ, ଯାହା ଦେଖିବାର ନଥିଲା ?
ପୁଅ- ହଁ ମୁଁ ଦେଖିଛି ।
ମା- କଣ ଦେଖିଲୁ ?
ପୁଅ- ବାପାଙ୍କୁ ଦେଖିଲି ମା ।
୫)ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ
ତାର ସାଙ୍ଗ ତାକୁ ପଚାରିଲା,
“ଏ ପିଲା କାହାର?”
ଝିଅଟି ଜବାବ ଦେଲା – “ଟିକେ ଟିକେ ରିଚାର୍ଜ କରୁଥିଲି
ଜଣା ନାହିଁ କିଏ ଲାଇଫ ଟାଇମ ଭାଉଚର ପକେଇଦେଲା”
୬) ପୁଅ- ବାପା ତମେ ଏତେ ଚିନ୍ତାରେ କାହିଁକି ଅଛ ?
ବାପା- ଯାହାର ଭାଗ୍ୟରେ ସୁଖ ନଥାଏ ପୁଅ, ସେମାନଙ୍କ ସ୍ତ୍ରୀ ଛୁଟିରେ ମଧ୍ୟ ନିଜ ବାପଘରକୁ ବୁଲିବା ପାଇଁ ଯାଇନଥାଏ ।
୭)ବାପା ଓ ୧୫ ବର୍ଷର ପୁଅ ହୋଟେଲ ଯାଇଥିଲେ
ବାପା- ୱେଟର ଗୋଟେ ବିଅର ଓ ଗୋଟେ ଆଇସକ୍ରିମ ଆଣିବ
ପୁଅ- ଆଇସକ୍ରିମ କାହିଁକି ବାପା ତମେ ବି ବୀଅର ପିଅ

୮)ମମ୍ମୀ ଠାରୁ ମାଡ ଖାଇ ଚିଣ୍ଟୁ କାନ୍ଦି କାନ୍ଦି ଆସିଲା ଓ ବାପାକୁ କହିଲା
“ବାପା ତୁମେ ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲା?”
ବାପା- ତା ଗାଲରେ ଥିବା ଛୋଟ କଳାଜାଇ
ଚିଣ୍ଟୁ – କାମାଲ ଅଟେ… ଏତିକି ଛୋଟିଆ ଜିନିଷଟେ ପାଇଁ ଏତେ ବଡ ସମସ୍ୟାକୁ ଡାକି ଆଣିଲ ।
୯)ଝିଅ- ତମେ ସବୁ ପୁଅ ଏକାପରି କାହିଁକି ହୋଇଥାଅ ?
ପୁଅ- ଅସଲରେ ଆମେ ମେକଅପ କରି ନଥାଉ ।
୧୦)ଜଣେ ଚିନ୍ତିତ ମହିଳା ଅନ୍ୟ ଜଣେ ମହିଳାଙ୍କୁ କହିଲା
କଣ କରିବି ଭଉଣୀ ଯେତେବେଳେ ମୁଁ ବୋହୁ ଥିଲି ସେତେବେଳେ ମୋତେ ଏକ ଭଲ ଶାଶୁ ମିଳିଲା ନାହିଁ,
ଏବେ ଯେବେ ଶାଶୁ ହେଲି ସେତେବେଳେ ବି ଗୋଟେ ଭଲ ବୋହୁ ମିଳିଲା ନାହିଁ ।

୧୧) ମହିଳା ଶିକ୍ଷକ ତାଙ୍କ ବ୍ଲାଉଜରେ ଗୋଲାପ ଫୁଲ ଲଗେଇଥିଲେ।
ସେ ପିଲାମାନଙ୍କୁ ପଚାରିଲେ: – ପିଲାମାନେ ଗୋଲାପ କୁ ପୁଷ୍ଟିକର ଖାଦ୍ୟ କେଉଁଠୁ ମିଳେ?
ଚିଣ୍ଟୁ – କ୍ଷୀରରୁ
ମ୍ୟାଡାମ୍: – ପାଣିରୁ ପୁଅ , କ୍ଷୀର ରୁ ନାହିଁ
ଦୁଷ୍ଟ ପିଲା: ମ୍ୟାଡାମ୍, ଆମେ କେମିତି ଜାଣିବୁ ଗୋଲାପ ଡ଼ାଙ୍ଗ ଭିତରକୁ କୁଆଡେ ଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment