କେତେକ ସାଧାରଣଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ।
୦୧:-ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନିଳ ନଦୀ।
୦୨:-Indian ପ୍ରଥମ ଖବର କାଗଜର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହିକିଶ ବେଙ୍ଗଲ ଗାଜେଟ।
୦୩:-କେଉଁ ପକ୍ଷୀକୁ ଶାନ୍ତିର ପ୍ରତିକ କୁହନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କପୋତ।

୦୪:-ବିଶ୍ୱର ସବୁଠାରୁ ଛୋଟ ମହାଦେଶ ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଷ୍ଟ୍ରେଲିଆ।
୦୫:-ସବୁଠାରୁ କମ ଡାକ୍ତରଖାନା କେଉଁ ଦେଶରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗ୍ରୀକ ଦେଶରେ।
୦୬:-ଭାରତର ଜାତୀୟ ଖାଦ୍ୟର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖେଚୁଡ଼ି।
୦୭:-ବିଶ୍ୱର ସବୁଠାରୁ ସୁନ୍ଦର ସହରର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ୟାରିସ।
୦୮:-ଭାରତ ବ୍ୟତୀତ କେଉଁ ଦେଶରେ ଲାଲକୀଲ୍ଲା ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାକିସ୍ତାନ।
୦୯:-ଭାରତରେ ପ୍ରଥମେ ଜନଗଣନା କେବେ ଆରମ୍ଭ ହୋଇଥଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮୭୨ ମସିହାରେ।
୧୦:-ପୋଙ୍ଗଲ କେଉଁ ରାଜ୍ୟର ମୁଖ୍ୟ ଅର୍ବ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାମିଲନାଡୁ।
୧୧:-କେଉଁ ଦେଶରେ ପେଟ୍ରୋଲ ପାଣିଠାରୁ ଶସ୍ତା ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୁୱେତ।
୧୨:-ଗ୍ରହର ଆବିଷ୍କାର କିଏ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କେପ୍ଲର।
୧୩:-ଭାରତରେ କେତୋଟି ଉଚ୍ଚ ନ୍ୟାୟାଳୟ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୫ ଟି।
୧୪:-ବିଶ୍ୱର ପ୍ରଥମେ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘାନା।
୧୫:-ବିଶ୍ୱର ସବୁଠାରୁ ବଡ଼ ମହାକାବ୍ୟର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାଭାରତ।
୧୬:-ହିନ୍ଦୁସ୍ଥାନର ପ୍ରଥମ ରାଜା କିଏ ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚନ୍ଦ୍ର ଗୁପ୍ତ ମୌର୍ଯ୍ୟ।

୧୭:-ଏସିଆର ଆଲୋକ କାହାକୁ କୁହାଯାଏ ?
ଉତ୍ତର:- ଏହାର ସଠିକ ଉତ୍ତର ହେଲା ଗୌତମ ବୁଦ୍ଧଙ୍କୁ।
୧୮:-କାଜିରଙ୍ଗା ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆସାମ।
୧୯:-ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଇସଲ୍ୟାଣ୍ଡ।
୨୦:-କେଉଁ ଜୀବର ହୃଦୟ ମିନିଟକୁ ପ୍ରାୟ ହଜାର ଥର ଧକ ଧକ ହୁଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝିଟିପିଟି।
୨୧:-ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥିର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲିଭର।
୨୨:-କେଉଁ ଦେଶରେ ସବୁଠାରୁ ଅଧିକ ପୋଲିସ ଅଛନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେରିକା।
୨୩:-କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାତକ ପକ୍ଷୀ।
୨୪:-କେଉଁ ରାଜ୍ୟରେ ଆଜି ପର୍ଯ୍ୟନ୍ତ କେବଳ ଜଣେ ମାତ୍ର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତେଲେଙ୍ଗାନା ରାଜ୍ୟରେ।
୨୫:-ଭାରତର ସବୁଠାରୁ ବଡ଼ ବଗିଚା କେଉଁଠାରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଲିପୁର କୋଲକତାରେ।
୨୬:-ମରି ସରିବା ପରେ ମନୁଷ୍ୟର ମସ୍ତିଷ୍କ କେତେ ସମୟ ବଞ୍ଚିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୦ ମିନିଟ ପର୍ଯ୍ୟନ୍ତ।
୨୭:-ଏମିତି କେଉଁ ଜିନିଷ ଯାହା ପାଣି ପିଇଲା ପରେ ମରିଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶୋଷ।
୨୮:-ଭାରତର ପ୍ରଥମ ମୁସଲିମ ରାଷ୍ଟ୍ରପତିଙ୍କ ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାକିର ହୁସେନ।
୨୯:-ଟମାଟର ରଙ୍ଗ କେଉଁ କାରଣରୁ ନାଲି ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲାଇକୋପିନ।
୩୦:-ଚେଷ ଖେଳ କେଉଁ ଦେଶରେ ଆବିଷ୍କାର ହୋଇଥିଲା ?
ଉତ୍ତର:- ଏହାର ସଠିକ ଉତ୍ତର ହେଲା ଭାରତରେ।
୩୧:-ଭାରତର କେଉଁ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମନମୋହନ ସିଂହ
୩୨:-ବିଶ୍ୱର ସବୁଠାରୁ ପୁରୁଣା ଧର୍ମର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସନାତନ ଧର୍ମ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment