Press "Enter" to skip to content

Odia Jokes – ସ୍ତ୍ରୀ ନିଜ ସ୍ୱାମୀ କୁ ଚାକିରାଣୀ ସହ ଶୋଇଥିବାର ଦେଖିଦେଲା, ଚାକିରାଣୀ ଏହି ହସକଥା ପଢ଼ନ୍ତୁ

Odia Jokes – ସ୍ତ୍ରୀ ନିଜ ସ୍ୱାମୀ କୁ ଚାକିରାଣୀ ସହ ଶୋଇଥିବାର ଦେଖିଦେଲା, ଚାକିରାଣୀ- ୧୦୦୦ ଟଙ୍କା ହସକଥା ପଢ଼ନ୍ତୁ

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଝିଅର ହନିମୁନ୍ ସରିବାପରେ ମା ପଚାରିଲେ ଜ୍ୱାଇଁପୁଅ କେମିତିକା , ଝିଅ ଛି, ତୁମକୁ ଲାଜ ଲାଗିବା କଥା ମା , ଏମିତି କଣ ପ୍ରଶ୍ନ କରୁଛ , ମା , ଆରେ ତୁମେ ଦୁହେଁ ହନିମୁନ୍ ପାଇଁ ଜମାଇକା ଯାଇଥିଲ ନା ସେଇ କଥା ପଚାରୁଛି ।

୨) ଶିକ୍ଷକ ପପୁକୁ ପଚାରିଲେ ମଣିଷର ଛୁଆ ଓ ପଶୁର ଛୁଆ ମଧ୍ୟରେ କଣ ଫରକ ହୋଇଥାଏ , ପପୁ ଉତ୍ତର ଦେଲା ସାର୍ ଗଧର ଛୁଆ ଗଧ ହୋଇଥାଏ , ଓ ପେଚାର ଛୁଆ ପେଚା ହୋଇଥାଏ , କିନ୍ତୁ ମଣିଷର ଛୁଆ କେବଳ ଗଧ କିମ୍ବା ପେଚା ହୋଇପାରିବ , ପପୁକୁ କ୍ଲାସର ମନିଟର୍ କରିଦିଆଗଲା ତାପରେ ।

୩) ସ୍ୱାମୀ ସ୍ତ୍ରୀକୁ ପିକନିକ୍ ପାଇଁ ଶ୍ମଶାନଘାଟ ନେଇକରି ଆସିଲା , ସ୍ତ୍ରୀ : ହେଇଟି ଏଇ କେଉଁ ଜାଗା ମୋତେ ନେଇ ଆସିଛ ? ସ୍ୱାମୀ : ଆରେ ପାଗଳି , ଲୋକେ ମରିଥାନ୍ତି ଏଠାକୁ ଆସିବାପାଇଁ ।

୪) ସାହିତ୍ୟ ପ୍ରେମୀ ବର ଆଜି ଠାରୁ ତୁମେ ମୋର କବିତା ହେବ , ଭାବନା ହେବ , କାମନା ହେବ , କନ୍ୟା : ମୋର ପାଇଁ ଆଜି ତୁମେ ମୋର ଦିନେଶ ହେବ ,ସୁରେଶ ହେବ ଓ ରାକେଶ ହେବ

୫) ମାର୍କେଟ୍ ରୁ ସ୍ତ୍ରୀ ଫେରିଲା ତେବେ ସ୍ୱାମୀ କହିଲା ଯଦି ମୋର ଅନ୍ଦାଜା ଠିକ୍ ଅଛି ତେବେ ତୁମେ ଆଜି ମୋର ପାଇଁ କିଛି ଖାଇବା ଜିନିଷ ନେଇକରି ଆସିଛ , ସ୍ତ୍ରୀ : କେତେ ଦିମାଗ୍ ଅଛି , ତୁମର ଭିତରେ ଆଜି ମୁଁ ଏକ ନୁଆ ସାଣ୍ତେଲ୍ ନେଇକରି ଆସିଛି ।

୬) ପ୍ରଥମ ସାଙ୍ଗର ମୁନ୍ନି କହିଲା : ରାତିରେ ମୋର ସ୍ୱାମୀ ମୋତେ ବିଲକୁଲ୍ ଶୋଇବାକୁ ଦେଉନି , ଦ୍ୱିତୀୟ ସାଙ୍ଗ ଚୁନ୍ନି କାହିଁକି ? ପ୍ରଥମ ସାଙ୍ଗ ମୁନ୍ନୀ : କାରଣ ସେ ରୋଗାଗ୍ରସ୍ତ ରହୁଛନ୍ତି , ସେଥିପାଇଁ ମୋତେ ମେଡିସିନ୍ ଦେବାକୁ ପଡୁଛି , ଚୁନ୍ନୀ କହିଲା ତେବେ ତୁ ନର୍ସ ରଖିଦେ ପ୍ରଥମ ସାଙ୍ଗ ମୁନ୍ନୀ : ନର୍ସ ରଖିଥିଲି ତେବେ ତ ମୋତେ ଅନେଇବାକୁ ପଡୁଛି ।

୭) ସ୍ତ୍ରୀ : ଦେଖ୍ ହୋ ସେ ଲୋକ ମଦ ପିଇ ନାଚୁଛି । ବହୁତ ବର୍ଷ ପୁର୍ବରୁ ମୁଁ ତାକୁ ରିଜେକ୍ଟ କରିଦେଇଥିଲି , ସ୍ୱାମୀ : ଏହି କାରଣରୁ ସେ ଆଜି ସେଲିବ୍ରେଟ୍ କରୁଛି ,

୮)ଝିଅ : ମୁଁ ତୁମକୁ ଭଲ ପାଇଁ ଲୁଟିଗଲି , ବର୍ବାଦ ହୋଇଗଲି, ବଦନାମ୍ ହୋଇଯାଇଛି , ପୁଅ : ତେବେ ମୁଁ କଉ ତୁମ ପ୍ରେମରେ କଲେକ୍ଟର ହୋଇଗଲି, ଚାହାର ଦୋକାନ ଅଛି ମୋର ।

୯)ସ୍ତ୍ରୀ :ତୁମେ ମୋର ଜନ୍ମଦିନ କିପରି ଭୁଲିଗଲ , ସ୍ୱାମୀ : ସେମିତି ତୁମ ଜନ୍ମଦିନ କିପରି ମନେ ରଖିବି , ତୁମକୁ ଦେଖିକରି ଟିକିଏ ହେଲେ ବି ଲାଗୁନି କି ତୁମର ବୟସ ବଢିଯାଉଛି , ସ୍ତ୍ରୀ ଖୁସି ହୋଇକରି ସତ ! ତୁମ ପାଇଁ କ୍ଷୀରି ନେଇକରି ଆସୁଛି , ଏହାକୁ କହନ୍ତି ସ୍ମାର୍ଟ ସ୍ୱାମୀ ।

୧୦)ସ୍ୱାମୀ : ଯଦି ମୋତେ ଲଟେରି ଲାଗିଯାଏ , ତେବେ ତୁମେ କଣ କରିବ , ସ୍ତ୍ରୀ : ଅଧା ପଇସା ନେଇକରି ସବୁଦିନ ପାଇଁ ବାପଘର ଚାଲିଯିବି , ମୁଁ ବି ଖୁସି ଓ ତୁମେ ବି ଖୁସି , ସ୍ୱାମୀ : ୨୦ ଟଙ୍କାର ଲାଗିଛି , ନିଅ ୧୦ ଟଙ୍କା ଓ ଚାଲି ଯା ।

୧୧) ଅଧ୍ୟାପକ ତୁମେ କିପରି ପ୍ରମାଣ କରିପାରିବ କି ଶାଗ ଖାଇଲେ ଦୃଷ୍ଟିଶକ୍ତି ଅଧିକା ତେଜ୍ ହୋଇଥାଏ ? ଛାତ୍ର ସାର୍ , ଆପଣ ଆଜି ପର୍ଯ୍ୟନ୍ତ କେଉଁ ଛେଳି କିମ୍ବା ଘୋଡାର ଚଷମା ଲଗାଇଦେଖିଛନ୍ତି କି ?

୧୨) ଜଣେ ମହିଳାଙ୍କ ସ୍ୱାମୀ ନିଖୋଜ ହୋଇଗଲେ , ସେ ନିଜ ବାନ୍ଧବୀ ସହ ଏଫ୍ ଆଇଆର୍ ଲେଖିବାକୁ ଗଲେ , ସ୍ୱାମିଙ୍କ ହୁଲିଆ ବୟାନରେ ଲେଖିଲେ ବହୁତ ହ୍ୟାଣ୍ତସମ୍ , ନୀଳ ଆଖି, ଛଅ ଫୁଟ୍ ଉଚ୍ଚା , ବାନ୍ଧବୀ କଥାକୁ ଅଟକାଇ କହିଲା ଆରେ ତୋର ସ୍ୱାମୀ ତ ଚନ୍ଦା ଓ ବୁଟା ଅଟେ , ତୁ ଏମିତି କଣ ପାଇଁ ଲେଖୁଛୁ , ମହିଳା ଜଣଙ୍କ କହିଲେ ଆରେ ଯିଏ ଗଲା ସେ ଗଲା ଆସିବ ତ ଗୋଟେ ଭଲ ଟେ ।

୧୩) ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା

ଚାକରାଣୀ – କ୍ଷମା କରିବେ ମେମ ସାହାବ

1000 ଟଙ୍କା ଲୋଭରେ ପଡି ଯାଇଥିଲି

ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି

ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଲୁ?

୧୪)ପୁଅ- ବାପା ତମେ କହୁଥିଲ ନା ଚୁପ ଚାପ ରେ ଏମିତି ପରିଶ୍ରମ କର ଯେ, ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବାପା- ହଁ ପୁଅ

ପୁଅ- ବାପା ମୋ ଗର୍ଲଫ୍ରେଣ୍ଡର ପୁଅ ହେଇଛି

୧୫)ଖଣ୍ଡା ଯୁଧ୍ୟର ପ୍ରତିଯୋଗୀତା ଚାଲିଥିଲା

ଗୋଟେ ଚାଇନୀଜ ଚୁଟିକୁ ଦୁଇ ଫାଳ କରିଦେଲା ।

ଏକ ଜାପାନୀଜ ଉଡୁଥିବା ମାଛିର ମୁଣ୍ଡ କାଟିଦେଲା ।

ସେହି ସମୟରେ ରଜନୀକାନ୍ତ ମାଛି ଉଡେଇଲା ଖଣ୍ଡା ବୁଲେଇଲା ହେଲେ ମାଛି ଉଡୁଥିଲା ।

ଜାପାନୀଜ- ମାଛି ତ ଉଡୁଛନ୍ତି ?

ରଜନୀକାନ୍ତ ସ୍ମାଇଲ ଦେଇ- ଉଡୁଛି ହେଲେ କେବେ ସେ ବାପା ହେଇ ପାରିବ ନାହିଁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *