Press "Enter" to skip to content

ଗୋଟିଏ ଝିଅ ଦୋକାନୀ କୁ କ-ଣ୍ଡମ ମାଗିଲା ତାପରେ ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ – Odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ।

ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ସ୍ୱାମୀ ଏବଂ ସ୍ତ୍ରୀ ଆଗ୍ରା ଯାଉଥିଲେ, ଯେଉଁଠାରେ ଗୋଟିଏ ଟଙ୍କାର ମୁଦ୍ରା କୂଅରେ ରଖିବା ମନର ଇଚ୍ଛା ପୂରଣ କରିବ !!! ସ୍ୱାମୀ ଗୋଟିଏ ଟଙ୍କାର ମୁଦ୍ରା ରଖି ଏକ ଇଚ୍ଛା ମାଗିଲେ, ଏହା ପରେ ପତ୍ନୀ ଏକ ଟଙ୍କା ମୁଦ୍ରା ଦେବାକୁ ଗଲେ, କିନ୍ତୁ ସନ୍ତୁଳନ ଭୁଲ ହୋଇଗଲା ଏବଂ ସେ କୂଅରେ ପଡ଼ିଗଲା… ସ୍ୱାମୀ ଆଖିରେ ଲୁହ  ଝରିଗଲା ଏବଂ ଦେଖିଲେ ଭଗବାନ! “ଏତେ ଶୀଘ୍ର”

୨) ସାନ୍ତା: ଆପଣ ଜାଣନ୍ତି ମୋଗମ୍ବୋ ବିବାହିତ ନଥିଲେ  ଚିଣ୍ଟୁ: ଆପଣ ଏହା କିପରି କହିପାରିବେ? ସାଣ୍ଟା: କାରଣ ଯଦି ମୋଗମ୍ବୋ ବିବାହିତ ଥିଲେ, ସେ କଦାପି କହି ନଥାନ୍ତା “ମୋଗମ୍ବୋ ଖୁସି ହେଲା”

୩) ଶିକ୍ଷୟତ୍ରୀ- ଚିଣ୍ଟୁ ତୁ ମୋ କ୍ଲାସ ରେ କଣ ପାଇଁ ଶୋଉଛୁ?
ଚିଣ୍ଟୁ- ମ୍ୟାଡାମ୍ ଆପଣଙ୍କ ସ୍ୱର ଏତେ ମଧୁର ମତେ ନିଦ ଆସୁଛି।
ଶିକ୍ଷୟତ୍ରୀ- ତାହାଲେ ବାକି ଛୁଆ କାହିଁକି ଶୋଉନାହାନ୍ତି?
ଚିଣ୍ଟୁ- କାରଣ ସେମାନେ ଆପଣଙ୍କ କଥା ଧ୍ୟାନ ଦେଇ ଶୁଣୁନାହାନ୍ତି।

୪) ସ୍ୱାମୀ ହୋଟେଲ ରୁମ ମ୍ୟାନେଜରଙ୍କୁ ଡାକନ୍ତି !! ସ୍ୱାମୀ – ସାର୍, ଶୀଘ୍ର ଆସ! ପରିଚାଳକ – କାହିଁକି, କ’ଣ ହେଲା ?? ସ୍ୱାମୀ – ମୋର ପତ୍ନୀଙ୍କ ସହ ମୋର ଝଗଡା ହଉଚି ଏବଂ ସେ କହୁଛନ୍ତି, ସେ ହୋଟେଲ ୱିଣ୍ଡୋ ଦେଇ ଡେଇଁଯିବେ ,,, ମ୍ୟାନେଜର – ଦୁଖିତ ସାର୍, ଏହା ଆପଣଙ୍କର ବ୍ୟକ୍ତିଗତ କଥା !! ସ୍ୱାମୀ – ଆବେ ଶଳା, ୱିଣ୍ଡୋ ଖୋଲୁନାହିଁ !! ଏହା ଏକ ରକ୍ଷଣାବେକ୍ଷଣ ସମସ୍ୟା !!

୫) ପପୁ – କାଲି ମୁଁ ଗୋଟେ ରକେଟ ଛାଡ଼ିଲି ଡ଼ାଇରେକ୍ଟ ସୂର୍ଯ୍ୟ ଦେହରେ ବାଜିଲା
ଚିଣ୍ଟୁ- ଆଛା, ତାପରେ କଣ ହେଲା?
ପପୁ – ତାପରେ ମୁଁ ମାଡ ଖାଇଲି
ଚିଣ୍ଟୁ – କିଏ ପିଟିଲା?
ପପୁ – ସୂର୍ଯ୍ୟ ବୋଉ..

୬) ଗୋଟିଏ ଝିଅ ଦୋକାନୀ କୁ କହିଲା – ୨ଟା Kଣ୍ଡୋମ ଦେବ…
ଦୋକାନୀ ମସ୍ତିରେ କହିଲା – କାହିଁକି? କଣ ଓୟ ଯିବ କି?
ଝିଅ ରାଗିକି କହିଲା –  ତୋ ବୋପା କୁ ଗିଫ୍ଟ କରିବି,ଯେମିତି ଆଗକୁ ତୋ ଭଳିଆ ନାଳୁଆ ଜନମ ନହେବ..

୭ସ୍ଵାମୀ : ତମେ ରେଡି ହବା ପାଇଁ ବହୁତ ସମୟ ଲଗାଓ ଦେଖ ମୁଁ ୨ ମିନିଟରେ ରେଡି ହେଇଯାଉଛି ।
ସ୍ତ୍ରୀ : ମ୍ୟାଗି ଓ ବିରୟାନୀ ରେ ବହୁତ ଭିନ୍ନତା ଥାଏ ।

୮) ଚାଇନାରେ ଦ୍ଵିତୀୟ ବିବାହ ପାଇଁ ଅନୁମତି ନାହିଁ ।
ତାଙ୍କ କହିବା ଅନୁଯାଇ ଦ୍ଵିତୀୟ ଆସିଲେ ବି ଏକା ଭଳିଆ ଦେଖାଯିବ ସେଥିପାଇଁ ଗୋଟେ ଥାଉ ।

୯) ପ୍ରଥମ ସିଗାରେଟ ହେଉ ବା ପ୍ରଥମ ବିଅର କେହି ନିଜେ କିଣି ପିଅନ୍ତି ନାହିଁ ।ସବୁବେଳେ କେହି ନା କେହି ଦାନବୀର ହାତରେ ଦେଇ କୁହନ୍ତି – ପି ପି କିଛି ହବ ନାହିଁ ।

୧୦)ଆବଶ୍ୟକରୁ ଅଧିକ ସୁନ୍ଦର ଝିଅ ଯଦି ଗର୍ଲଫ୍ରେଣ୍ଡ ହୋଇଯାଏ ତେବେ ପୁଅର ପ୍ରତି ୩କେଜି ଓଜନ ଗୋଟେ ସପ୍ତାହରେ କମିଯାଇଥାଏ ଏହା ଭାବିକି ଯେ ଆଉ କିଏ ମୋ ମାଣ୍ଡୁକୁ ନ ନେଇ ଯାଉ ।

୧୧) ଜଣେ ବ୍ୟକ୍ତି ଡକ୍ଟର ପାଖକୁ ଗଲା ଓ କହିଲା – ଡାକ୍ତର ସର ମୋ ସ୍ମରଣ ଶକ୍ତି ଖରାପ ହୋଇଯାଇଛି ।
ଡକ୍ଟର କହିଲା – ତେବେ ଆଗ ଫିସ ଦିଅ ତା ପରେ ଚିକିତ୍ସା କରିବା ।

୧୨) ବେଚାରା ମଣିଷ – ଯେତେବେଳେ ମୁଣ୍ଡରେ ଚୁଟି ନଥାଏ ଔଷଧ ଖୋଜିଥାଏ
ଆସିଗଲେ ବାରିକକୁ ଖୋଜିଥାଏ
ଯଦି ଧଳା ହୋଇଯାଏ ତେବେ ରଙ୍ଗ ଖୋଜିଥାଏ
ଓ କଳାଥିଲେ ସ୍ତ୍ରୀ ଖୋଜିଥାଏ

୧୩) ମନ୍ଦିର ପୂଜାରୀ ପେଟ ଖରାପ ହୋଇଗଲା ପୂଜାରୀ ଡକ୍ଟର ପାଖକୁ ଗଲା ଓ ଡକ୍ଟର ଔଷଧ ଲେଖିଲା ଯାହା ପରେ
ପୂଜାରୀ ପଚାରିଲା – କିଛି କରିବାରୁ ସାବଧାନ ରହିବାକୁ ହବ କି ?
ଡକ୍ଟର – ହଁ ଆଜ୍ଞା ଶଙ୍ଖ ଜୋରେ ଫୁଙ୍କିବେ ନାହିଁ ।

୧୪) ଅନ୍ଧ – ଭାଉଜ ଲଡୁ ନିଅନ୍ତୁ
ଭାଉଜ ଗାଧଉଥିଲେ
ଏହା ଭାବି ଯେ ଅନ୍ଧକୁ ଦେଖାଯିବ ନାହିଁ ବିନା କପଡା ଗାଧୁଆ ଘରୁ ବାହାରି ଆସିଲେ ।
ଭାଉଜ – ଲଡୁ କଉ ଖୁସିରେ
ଅନ୍ଧ – ମୋ ଆଖି ଭଲ ହେଇଗଲା
ଭାଉଜ ଏହି କଥା ଶୁଣି ବେହୋଶ

୧୫) ଅଇନା ଆଗରେ ଠିଆ ହୋଇ ସ୍ତ୍ରୀ ସ୍ଵାମୀକୁ ପଚାରିଲା – ମୁଁ ମୋଟି ହେଇଯାଇଛି କି ?
ସ୍ଵାମୀ ବହୁତ ଭାବି ଚିନ୍ତି ଝଗଡାରୁ ବଞ୍ଚିବା ପାଇଁ – ଜମା ନୁହଁ
ସ୍ତ୍ରୀ ରୋମାଣ୍ଟିକ ହୋଇ ତାହେଲେ ମତେ ଫ୍ରିଜ ପାଖକୁ ଉଠେଇ ନେଇଚାଲ ମୁଁ ଆଇସକ୍ରିମ ଖାଇବି ।
ସ୍ଵାମୀ ସ୍ଥିତି ଖରାପ ଦେଖି କହିଲା – ରାହିଜା ମୁଁ ଫ୍ରିଜ ଏଇଠି ନେଇ ଆସୁଛି ।
୧୬) ଡ଼ାଇରେକ୍ଟର :ଆପଣଙ୍କୁ କେମିତିକା ରୋଲ ପସନ୍ଦ ଆସେ ?
ଆଲିଆ – ମତେ ଏଗ ରୋଲ ବହୁତ ପସନ୍ଦ କିନ୍ତୁ ବେଳେ ବେଳେ ଭେଜ ରୋଲ ଭି ଖାଇ ଦିଏ ।

୧୭) ସ୍ଵାମୀ ବିବାହ ପ୍ରଥମ ରାତିରେ ନିଜ ସ୍ତ୍ରୀର ଜିନିଷରେ ଆଙ୍ଗୁଠି ପୁରଉଥିଲା
ସ୍ତ୍ରୀ (ଲାଜେଇ ଯାଇ)- ଆଉ ଗୋଟେ ଆଙ୍ଗୁଠି ବି ପୁରାଅ ନା !
ସ୍ଵାମୀ – କାହିଁ ତତେ କଣ ସିଟି ମାରିବାର ଅଛି କି ?

୧୮) ଗୋଟେ ଝିଅ ବସ ଷ୍ଟପରେ ଗୋଟେ ହ୍ୟାଣ୍ଡସମ ପୁଅକୁ ଦେଖିଲା ଓ ମୋହିତ ହୋଇ କହିଲା – “ଆଇ ଲଭ ୟୁ” ।
ପୁଅ ଝିଅ ମୁଣ୍ଡ ଉପରେ ତା ଓଢଣା ଦେଇ କହିଲା – “ରାମ ନାମ ଜପ କର” ପ୍ରେମରେ କିଛି ନାହିଁ, ଏହି କାଗଜ ନିଅ ଗାୟତ୍ରୀ ମନ୍ତ୍ର ଲେଖା ହୋଇଛି, ଏହାକୁ ଶୋଇବା ଆଗରୁ ସବୁଦିନ ଜପ କର…..
କାଗଜ ରେ ଲେଖା ହୋଇଥିଲା ପଛରେ ମା ଅଛନ୍ତି ଏଇ ନମ୍ବର୍ ରେ କଲ କରିବ ।
୧୯) ପୁଅ – ଅଙ୍କଲ ମୁଁ ତମ ଝିଅ ସହ ବାହା ହବାକୁ ଚାହେଁ ।
ବାପା – କଣ କର ?
ପୁଅ – ଆଜ୍ଞା ଚାଷ ।
ବାପା – ଆଜିକା ଯୁଗରେ ଚାଷ ? ଭାଗ୍ ଏଠୁ
ଏଇ ବାହାଘର ହେଇ ପାରିବ ନାହିଁ……
ପୁଅ – ଅଙ୍କଲ…. ପିଆଜ ଚାଷ କରେ ମୁଁ ।
ବାପା – ଜ୍ଵାଇଁ ପୁଅ ତାହେଲେ ଆର ମାସ ୨ତାରିଖ ବାହାଘର ପାଇଁ କେମିତି ରହିବ!! ???

୨୦) ଝିଅକୁ ପୁଅ ଘର ଲୋକ ଦେଖିବାକୁ ଆସିଲେ ।ଆର ଦିନ ଝିଅ ସାଙ୍ଗ ପଚାରିଲା – ପୁଅ ଦେଖିବାକୁ କେମିତିଥିଲା ? ତୁ ହଁ କହିଲୁ ?
ଝିଅ ଲାଜେଇ ଯାଇ – ଦେଖିବାକୁ ଠିକ ଠାକ ଥିଲା କିନ୍ତୁ ମୁଁ ହଁ କହିଦେଲି ।
ଝିଅ ସାଙ୍ଗ କଣ ପାଇଁ – ଘର ଲୋକ ଜବରଦସ୍ତି କଲେ କି?
ଝିଅ ଧୀରେ କହିଲା – ନା ମ, ବହୁତ ଧନୀ ସେମାନେ….

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.