Press "Enter" to skip to content

ରାତିରେ ଟ୍ରେନ ରେ ଭିଣେଇ ଶାଳୀ ଯାଉଥିଲେ ତାପରେ.. ଏହି ହସକଥା ଜାଣିଲେ ହସି ହସି ଗଡ଼ିବେ -odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ,ସ୍ତ୍ରୀ ଟେନସନ,ପ୍ରେମିକା ଟେନସନ,ପାଠ ପଢା ଟେନସନ,ଫ୍ୟାମିଲି ଟେନସନ, ଦୁନିଆ ଟେନସନ, ଏହି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ନୂଆ ନୂଆ ବଛା ବଛା ଜୋକ୍ସ। ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ।

ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) କୁହାଯାଏ ପ୍ରେମରେ ଭୋକ ଶୋଷ ହୁଏ ନାହିଁ.. ତେବେ ପ୍ରେମୀମାନେ କେଏଫସି ଏବଂ ମ୍ୟାକଡୋନାଲ୍ଡ କୁ କଣ ଦାଣ୍ଡିଆ ଖେଳିବାକୁ ଯାଆନ୍ତି ??

୨) ସାନ୍ତା: ଆଜିକାଲି ତୁମର ଭାଇ କଣ କରୁଛନ୍ତି ???
ବଣ୍ଟା: ଏକ ଦୋକାନ ଖୋଲିଥିଲା, କିନ୍ତୁ ବର୍ତ୍ତମାନ ସେ ଜେଲ ରେ ଅଛି!
ସାନ୍ତା: ତାହା କାହିଁକି ???
ବଣ୍ଟା: ସେ ହାତୁଡ଼ି ରେ ଦୋକାନ ଖୋଲିଥିଲା ! ..

୩)ଜଣେ ପହିଲ ମାନ ପିଲା ଦୁର୍ବଳ ପିଲାକୁ ଚାପୁଡ଼ା ଟିଏ ମାରିଲା,
ଦୁର୍ବଳ ପିଲା ପଚାରିଲା – ରାଗରେ ଚାପୁଡ଼ା ମାରିଲ କି ମଜାରେ ମାରିଲ?”
ପହିଲମାନ ପିଲା କହିଲା – ରାଗରେ ମାରିଲି
ଦୁର୍ବଳ ପିଲା କ୍ରୋଧରେ କହିଲା – “ଠିକ୍ ଅଛି, କାରଣ ମୁଁ ମଜା ମସ୍ତି ଆଦୌ ପସନ୍ଦ କରେ ନାହିଁ।”

୪)ଯେତେବେଳେ ଯମରାଜ ମହିଳାଙ୍କୁ ନେବାକୁ ପହଞ୍ଚିଲେ, ମହିଳା ଜଣକ କହିଲେ: ମାତ୍ର ଦୁଇ ମିନିଟ୍…!
ଯମରାଜ: ଦୁଇ ମିନିଟରେ ତୁମେ କ’ଣ କରିବ…?
ମହିଳା: ହୁଆଟସ୍ ଆପ୍ ରେ ଷ୍ଟେଟସ ରଖିବି… ଟ୍ରାଭେଲିଙ୍ଗ ଟୁ ୟମଲୋକ…!

୫)ସାନ୍ତା:  ତତେ ଅଧିକ ଗରମ ଲାଗିଲେ କଣ କରୁ?
ବଣ୍ଟା: ମୁଁ ଏସି ସାମ୍ନାରେ ବସିଯାଏ!
ସାନ୍ତା: ଏବଂ ଯେତେବେଳେ ଅତ୍ୟଧିକ ଗରମ ହୁଏ?
ବଣ୍ଟା: ତା’ପରେ ମୁଁ ଏସି ଅନ କରେ

୬) ଗୋଟିଏ ଟ୍ରେନ ରେ ଶାଳୀ ଏବଂ ଭିଣେଇ ଯାତ୍ରା କରୁଥିଲେ, ଶାଳୀ ଭିଣେଇ ସହ ମସ୍ତି ଗପ କରୁଥିଲା

ଭିଣେଇ ; ଆଜି ଗୋଟିଏ ରାତି ପାଇଁ ତମେ ମୋ ସ୍ତ୍ରୀ ହେବ?
ଶାଳୀ ; ହଁ ନିଶ୍ଚୟ
ଭିଣେଇ ; ତାହାଲେ କମଳ ଘୋଡ଼ି ହ ଆଉ ଚୁପ ଚାପ ଶୋଇ ପଡ଼ ନହଲେ ମୁହଁ କୁ ମୁହଁ ମାରିବି..

୭)ଥରେ ସ୍ୱାମୀ ସ୍ତ୍ରୀ ବସ୍ ରେ ଯାତ୍ରା କରୁଥିଲେ , ପାଖରେ ଏକ ସୁନ୍ଦରୀ ଯୁବତୀ ଠିଆ ହୋଇଥିଲା । ହଠାତ୍ ଯୁବତୀ ବୁଲିକରି ସ୍ୱାମୀକୁ ଏକ ଚଟକଣା ମାରିଲା , ବଦମାସ୍ , ଚିମୁଟୁଥିଲୁ କଣ ପାଇଁ ? ବିଚରା ସ୍ୱାମୀ କିଛି ନ କହି ବସ୍ ରୁ ଓହ୍ଲାଇ ନିଜ ସ୍ତ୍ରୀକୁ କହିଲା ହେଇଟି ଶୁଣୁଛ ମୁଁ ତାଙ୍କୁ ଚିମୁଟିନଥିଲି , ସ୍ତ୍ରୀ : କିଛି କଥା ନୁହେଁ ତୁମକୁ ପାନେ ଶିଖାଇବାପାଇଁ ମୁଁ ଚିମୁଟିଥିଲି ।

୮) ଡାକ୍ତର ମୁଁ ରିସର୍ଚ୍ଚ କରି ଏକ ଆଇସକ୍ରିମ୍ ର ଆବିସ୍କାର କରିଛନ୍ତି , ଯାହାକି କେଉଁ ବି ସ୍ତ୍ରୀ ଉପଯୋଗ କରି ୪୦ ବର୍ଷର ସ୍ତ୍ରୀ ମାତ୍ର ୨୦ ବର୍ଷର ହେଇପାରିବେ ।

ମିତ୍ର : ତେବେ ତ ବହୁତ ବିକ୍ରି ହେଉଥିବ ମାର୍କେଟ୍ କଭର୍ କରିନେଇଥିବ , ବହୁତ ଡିମାଣ୍ତ ହେଉଥିବ ।

ଡାକ୍ତର : ନା ଭାଈ ନା , କେଉଁ ସ୍ତ୍ରୀ ନିଜକୁ ୪୦ ବର୍ଷର ଭାବିଲେ ସିନା ।

୯) ଜଣେ ବ୍ୟକ୍ତି ରାତିରେ ମଦ ପିଇ ଘରକୁ ହଲିଦୋହଲି ଆସି ପହଞ୍ଚିଲା , ଓ ଦେଖିଲା କି ତାର ଘରୁ ଗୋଟେ ଚୋର ଚୋରି କରି ତଳକୁ ଓହ୍ଲାଉଥିଲା,  ବ୍ୟକ୍ତି କହିଲା : ଅଟକିଯାଅ, ମୁଁ ଆଜି ତୋତେ ଛାଡିବିନାହିଁ , ଚୋର  ମୋତେ କ୍ଷମା କରିଦିଅ , ମୁଁ ବହୁତ ଗରିବ ଅଟେ,  ଚୋରିର ସବୁ ଜିନିଷ ଫେରେଇନେଇଯାଅ, ବ୍ୟକ୍ତି କହିଲା , ଅଧିକା ଚିନ୍ତିତ ହୁଏନାହିଁ ଭାଇ, ମୋତେ ଖାଲି ଏହା କହିଦେ , ତୁ ମୋର ସ୍ତ୍ରୀ ବିନା ଉଠାଇ ଘର ଭିତରେ ପଶିଲୁ କିପରି ,

୧୦)ବିବାହର ଚତୁର୍ଥ ବାର୍ଷିକି ଅବସରରେ ସ୍ୱାମୀ : କିଛି ନୁଆ କରିବା , ସ୍ତ୍ରୀ : ଆଜି କେଉଁ ଫିଲ୍ମ ଦେଖିବାକୁ ଯିବା କି , ସ୍ୱମୀ : କେଉଁ ଫିଲ୍ମ ? ସ୍ତ୍ରୀ : କେଉଁ ଭୁତ ଫିଲ୍ମ ଦେଖିବାକୁ ଇଚ୍ଛା ହେଉଛି , ସ୍ୱାମି: ଠିକ୍ ଅଛି ଆଲମୀରାରେ ଆମର ବାହାଘର ଭିଡିଓ ବାହର କରିଦିଅ ।

୧୧) କ୍ଲାସ୍ ରେ ସବୁ ପୁଅ ନେହାକୁ ବୁଆ ବୁଆ କହି ଡାକୁଥିଲେ,  ଦିନେ ନେହା ଏହାର ଅଭିଯୋଗ ସାର୍ ଙ୍କୁ କରିଦେଲା , ଶିକ୍ଷକ ସବୁ ପୁଅଙ୍କୁ ପଚାରିଲେ କି ଯେଉଁ ପୁଅ ତୁମକୁ ବୁଆ ବୁଆ କହୁଥିଲା ସେ ଠିଆ ହୋଇଯାଅ , ଗୋଟେ ପୁଅ ଛାଡିକରି ସବୁ ଠିଆ ହୋଇଗଲେ , ଶିକ୍ଷକ ସେ ପିଲାକୁ ପଚାରିଲେ ତୁମେ ଏହାକୁ କୁହନାହିଁ କି ? ପୁଅଟି କହିଲା ସାର୍ ମୁଁ ତ ଫୁଫାଜି ଅଟେ।


୧୨) ଝିଅ : ବହୁତ ଦିନ ହୋଇଗଲା ଆଜି ତ ଦେଖାକଲି ତୁମକୁ , ପୁଅ : ଠିକ୍ ଅଛି ପାର୍କ ଆସିଯାଅ , ଝିଅ :କଣ କହୁଛ ଆଜି କାଲି ମୋର ବିଲକୁଲ୍ ମନେ ପଡୁନି ବୋଧେ , ପୁଅ : ଆରେ ଯେବେ ଫେସବୁକ୍ ଚଲାଇବା ଆରମ୍ଭ କରିଦେଇଛ , ରାତିରେ ଖାଇଥିବା ତରକାରୀ ମନେ ପଡୁନି , ତୁ କି ଲୋକ କହ ।

୧୩) ପୁଅ ନିଜ ଗାର୍ଲଫ୍ରେଣ୍ତକୁ ନେଇ ପାର୍କରେ ବସିଥିଲା,  ତେବେ ପାଣି ଆଣିବାକୁ ବୋତଲ୍ ନେଇ ବାହାରକୁ ଗଲା ଯେବେ ଫେରିଲା ତେବେ ଝିଅ କହିଲା ମୋର ପେଟରେ ତୁମ ପ୍ରେମର ସନ୍ତକ ଅଛି , ପୁଅ : ଏବେ ତ ମୁଁ କିଛି କରିନି , ଝିଅ : ଆରେ ନାଁ ପାଗଳ ତୁମେ ଯେଉଁ ୪ ଟି ସିଙ୍ଗଡା ଆଣିଥିଲ  ତାହା ସବୁ ଖାଇନେଇଛି ।

୧୪) ଦରମା ୧୦୦% ସ୍ତ୍ରୀକୁ ଦେଲେ ୧୦% ଭଲ ପାଇବା ମିଳିଥାଏ ।
କିନ୍ତୁ ଅନ୍ୟ କାହା ସ୍ତ୍ରୀକୁ ୧୦% ଦେଲେ ୧୦୦% ଭଲ ପାଇବା ମିଳିଥାଏ ।
ଦରମା ଆପଣଙ୍କର ନିଷ୍ପତ୍ତି ଆପଣଙ୍କର ।


୧୫) ବୈଜ୍ଞାନିକ ମାନେ କ୍ଷୀର ପାଉଡର ତିଆରି କଲେ,
ସୁପ ପାଉଡର ତିଆରି କଲେ,
କଫି ପାଉଡର ତିଆରି କଲେ,
ମେହେନ୍ଦି ପାଉଡର ତିଆରି କଲେ,
ରସନା ପାଉଡର ତିଆରି କଲେ,
କିନ୍ତୁ ମଦ ପାଉଡର ଆଜି ପର୍ଯ୍ୟନ୍ତ ତିଆରି କରି ପାରିଲେ ନାହିଁ ??
ବହୁତ ଇରେସପନସିବଲ ଲୋକ ଅଟନ୍ତି ।

ଆପଣଙ୍କୁ ଆମେ ଏମିତି ହସକଥା, ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Satta Matka

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *