ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍ୱାମୀ ଠାରୁ ନାରାଜ୍ ସ୍ତ୍ରୀ ବିବାହର ଆଗାମୀ ଦିନ କହିଲା ତୁମେ ବାହା ହେବାପୁର୍ବରୁ କଣ ପାଇଁ କହିଲ ନାହିଁ କି ତୁମର ରାଣୀ ନାଁରେ ଆଉ ଜଣେ ସ୍ତ୍ରୀ ଅଛି ବୋଲି , ସ୍ୱାମୀ କହିଲା- କହିଥିଲି କି ତୁମକୁ ରାଣି ପରି ରଖିବି..
୨) ସ୍ତ୍ରୀ- ହେଇଟି ଶୁଣୁଛ, କିଏ ମୋର ମୋବାଇଲ ରେ ଆଇ ଲଭ୍ ୟୁ ମେସେଜ୍ ପଠାଇଛି, ସ୍ୱାମୀ- ତୋତେ ଏମିତି ମେସେଜ୍ ରିସିଭ୍ କରିବା କଥା ନୁହେଁ ଗୋଟେ କାମ କର ସେହି ମେସେଜ୍ ତାକୁ ପଠା ଶିଘ୍ର ।

୩) କଂଗ୍ରେସ ସରକାର ଆସୁଛି ବେରୋଜଗାର୍ ନାଗରିକ ଏକେଲା ବାହାରକୁ ବାହାରନ୍ତୁ ନାହିଁ , ସେ ଗିରଫ କରି ଜବରଦସ୍ତି ସରକାରୀ ଚାକିରି ଦିଆଯାଉଛି, ରାଜସ୍ଥାନ ଓ ଛତିଶଗଡ ଯୁବାଙ୍କୁ ବେରୋଜଗାରୀ ଆଜି ଶେଷ ରାତି ଅଟେ, କାଲି ସକାଳ ସବକଲେକ୍ଟର୍ ହୋଇବାହାରିବେ ।
୪) ବାପା- କେତେ ଥର କହିଛି ତୁମକୁ କି କ୍ରିକେଟ୍ ଖେଳନି, କିନ୍ତୁ ତୁମେ ତୁ ମୋର କଥା ଶୁଣୁନୁ ପୁଅ- କଣ ପାଇଁ ମାନିବି ଯଦି କ୍ରିକେଟ୍ ଖେଳିବାପାଇଁ ଅନୁଷ୍କା ପରି ସ୍ତ୍ରୀ ମିଳିଯାଏ , ତେବେ କ୍ରିକେଟ୍ ନିଶ୍ଚିତ ଖେଳିବି ।
୫) ବାପା- ଆରେସେ ଭାରତର ଅଧିନାୟକ ଅଟେ, ଇଣ୍ଟରନ୍ୟାଶାନାଲ୍ ଗେମ୍ ଖେଲିଥାଏ, ଓ ତୁ ଗଳିରେ ଖେଲିକରି ଅନୁସ୍କାର ସ୍ୱପ୍ନ ଦେଖୁଛୁ, ପୁଅ- ଆରେ ଅନୁଷ୍କା ନହେଲେ କମ୍ ସେ କମ୍ ବିଦ୍ୟା ବାଳନ ପରି ସ୍ତ୍ରୀ ନିଶ୍ଚିତ ମିଳିବ, ଏହାପରେ ବାପ ପୁଅକୁ ବ୍ୟାଟ ଭାଙ୍ଗିବାପର୍ଯ୍ୟନ୍ତ ପିଟିଚାଳିଲା ।
୬) ସ୍ୱାମୀ ସ୍ତ୍ରୀ ମଧ୍ୟରେ ଲଢେଇ ହେଲା, ତେବେ ସ୍ୱାମୀ ଘରରୁ ଚାଳିଗଲା, ସ୍ୱାମୀ ରାତିକୁ ଫୋନରେ ଖାଇବାରେ କଣ ହୋଇଛି , ସ୍ତ୍ରୀ-ବିଷ, ସ୍ୱାମୀ- ଠିକ୍ ଅଛି ମୁଁ ଲେଟରେ ଆସିବି, ତୁମେ ଖାଇକରି ଶୋଇଯିବ, ସ୍ତ୍ରୀ –ବେହୋସ୍ ।
୭) ଦୁଇଟି ମୂଷା ଗଛ ଉପରେ ବସିଥିଲେ, ସେହି ଗଛ ତଳୁ ହାତୀ ପାସ କଲା ।
ଗୋଟେ ମୂଷା ହାତୀ ଉପରେ ପଡି ଗଲା ।
ଆର ମୂଷାଟି କହିଲା : ଚାପିକି ରଖ ଶଳାକୁ ମୁଁ ବି ଆସୁଛି

୮) ଜୀବନରେ କୌଣସି କାମ ହଡବଡ ହୋଇ ଶୀଘ୍ର ନିର୍ଣୟ କରନ୍ତୁ ନାହିଁ ।
ମନେ ରଖନ୍ତୁ ଆପଣ ନିଜ ଜୀବନ ନିଷ୍ପତ୍ତି କରୁଛନ୍ତି ମ୍ୟାଗୀ ତିଆରି କରୁ ନାହାନ୍ତି ।
୯) ଥଣ୍ଡା ଦିନ ଆସିବାକୁ ଯାଉଛି ।
ଏବେ ଦିନ ଛୋଟ ହବ ଓ ଖାନ୍ଦାନ ବଡ ।
୧୦) ଦରମା ୧୦୦% ସ୍ତ୍ରୀକୁ ଦେଲେ ୧୦% ଭଲ ପାଇବା ମିଳିଥାଏ ।
କିନ୍ତୁ ଅନ୍ୟ କାହା ସ୍ତ୍ରୀକୁ ୧୦% ଦେଲେ ୧୦୦% ଭଲ ପାଇବା ମିଳିଥାଏ ।
ଦରମା ଆପଣଙ୍କର ନିଷ୍ପତ୍ତି ଆପଣଙ୍କର ।
୧୧) ବୈଜ୍ଞାନିକ ମାନେ କ୍ଷୀର ପାଉଡର ତିଆରି କଲେ,
ସୁପ ପାଉଡର ତିଆରି କଲେ,
କଫି ପାଉଡର ତିଆରି କଲେ,
ମେହେନ୍ଦି ପାଉଡର ତିଆରି କଲେ,
ରସନା ପାଉଡର ତିଆରି କଲେ,
କିନ୍ତୁ ମଦ ପାଉଡର ଆଜି ପର୍ଯ୍ୟନ୍ତ ତିଆରି କରି ପାରିଲେ ନାହିଁ ??
ବହୁତ ଇରେସପନସିବଲ ଲୋକ ଅଟନ୍ତି ।
୧୨) ମହିଳାଙ୍କୁ ପଚରା ଗଲା : ଆପଣ ନିଜ ସାସୁଘର ସମସ୍ଯା ବିଷୟରେ ନିଜ ସ୍ଵାମୀକୁ କହୁ ନାହାନ୍ତି ?
ମହିଳା କହିଲେ : ମେଲେରିଆ ବିଷୟରେ ମସାକୁ ପଚାରିଲେ କଣ ହବ ।

୧୩) ମୁମ୍ବାଇରେ କରୋନା ପଜେଟିଭ ଠାରୁ ଅଧିକ ଗଞ୍ଜେଇ ପଜେଟିଭ ବାହାରିଲେଣି ।
୧୪) ଶୀଘ୍ର ଶୀଘ୍ର ରେଡି ହେଇ ଆସ ବରଯାତ୍ରୀରେ ଜୀବ କାହିଁକିନା ଆଜି ଗୋଟେ ଝିଅ ମତେ କହିଛି ତମ ବ୍ୟାଣ୍ଡ ବଜେଇବି ।
୧୫)ସ୍ୱାମୀ ରାତିରେ ଚୁପଚାପ ପତ୍ନୀଙ୍କ ନିକଟକୁ ଯାଇଥିଲେ ! ପତ୍ନୀ କହିଲା, ପୁଅ ଉଠିଯିବ!
ସ୍ୱାମୀ ଫେରିଗଲେ !: ସ୍ୱାମୀ ପୁଣି ଆସିଲେ କହିଲେ ଆସ କରିବା.. ତା’ପରେ ପତ୍ନୀ ପୁଣି କହିଲେ, ପୁଅ ଉଠି ପଡ଼ିବ!
ସ୍ୱାମୀ ପୁଣି ଫେରି ଆସିଲେ!
ସ୍ୱାମୀ ପୁଣି ଆସିଲେ , ଏତିକି ବେଳେ ପୁଅ ଉଠି କହିଲା ମାମା ଏ ଶଳା ପୁଣି ପଳେଇ ଆସିଲା..
୧୬) ଶିକ୍ଷୟତ୍ରୀ : ମୁଁ ଯେବେ ବି ପଢାଏ ,ତୁ ମୁଣ୍ଡରେ ଛେପ କାହିଁକି ଲଗାଉଛୁ
ଚିଣ୍ଟୁ : ତମ ପାଠ ପଢ଼ା ମୋ ମୁଣ୍ଡରେ ପଶୁନାହିଁ,ଝରକା ପଟେ ମୁଁ ଶୁଣେ, ରାତିରେ ମୋ ବୋଉ ବାପା ଙ୍କୁ କୁହେ ପଶୁନାହିଁ ଛେପ ଲଗାଅ
୧୬) ଜଣେ ଯୁବକ ଘର ପାଖ କାନ୍ଥ ରେ ମୁତୁ ଥିଲା
ଛାତ ଉପରୁ ଜଣେ ମହିଳା କହିଲା, ଦେଖାଯାଉନି.. ଏଠି କାନ୍ଥ ଅଛି ବୋଲି?
ଯୁବକ : ଟିକେ ସାଇଡ଼ ରୁ ଦେଖନ୍ତୁ ଭାଉଜ ,କ୍ଲିଅର ଦେଖାଯିବ
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment