Press "Enter" to skip to content

ବୋହୂ ଟାଉଲ ପିନ୍ଧିଥିଲା,ଶଶୂର ଚାଲି ଆସିଲେ। ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ – Odia jokes

ନମସ୍କାର, ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ବଣ୍ଟି : ଗୋଟେ ସତ କଥା କହିବି, ମୁଁ ଯେତେବେଳେ ତମ ସହିତ ଶୁଏ ମତେ ଅଲଗା ଝିଅଙ୍କ ଚେହେରା ନଜର ଆସେ
ସ୍ତ୍ରୀ : ମୁଁ ଯେତେ ବେଳେ ଅନ୍ୟ ମାନଙ୍କ ସହିତ ଶୁଏ ମତେ ତମ ଚେହେରା ମନେ ପଡ଼େ।

୨) ସାନ୍ତା ଦ୍ରୁତ ଗତିରେ 25 ଜଣଙ୍କୁ ଗାଡ଼ି ମଡ଼େଇ ରାମ ନାମ ସତ୍ୟ କରିଦେଲା, ଏବେ ଅଦାଲତ ରେ

ଜଜ୍ – ତୁମେ 25 ଜଣଙ୍କୁ ଉଡ଼ାଇ ଦେଇଛ, ତୁମେ ଏ ବିଷୟରେ କ’ଣ କହିବ?

ସାଣ୍ଟା – ମୁଁ ଦ୍ରୁତ ଗତିରେ ଗାଡି ଚଳାଉଥିଲି, କିନ୍ତୁ ଯେତେବେଳେ ମୁଁ ବ୍ରେକ୍ ଧକ୍କା ଦେଲି, ସେତେବେଳେ ମୁଁ ଜାଣିଲି ଯେ ବ୍ରେକ୍ ଫେଲ ହେଉଛି, ସେତେବେଳେ ମୁଁ ଯେତେବେଳେ ଦେଖିଲି, ଗୋଟିଏ ଷଣ୍ଢ ଆସୁଛି ଏବଂ ଅନ୍ୟ ପଟେ ବରଯାତ୍ରୀ ଆସୁଛି ତେଣୁ ତୁମେ ମୋତେ କୁହ ମୁଁ କେଉଁ ଆଡେ ଯାଇଥାନ୍ତି?

ଜଜ୍ – ଏହା ଏକ ସରଳ କଥା, ଯେଉଁ ପାର୍ଶ୍ୱରେ ଷଣ୍ଢ ଥିଲା, କ୍ଷତି କମ୍ ହେଇଥାନ୍ତା…

ସାନ୍ତା – ସଂପୂର୍ଣ୍ଣ ଠିକ୍ କଥା… ମୁଁ ମଧ୍ୟ ସମାନ ଭାବିଲି… କିନ୍ତୁ ସେହି ଷଣ୍ଢ ମୋ କାର୍ ଦେଖିବା ପରେ ବରଯାତ୍ରୀ ଦଳ ଭିତରେ ପଶିଗଲା ଲୁଚିଗଲା, ମୋ ରାଗ ବଢ଼ିଗଲା ଦେଲି ମଡ଼େଇ..

୩) ସ୍ୱାମୀ ସ୍ତ୍ରୀ ଶୋଇକି ଗୋଟିଏ ରୋମାଣ୍ଟିକ ଫିଲ୍ମ ଦେଖୁଥିଲେ, ହିରୋ ଆଉ ଝିଅ ଟିଏ କିସ କରୁଥିଲେ

ସ୍ତ୍ରୀ : ଦେଖ ଲୋକ କେମିତି ପ୍ରେମ କରୁଛନ୍ତି। ତମେ ମତେ କାହିଁକି ଏମିତି ପ୍ରେମ କରୁନ?
ସ୍ୱାମୀ : ଭଲକି ଦେଖ ସେ ହିରୋ ର ସ୍ତ୍ରୀ ନୁହଁ ତା ଶାଳୀ, ତମ ଭଉଣୀ କୁ ପଚାର ମୁଁ ତାକୁ କେତେ ପ୍ରେମ କରିଛି

୪) ପପୁ – ଏହି କ୍ଷେତ ଟି କ’ଣ?
କୃଷକ – ଏହା ଏକ କପା କ୍ଷେତ
ପପୁ – ଇଏ କ’ଣ ତିଆରି କରେ?
କୃଷକ – ଏହା ପୋଷାକ ତିଆରି କରେ ପପୁ – ଏଥିରେ ପାଇଜାମା ଗଛ କୁଆଡେ ଗଲା। ?

୫) ଥରେ ପପୁ ନିର୍ବାଚନ ରାଲି କରିବାକୁ ଗାଁ ରେ କୃଷକ ଙ୍କ ପାଖକୁ ଯାଇଥିଲା।

ପପୁ : ଆପଣ ମାନେ କଣ କରୁଛନ୍ତି ?
କୃଷକ ମାନେ : ଆମେ ଚାଷ କରୁଛୁ
ପପୁ : ଇସ୍, ତମ ଗୋଡ଼ ସବୁ କାଦୁଅ ହେଇଛି, ଏଥର ଆମ ଦଳ କୁ ଗୋଡ଼ ଚିହ୍ନରେ ଭୋଟ ଦିଅ ତମ ବିଲ ରେ ଆମେ ମାର୍ବଲ ଟାଇଲ୍ ପକେଇ ଦେବୁ ଆଉ ଅସୁବିଧା ହବନି

(କୃଷକମାନେ ବେହୋସ)

୬) ଗାର୍ଲଫ୍ରେଣ୍ଡ ଆଉ ବୟଫ୍ରେଣ୍ଡ ପାର୍କରେ ବସି କଥା ହଉଥିଲେ।

ବୟଫ୍ରେଣ୍ଡ : ମୁଁ ତମକୁ ବାହା ହେଇ ପାରିବିନି ଆମ ଘରେ ରାଜି ହେଉ ନାହାଁନ୍ତି
ଗାର୍ଲଫ୍ରେଣ୍ଡ : ତମ ଘରେ କିଏ କିଏ ଅଛନ୍ତି?
ବୟଫ୍ରେଣ୍ଡ ; ଦୁଇଜଣ ଛୁଆ ଆଉ ମୋ ସ୍ତ୍ରୀ
(ଗାର୍ଲଫ୍ରେଣ୍ଡ ବେହୋସ)

୭) ସ୍ତ୍ରୀ ସ୍ୱାମୀ କୁ କହିଲା

ସ୍ତ୍ରୀ: ଜାଣିଛ ମୁଁ ଆଜି ଟାଉଲ ପିନ୍ଧିଥିଲି ବାର୍ଥରୁମ ରେ ଥିଲି କିନ୍ତୁ କବାଟ ଖୋଲା ରଖି ଦେଇଥିଲି
ସ୍ୱାମୀ: ସେଇଠୁ କଣ ହେଲା !?
ସ୍ତ୍ରୀ : ହଠାତ ଶଶୂରଜୀ ଚାଲି ଆସିଲେ ଆଉ..
ସ୍ୱାମୀ : ତାପରେ କଣ ହେଲା?
ସ୍ତ୍ରୀ : କଣ ଆଉ ହବ.. ମୁଁ ଟାଉଲ ଖୋଲି ଓଢଣା କରି ମୁଣ୍ଡରେ ଦେଇଦେଲି, କିଛି ତ ସଂସ୍କାର ମୋର ଠାରେ ବି ଅଛି ନା..
(ସ୍ୱାମୀ ବେହୋସ)

୮) ଗୁରୁମା – ଗୋଟିଏ ଗାଈ ର ଚିତ୍ର ଅଙ୍କନ କର
ମୁନି – ଏଇ ନିଅ ଗୁରୁମା
ଗୁରୁମା – ଏଟା ତ ସାଧା କାଗଜ?
ମୁନି – ଏଠି ମୁଁ ଗାଈ ଆଙ୍କିଥିଲେ, ବୋଧେ ସେ ଆପଣଙ୍କ ବାଡ଼ି କୁ ଦେଖି ପଳେଇଲା

(ମୁନି ପିଠିରେ ପୋଖରୀ ଖୋଳା ଚାଲିଛି)

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *