ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
ପ୍ରଶ୍ନ 1-ଛୋଟ ଭାରତ କେଉଁ ଦେଶକୁ କୁହାଯାଇଥାଏ ?
ଉତ୍ତର-ଫିଜି ଦେଶ
ପ୍ରଶ୍ନ 2 -ଏପରି କେଉଁ ଜିନିଷ ଅଛି ଯାହାକୁ ଆପଣ ହାତରେ ତିଆରି କରି ପବନରେ ଉଡାଇଥାନ୍ତି ?
ଉତ୍ତର-ଗୁଡ଼ି
ପ୍ରଶ୍ନ3-ଏପରି କେଉଁ ପ୍ରାଣୀ ଅଛି ଯାହାର ରକ୍ତ ନୀଳ ଅଟେ ?
ଉତ୍ତର-ଅକ୍ଟୋପସ

ପ୍ରଶ୍ନ4-ଭାରତର ସବୁଠୁ ଦାମୀ ଫିଲ୍ମ କେଉଁଟା?
ଉତ୍ତର-ବାହୁବଳୀ-୨
ପ୍ରଶ୍ନ5-ସେ କଣ ଡର ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାର ସାହାଯ୍ୟ କରିଥାଏ?
ଉତ୍ତର-ପାଉଡର
ପ୍ରଶ୍ନ6-ସେ କିଏ ଅଟେ ଯିଏ ନିଜ ସବୁ କାମ ହାତ ରେ ନ କରି ନାକରେ କରିଥାଏ?
ଉତ୍ତର-ହାତୀ
ପ୍ରଶ୍ନ7-ଏପରି କେଉଁ ମା ଅଛି ଯିଏ ନିଜେ କଳା କିନ୍ତୁ ତାର ଛୁଆ ନୀଳ ଅଟନ୍ତି ?
ଉତ୍ତର-ରେଲଗାଡି
ପ୍ରଶ୍ନ8-ଟିକଟକ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର-ଚୀନ
ପ୍ରଶ୍ନ9-କେଉଁ ଦେଶର ପତାକା ଓଲଟା ହେଉ ବା ସିଧା ଏକାପରି ଲାଗିଥାଏ?
ଉତ୍ତର-ଜାପାନର
ପ୍ରଶ୍ନ10-ଏପରି କେଉଁ ଜିନିଷ ଯାହା ପାଣି ପିଇବା ଦ୍ୱାରା ମରିଯାଇଥାଏ ?
ଉତ୍ତର-ଶୋଷ
ପ୍ରଶ୍ନ11-ଏପରି କେଉଁ ଜିନିଷ ଯାହା କାନ୍ଥ ରେ ଚାଲିଥାଏ କିନ୍ତୁ ଆଗକୁ ବଢି ନଥାଏ ?
ଉତ୍ତର-ଘଣ୍ଟା

ପ୍ରଶ୍ନ12-ଏପରି କେଉଁ ଜିନିଷ ଯାହା ଥଣ୍ଡା ସମୟରେ ଲାଲ ଓ ଗରମ ହେବା ଦ୍ୱାରା କଳା ଏବଂ ଜଳାଇବା ଦ୍ୱାରା ଧଳା ହୋଇଥାଏ ?
ଉତ୍ତର-କୋଇଲା
13. ରାତିରେ ଅଛି କିନ୍ତୁ ଦିନରେ ନାହିଁ । ତାହା କଣ ?
ଉତ୍ତର : ଅନ୍ଧାର
14. ହାତ ନାହିଁ, ଗୋଡ ନାହିଁ କିନ୍ତୁ ସବୁଆଡେ ବୁଲୁଥାଏ । ତାହା କଣ ?
ଉତ୍ତର : ଖବର କାଗଜ
15. କେଉଁ ଫୁଲକୁ ଭଅର କିମ୍ବା ମହୁମାଛି ଘ୍ରାଣ କରେ ନାହିଁ ?
ଉତ୍ତର : ଚମ୍ଫା
16. ଗୋଟିଏ କୁମ୍ଭୀରର ଜୀବନକାଳ କେତେ ?
ଉତ୍ତର : ୧୦୦ରୁ ୧୫୦ ବର୍ଷ
17. ବାମରୁ ପଢିଲେ ଓଜନିଆଁ ଡାହାଣରୁ ପଢିଲେ ନାହିଁ । ତାହା କେଉଁ ଶବ୍ଦ ?
ଉତ୍ତର : ଟନ
18 . ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ । ମୁଁ କିଏ ?
ଉତ୍ତର : ପର୍ବତ ଉପରେ ଥିବା ଘାସ
19. ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଅଛି ?
ଉତ୍ତର : ବର୍ଣମାଳା ।
ପ୍ରଶ୍ନ20-ଏପରି କେଉଁ ଜିନିଷ ଯାହାକୁ ମାରିବା ଦ୍ୱାରା ନିଆଁ ଜଳିଥାଏ ଓ ଲିଭିଥାଏ ମଧ୍ୟ ?
ଉତ୍ତର-ଫୁଙ୍କ ମାରିବ
ପ୍ରଶ୍ନ21-ଏପରି କେଉଁ ଜିନିଷ ଯାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ?
ଉତ୍ତର-ରାଣ
ପ୍ରଶ୍ନ 22 – ପୃଥିବୀର ସବୁଠାରୁ ଗଭୀର ଖାତ ର ନାମ କଣ?
ଉତ୍ତର- ମାରିଆନା
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment