ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
1) ପତ୍ନୀ ସକାଳର ଚା ସହିତ ବହୁତ ଟାବଲେଟ୍ ଆଣିଥିଲେ…। ପତ୍ନୀ: ଏହି ଚାକୁ ପାରସିଟାମଲ ସହିତ ନିଅ
ସ୍ୱାମୀ ନା, ମୋର ଜ୍ୱର ନାହିଁ
ପତ୍ନୀ: ତେବେ ଡିଜାଇନ୍ ନିଅ I
ସ୍ୱାମୀ : ନା, ମୋର ଆସିଡିଟି ନାହିଁ ।
ପତ୍ନୀ: ତା’ପରେ ପୁଦିନାହରା ନିଅ ତମ ମୋର ଗୋଡ଼ ଯନ୍ତ୍ରଣା ବନ୍ଦ କରିବ
ସ୍ୱାମୀ: ଆରେ, ତୁମେ ପାଗଳ ନା କଣ, ମୋ ସହିତ କିଛି ଘଟିନାହିଁ, ମୁଁ ବହୁତ ଭଲ ଅଛି
ସ୍ତ୍ରୀ : ଏବେ ଆଉ କୌଣସି ବାହାନା ନାହିଁ,ଚାଲ ଘର ସଫେଇ କରିବ, ଦୀପାବଳି ଆସୁଛି.. (ଏହି ଘଟଣା ସତ୍ୟ ଘଟଣା ଉପରେ ଆଧାରିତ)

2) ପତ୍ନୀ- ଆଜି ଆମର ବିବାହ କୁ 25 ବର୍ଷ ହୋଇଗଲା, ଏହା ଆଶ୍ଚର୍ଯ୍ୟଜନକ, କେତେ ବର୍ଷ ବିତିଗଲାଣି ଏବଂ ଆମକୁ ଜଣା ପଡୁନି ନା?
ସ୍ୱାମୀ – କଏଦୀ କୁ ସମୟ ଜଣାପଡେ, ଜେଲର କୁ ନୁହେଁ ।
3) ଶଶୁର ; ଏହି ବଡ଼ କଳା ବ୍ରା ଟି କାହାର?
ଶାଶୁ ; ଆମ ବୋହୂ ର ପରା
ଶଶୁର ; ଆଛା, କାଇଁ ମୁଁ ଆଜି ଯାଏ ବୋହୁ କୁ ଏଇଟା ପିନ୍ଧିବାର ଦେଖିନି
4) ବଡ଼ ବାବୁ : (ହୋଟେଲ ରେ ରାଗିକି) ଆରେ ଘଣ୍ଟା ଟେ ହେଲା ବସିଲିଣି ମୋ ଖାଇବା କୁଆଡେ ଗଲା ଶଳା
ୱେଟର ; ସାର, ପ୍ରଥମେ ଆପଣ ନମ୍ରତା ସହ କଥା ହୁଅନ୍ତୁ
ବାବୁ : ( ଗୋଟିଏ ଦୀର୍ଘ ନିଶ୍ଵାସ ନେଇ ଶାନ୍ତ ହୋଇ) ଠିକ ଅଛି ନମ୍ରତା କୁ ଡ଼ାକନ୍ତୁ।
5) ଆଜି OLX ରେ ଗୋଟିଏ ଆଡ଼ଭାଟାଇଜ ଦେଖି ମୋ ଆଖିରେ ପାଣି ଚାଲି ଆସିଲା, ଲେଖା ଥିଲା “ଏକ ଦମ ବଢିଆ ପଞ୍ଜାବୀ, ଥରିଏ କେବଳ ଭୁଲରେ ବାହାଘର ରେ ପିନ୍ଧା ହେଇଥିଲା ତାପରେ ଥୁଆ ହେଇଚି।
6) ଗୋଟିଏ ମଦୁଆ ମରୁଥିଲା, ସେହି ସମୟରେ ଶିବ ପ୍ରକଟ ହେଲେ
ଶିବ : ପର ଜନ୍ମ ପାଇଁ କିଛି ମାଗୁଚୁ ଯଦି ମାଗେ
ମଦୁଆ; ହେ ପ୍ରଭୁ, ଆର ଜନ୍ମରେ ଦାନ୍ତ ଗୋଟିଏ ଦେଲେ ଚଳିବ କିନ୍ତୁ ଲିଭର ପାଞ୍ଚ ଛଅ ଟା ଦବ
7) ସ୍ତ୍ରୀ ବାର୍ଥରୁମ ରେ ଗାଧଉଥିଲା ସ୍ବାମୀ ଚାଲି ଆସିଲା ଏବଂ ପଚାରିଲା
ସ୍ୱାମୀ :କୋଉଠି ରଗଡ଼ି ଦେବି କୁହ?
ସ୍ତ୍ରୀ: ଅଧିକ ମୁଣ୍ଡ ଲଗାଅ ନାହିଁ,କପଡ଼ାରେ ସାବୁନ ଲଗେଇ ଦେଇଛି ଏଇ ଦିଟା ଭଲରେ ରଗଡ଼ି ଦିଅ

8) ଗାର୍ଲଫ୍ରେଣ୍ଡ : ଜାନୁ ଘରେ କେହି ନାହାନ୍ତି, ଆଜି ଆସିବା ବେଳେ ସେଇଟା ନେଇକି ଆସିବ।
(ବୟଫ୍ରେଣ୍ଡ ସହ ରାତିରେ ଶୋଇଥିଲା ହଠାତ କଲିଂ ବେଲ ବାଜିଲା)
ଗାର୍ଲଫ୍ରେଣ୍ଡ: ଆରେ ବାପା ଆସିଗଲେ,ବାପା ଆସିଗଲେ, ଝରକା ଖୋଲ ଆଉ ତଳକୁ ଡେଇଁ ପଡ଼
ବୟଫ୍ରେଣ୍ଡ: ଏଟା ୩ ମହଲା ଯେ?
ଗାର୍ଲଫ୍ରେଣ୍ଡ: ଏଟା ଶୁଭ ଅଶୁଭ ଭାବିବା ସମୟ ନୁହଁ ଜଲଦି ଡିଅଁ
(ବୟଫ୍ରେଣ୍ଡ ସେଇଠି ବେହୋସ)
9)୩) ସ୍ତ୍ରୀ- ଶୁଣ ହୋ ଆଜି ସର୍କସ ଦେଖିବାକୁ ଯିବା କି ? ସ୍ୱାମୀ- ନା ମୁଁ ବ୍ୟସ୍ତ ଅଛି, ସ୍ତ୍ରୀ- ସର୍କସରେ ଏକ ଝିଅ ବାଘ ସହ ବିନା କପଡାର ଆସିବ । ସ୍ୱାମୀ- ତୁମେ ବି ବହୁତ ଜିଦ୍ଦି ଅଛ , ଠିକ୍ ଅଛି ଚାଲ, ସ୍ୱାମୀ ସବୁଠାରୁ ଆଗ ସିଟ୍ ରେ ଟିକେଟ୍ ନେଲା, ଓ ବସିଗଲେ , ବାଘର ଶୋ ଚାଲିଲା, ବିନା କପଡାର ଝିଅ ଆସିଲା ନାହିଁ, ଏବେ ସର୍କସ ଶେଷ ହୋଇଗଲା, ସ୍ୱାମୀ- ତୁମେ କହିଥିଲ କି ଗୋଟେ ଝିଅ ବିନା କପଡାରେ ଆସିବ ବୋଲି , ସ୍ତ୍ରୀ- ଆରେ ମୁଁ କହିଲି କି ବିନା କପଡାରେ ଏକ ବାଘ ଆସିବ ଝିଅ ନୁହେଁ
10) ବାପା : ତୁ ଏଥର ଭଲ ନମ୍ବର ରଖି ମାଟ୍ରିକ ପାସ କଲେ ତତେ ଗୋଟେ ବାଇକ ଗିଫ୍ଟ ଦେବି
(କିଛି ମାସ ପରେ ପୁଅ ମେଟ୍ରିକ ଫେଲ ହେଇଗଲା)
ବାପା: ହାଇରେ କୂଳାଙ୍ଗାର ପାଠ ପଢୁଥିଲୁ ନା କଣ କରୁଥିଲୁ?
ପୁଅ : ମୁଁ ସାଙ୍ଗର ବାଇକ ଚଲେଇବା ଶିଖୁଥିଲି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment