Press "Enter" to skip to content

ମାଳିକା ବଚନ: କେଉଁଝର ରୁ କଳିଯୁଗ ଶେଷ ତାଣ୍ଡବ ଏମିତି ହବ ଆରମ୍ଭ

ଆସନ୍ତୁ ଜାଣିବା ମାଳିକା କେନ୍ଦୁଝର ମାଟି ବିଷୟରେ କଣ କହିଛି।

ଆଜି ଆମେ ଏଠାରେ ପ୍ରାୟ ୬୦୦ ବର୍ଷ ତଳେ ମହାପୁରୁଷ ମାନଙ୍କ ଦ୍ୱାରା ଲିଖିତ ଏହି ମାଳିକା ବିଷୟରେ ଆଲୋଚନା କରିବାକୁ ଯାଉଛେ।ଆଜି ଆମେ ଏମିତି ଏକ ଜିଲ୍ଲା ବିଷୟରେ ଜାଣିବା ଯାହାର ନାମ ହେଉଛି କେନ୍ଦୁଝର।ଆଉ ଆଜି ଆମେ ଏଠାରେ ସେ କେନ୍ଦୁଝର ମାଟିରେ ଆଗକୁ କଣ କଣ ଘଟିବ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆପଣଙ୍କ ଆଗରେ ରଖିବାକୁ ଯାଉଅଛୁ।

ଆଉ ଏହି ସବୁ ଜିନିଷ ଓଡିଶା ସ୍ଥାନ ତତ୍ୱ ନିରୂପଣ ନାମକ ପୁସ୍ତକରେ ସବୁବଲେଖା ଅଛି।ତାହେଲେ ଆସନ୍ତୁ ଜାଣିବା ମାଳିକା କେନ୍ଦୁଝର ମାଟି ବିଷୟରେ କଣ କହିଲେ:-
“ଜିଲ୍ଲା ନାମ ଅଟେ ଯେ କେନ୍ଦୁଝର,
ଜହିଁ ବିଜୟ ଯେ କୁଶଳେ ସ୍ଵର”

ତାହେଲେ ଏଠାରେ ମହାଦେବ କୁଶଳେ ସ୍ୱରଙ୍କର ନାମ ଆସୁଛି।ତାପରେ ପୁଣି ମହାପୁରୁଷ କହିଲେ:-
“ଭକ୍ତଙ୍କୁ କୁଶଳ ରଖିବା ପାଇଁ ,
ପ୍ରକଟ ହୋଇଲେ ସେ ସ୍ଥାନେ ସେହି”

ଆଉ ଏଠାରେ କୁହାଯାଇଛିକି ଭକ୍ତ ମାନଙ୍କୁ ଖୁସିରେ ରଖିବା ପାଇଁ ସେ କେନ୍ଦୁଝର ମାଟିରେ କୁଶଳେ ସ୍ୱର ପ୍ରଭୁ ଲୀଳା କରିବେ।ତାପରେ ମହାପୁରୁଷ କହୁଛନ୍ତି କି ହଜାର ହଜାର ମୁଣ୍ଡ ସେଠାରେ ଗଡିବ ଆଉ ପ୍ରାୟ ଛକ ଛକ ଠାରେ ଗୁଳି ଫୁଟିବ।ତାପରେ ଦୁଷ୍ଟ ମାନଙ୍କର ସଂଖ୍ୟା ଅଧିକରୁ ଅଧିକ ମାତ୍ରାରେ କେନ୍ଦୁଝର ମାଟିରେ ବଢି ଜୀଵ ବୋଲି ମହାପୁରୁଷ ମାନେ କହିଛନ୍ତି।ଆଉ ଏହାପରେ କହିଛନ୍ତି ପ୍ରକୃତି ଦେଇଥିବା ସମ୍ପଦକୁ ସବୁ ଲୁଣ୍ଠନ କରିବେ ଓ ତାପରେ ସେଠାରେ ଥିବା ବୃକ୍ଷ ଲତା ସବୁ ଗୁଡିକୁ କାଟି ବିକ୍ରି କରିବାରେ ଲାଗିବେ।ସେମାନେ ଲୁଣ୍ଠନ କରିବେ ସତ,କିନ୍ତୁ ସେମାନେ ସମୟ ଶେଷରେ ନିଶ୍ଚିତଭାବରେ ଭିକାରୀ ହେବେ।

ଆଉ ଆପଣ ମାନେ ଜାଣିଛନ୍ତିକି କେନ୍ଦୁଝର ମାଟିରେ ପ୍ରସିଦ୍ଧ ମା ତାରିଣୀ ସେଠାରେ ବୈତରଣୀ ଭିତରୁ ପ୍ରକଟ ହୋଇବେ।ଆଉ ତାପରେ ସେଠାରେ ମୃଗ ମହାଦେବ ଓ ଗୁପ୍ତ ଗଙ୍ଗା ମଧ୍ୟ ପ୍ରକଟ ହୋଇବେ।ଯେମିତି ଦୁନିଆ ଭିତରେ ମୃଗ ମହାଦେବଙ୍କ କଥା ଆସୁଛି,ସେଠାରେ ବହୁତ ଦୁର୍ଘଟଣା ହେବ।ଆଉ ତାପରେ ସେ ମାଟିରେ ବାପ ବଞ୍ଚି ଥାଉ ଥାଉ ପୁଅ ମୃତ୍ୟୁବରଣ କରିବ।ଆଉ ଏହି ସବୁ ଭୟାନକ ବିପତ୍ତିରୁ ରକ୍ଷା ପାଇବା ପାଇଁ ମା ତାରିଣୀଙ୍କ ନିକଟରେ ଶରଣ ନେବେ।ଆଉ ଏହା ପରେ ମାଙ୍କର କୃପା ପ୍ରାପ୍ତ ଭକ୍ତଗଣ ମାନେ ସେଠାରୁ ଉଦ୍ଧାର କରିବେ।ଆଉ ସେହି କେନ୍ଦୁଝର ମାଟିରେ ବହୁତ ଲୀଳା ହେବ ବୋଲି ମହାପୁରୁଷ ଅନେକ ଥର ଠାର ଗାରରେ ଏସବୁ ଜିନିଷ ବହୁତ ଆଗରୁ ପ୍ରକାଶ କରିଛନ୍ତି।

ଆଉ ଏ ମାଟିରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନଙ୍କୁ ଅନନ୍ତ କୋଟି ଦଣ୍ଡବତ କରିବା ଆଉ ଏହି କେନ୍ଦୁଝର ମାଟିରେ ଆଗକୁ ଆଗକୁ ଛକରେ ଛକରେ ମୁଣ୍ଡ ମଧ୍ୟ ଗଡିବ କଥା ମହାପୁରୁଷ ପ୍ରକାଶ କରିଛନ୍ତି।ତାପରେ ପ୍ରକୃତିର ସମସ୍ତ ସମ୍ପଦ ସେଠାରୁ ଲୁଣ୍ଠନ ହେବ ଓ ବାପ ଥାଉ ଥାଉ ପୁଅ ମରିବ।ଆଉ ସେଠାରେ କୁଶଳେସ୍ୱର ମହାଦେବଙ୍କର ଆବିର୍ଭାବ ହେବ।ଆଉ ସେ ସେଠାରେ ନିଜର ଲୀଳା ପ୍ରସ୍ତୁତ କରିବେ।ତେଣୁ ସବୁ ମୋହ ମାୟା ଛାଡି ମା ତାରିଣୀଙ୍କର ଭକ୍ତିରେ ଲିନ୍ନ ରୁହ ମା ତାରିଣୀ ନିଶ୍ଚିତଭାବରେ ତୁମର ସାହାଯ୍ୟ କରିବେ ବା ତୁମକୁ ଏହି ମହାବିପତ୍ତିରୁ ରକ୍ଷା କରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *