Press "Enter" to skip to content

ଚଉଠି ରାତିରେ ସ୍ୱାମୀ ସ୍ତ୍ରୀ କୁ ପଚାରିଲା, ଆଗରୁ କାହା ସହ କରିଛୁ, ସ୍ତ୍ରୀ କହିଲା -Odia jokes

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଥରେ ସ୍ୱାମୀ ସ୍ତ୍ରୀ ବୁଲୁଥିଲେ । ରାସ୍ତାରେ ଗଧ ମିଳିଲା । ସ୍ତ୍ରୀକୁ ମଜାକ୍ ଲାଗିଲା , ସ୍ତ୍ରୀ-ତୁମର ସଂମ୍ପର୍କୀୟ ଅଛନ୍ତି ନମସ୍କାର କର । ସ୍ୱାମି ବହୁତ କମିନା ଥିଲା , କହିଲା ଶଶୁରଜୀ ନମସ୍ତେ ।

୨) ସ୍ୱାମୀ ସ୍ତ୍ରୀ ପରିବା ମାର୍କେଟ୍ ଗଲେ , ସ୍ତ୍ରୀ- ଶୁଣ ହୋ ଚାରିକିଲୋ ମଟର ନେଇଯିବି କି ? ସ୍ୱାମୀ –ହଁ ନେଇଯା । ସ୍ତ୍ରୀ- ମୁଁ ନେବାକୁ କହୁନଥିଲି, ତୁମେ ଏତେ ମଟରରୁ ଚୋପା ବାହାର କରିପାରିବ ତ ? ଏହା ପଚାରୁଛି।


୩) ପପୁ ଜିଲାପି ବିକ୍ରି କରୁଥିଲା,  କିନ୍ତୁ କହୁଥିଲା,  ଆଳୁ ନେଇଯା, ଆଳୁ ନେଇଯା, ରାସ୍ତାରେ ବାଟୋଇ- କିନ୍ତୁ ଏଇଟା ତ ଜିଲାପି, ପପୁ-ଚୁପ୍ ହେଇଯା , ନହେଲେ ମାଛି ଆସିଯିବେ ।

୪) ଏକ ମହାକଞ୍ଜୁସ୍ ସ୍ୱାମୀ ନିଜ ସ୍ତ୍ରୀ ସହ କେଉଁ ଆଡେ ବୁଲିବାକୁ ଯାଇଥିଲା , ସ୍ତ୍ରୀ-ଶୁଣ ହୋ ମୋତେ ଶୋଷ ଲାଗୁଛି, ପାଣି ବୋତଲଟେ ଆଣିଦିଅନ୍ତି ନି , ସ୍ୱାମୀ-ଦହି କଚୋରୀ ଖାଇବ କି ? ସ୍ତ୍ରୀ- ଆରେ ଏମିତି କୁହନି ମ ମୋର ମୁହଁରୁ ଲାଳ ଆସିଯିବ , ସ୍ୱାମୀ- ଠିକ୍ ଅଛି ସେଥିରୁ ପାଣି ପିଇଦେ , ବୋତଲରେ କଣ ବୁଡିକି ମରିବାର ଅଛି ।
୫) ଥରେ ପପୁ ନିଜ ଗର୍ଲଫ୍ରେଣ୍ଡ ସହ ରମ୍ପା ରମ୍ପି କରୁଥିଲା ।
ସାକ୍ସ କରିବା ସମୟରେ ହଟାତ ପପୁ ଗର୍ଲଫ୍ରେଣ୍ଡ କହିଲା “ ମତେ କଥା ଦିଅ ତମେ ମୋ ହୃଦୟ କେବେ ଭାଙ୍ଗିବ ନାହିଁ ?”
ପପୁ ହସି ଦେଇ କହିଲା “ ଆରେ ନାହିଁ ପାଗେଳୀ ମୋର ଏତେ ଲମ୍ବା ନାହିଁ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଯିବ ..


୬) ସନ୍ତାର ନୂଆ ନୂଆ ବାହାଘର ହୋଇଥିଲା, ଚତୁର୍ଥୀ ରାତି ଦିନ ସନ୍ତା କବାଟ ଖୋଲି ଭିତରକୁ ଗଲା ଓ ନିଜ ସ୍ତ୍ରୀକୁ କହିଲା ।
ସନ୍ତା : କଣ କେବେ ତମର କୌଣସି ବୟଫ୍ରେଣ୍ଡଥିଲା ?
ସନ୍ତା ପ୍ରଶ୍ନ ଶୁଣି ସ୍ତ୍ରୀ ଲାଜେଇ ଗଲା ।
ସନ୍ତା ପୁଣି ପଚାରିଲା : ହଉ ସତ ସତ କହ କେବେ କାହା ସହ କରିଛୁ ?
ସ୍ତ୍ରୀ : ନାହିଁ ଜାନୁ, ସବୁବେଳେ କରେଇଛି ,ମୁଁ ଦେଖେଇ ଦିଏ ସେମାନେ କାମ ସାରି ଚାଲିଯାଆନ୍ତି।


୭) ଥରେ ଜଣେ ପୋଲିସୱାଲା ଦୁଇଟି ପୁଅ ଓ ଗୋଟେ ଝିଅକୁ ପାର୍କରେ ଧରିଲେ ।
ପୋଲିସୱାଲା : ତମେ ଏଠି କଣ କରୁଛ ଓ ତମ ନା କଣ?
ପ୍ରଥମ ପୁଅ : ମୋ ନା କିଶନ ଅଟେ ଆଉ ମୁଁ ବାସୁରୀ ବଜଉଥିଲି ।
ପୋଲିସୱାଲା : ଆଛା ହଉ ତମେ ଜାଓ ।
ଏହା ପରେ ପୋଲିସୱାଲା ଦ୍ଵିତୀୟ ପୁଅକୁ ପ୍ପଚାରିଲେ ତମେ ଏଠି କଣ କରୁଥିଲ ?
ଦ୍ଵିତୀୟ ପୁଅ : ସର ମୋ ନା କାହ୍ନା ଅଟେ ଆଉ ମୁଁ ବାଂସୁରୀ ବଜଉଥିଲି ।
ପୋଲିସୱାଲା ହଉ ତମେ ବି ଜାଓ ।
ଏହା ପରେ ପୋଲିସୱାଲା ଝିଅକୁ ଦେଖିଲା ଓ କହିଲା କଣ ତମେ ବି ବାଂସୁରୀ ବଜାଉଥିଲ ?
ଝିଅ : ନାହିଁ ସର ମୋ ନା ବାଂସୁରୀ ଅଟେ ।

୮) ପପୁ- ତୁମେ ଚାହା ପିଇବା ପାଇଁ କେଉଁ କାମ କରିପାରିବ ,

ଗପୁ- ଥରେ ମୁଁ ଗୋଟେ ଝିଅ ଦେଖିବାକୁ ଚାଲିଗଲି, ଚାହା ପିଇ ଫେରି ଆସିଲି।

୯) ଜଣେ  ଅଙ୍କଲ୍ ଏକ ଛୁଆକୁ ପଚାରିଲେ – ପାଠପଢା କେମିତି ଚାଳୁଛିରେ ପୁଅ, ଛୁଆ କହିଲା- ଅଙ୍କଲ୍ ସମୁଦ୍ର ଯେତେ ସିଲାବସ୍ ଅଛି, ନଦୀ ପରି ପଢିପାରୁଛି, ବାଲଟି ଭରା ମନେ ରହୁଛି, ଗିଲାସ ଭରା ଲେଖିପାରୁଛି, ଚୁଲ୍ଲୁ ଭରା ନମ୍ବର ଆସୁଛି, ସେଥିରେ ବୁଡିକରି ମରିଯାଉଛୁ ।


୧୦)  ହରି – ଆମର 45 ଭାଇଭଉଣୀ ଅଛନ୍ତି

ନରି – କ’ଣ! ତୁମର ଘର କୁ ଜନସଂଖ୍ୟା ନିୟନ୍ତ୍ରଣ ଵାଲା  ଆସିନାହାଁନ୍ତି କି?ହରି – ହଁ ଆସିଥିଲେ, କିନ୍ତୁ ସେତେବେଳେ ଆମେ ପାଠ ପଢୁଥିଲୁ। ସେ କୋଚିଂ କ୍ଲାସ୍ ଭାବି ଚାଲିଗଲେ।

୧୧) ପ୍ରେମୀ- ମୋତେ ଆଜି ପର୍ଯ୍ୟନ୍ତ ବୁଝାପଡିଲାନି କି ଝିଅମାନେ ଏତେ ଫ୍ୟାସନ୍ କଣପାଇଁ କରନ୍ତି , ପ୍ରେମିକା- କହିଲା- ଆରେ ବୁଦ୍ଧୁ, ଏତେ ବି ଜାଣିନ , ଜାଲ ଯେତେ ଅଧିକା ସୁନ୍ଦର ହୋଇଥାଏ, ପକ୍ଷୀ ସେତେ ଅଧିକା ଫସିଥାନ୍ତି , ପ୍ରେମୀ ବେହୋସ୍ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *