ସ୍ତ୍ରୀ ଶରୀର କେଉଁ ଅଙ୍ଗ କୁ ପୁରୁଷ ଖାଇଥାଏ? -IAS Question
IAS ପରୀକ୍ଷାରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହାକି ଆପଣଙ୍କ ମୁଣ୍ଡ ଖରାପ କରିଦେବ। IAS ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ବିବେଚନା କରାଯାଏ।ଯଦି ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଏ। IAS ସାକ୍ଷାତକାରରେ ଯାହା ଆବଶ୍ୟକ ହୁଏ ତାହା ହେଉଛି ଆତ୍ମବିଶ୍ୱାସ।
ପ୍ରଶ୍ନ: କେଉଁ ଦେଶ ଅଛି ଯେଉଁଠି କେବଳ ୪୦ ମିନିଟ୍ ପାଇଁ ରାତି ହୋଇଥାଏ ?
ଉତ୍ତର: ନରୱେ କେବଳ ୪୦ ମିନିଟ୍ ପାଇଁରାତି ହୋଇଥାଏ, ଏଥିପାଇଁ ତାକୁ କଣ୍ଟ୍ରି ଅଫ୍ ମିଡନାଇଟ୍ ସନ୍ ବୋଲି କୁହାଯାଏ ।
ପ୍ରଶ୍ନ; ଦ୍ୱିପହର ଖାଦ୍ୟ ଖାଇବାପରେ ଅଳସୁଆ କଣପାଇଁ ଲାଗେ?
ଉତ୍ତର – କାରଣ ଦ୍ୱିପହର ଖାଦ୍ୟ ଖାଇବାପରେ ଶରୀର କିଛି ସମୟପାଇଁ ରକ୍ତପ୍ରବାହ କମ୍ କରିଦିଏ , ଦ୍ୱିତୀୟତଃ ଖାଦ୍ୟରେ କିଛି ଏମିତି ଜିନିଷ ଥାଏ ଯାହା ଶରୀରକୁ ଅଲସୁଆ କରିଦିଏ , ଯଦି ଆପଣ ଲଞ୍ଚରେ ଡାଲି ପନୀର୍, ଆଳୁ ଖାଇବେ ନିଦ ଆସିବ , ଏହାକୁ ଖାଇଲେ ଶରୀରର ଶିରା ପ୍ରଶିରାରେ କିଛି ଗତିବିଧି ହୁଏନାହିଁ ଓ ନିଦ ଆସିଯାଏ ।

ପ୍ରଶ୍ନ : ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବାନାହିଁ ?
ଉତ୍ତର- କଦଳୀର ଗଛ
ପ୍ରଶ୍ନ : ଝିଅ ଶରୀର ର କେଉଁ ଅଶଂ କୁ ଆମେ ଖାଇ ପାରିବା ? ପ୍ରକୃତରେ ପ୍ରଶ୍ନ ଟି ଇଂରାଜୀ ରେ ଥିଲା, ଲେଡ଼ିଜ୍ ମାନଙ୍କ କେଉଁ ଜିନିଷ କୁ ପୁଅ ମାନେ ଖାଆନ୍ତି?
ଉତ୍ତର; ଏହାର ସଠିକ୍ ଉତ୍ତର ହେଲା ଲେଡିଜି ଫିଙ୍ଗର ବା ଓଡ଼ିଆ ରେ ଭେଣ୍ଡି ବୋଲି କୁହନ୍ତି ।
ପ୍ରଶ୍ନ : କଣ ହେବ ଯେବେ ପେଟ୍ରୋଲର କାରରେ ଡିଜେଲ୍ ଭର୍ତ୍ତି କରିଦିଆଯିବ ?
ଉତ୍ତର- ଯଦି ପେଟ୍ରୋଲ୍ ଇଞ୍ଜିନ୍ କାରରେ ଡିଜେଲ୍ ପକାଇଦିଆଯାଏ , ତେବେ ଅଧିକା କ୍ଷତି ହେବନାହିଁ , କାରଣ ଡିଜେଲ୍ ପ୍ରଥମେ କାର୍ବୋରେଟରେ ଯିବ, ଏବେ ସେମିତି କାର୍ବୋରେଟର୍ ପେଟ୍ରୋଲ୍ ପାଇଁ ବନାହୋଇଛି, ତେବେ ଡିଜେଲ୍ ପକାଇଲେ ସେ ଜାମ୍ ହୋଇପାରେ , ତେବେ ଏମିତି ହେବ କି ପେଟ୍ରୋଲ୍ ଇଞ୍ଜିନରେ ଡିଜେଲ୍ ଜଳିବନାହିଁ , ତେବେ ଷ୍ଟାର୍ଟ ହିଁ ହେବନାହିଁ । କେବଳ ଧୁଆଁ ବାହାରିବ ।
ପ୍ରଶ୍ନ; ଉଡାଜାହାଜରେ ଯାତ୍ରା କରୁଥିବା ସମୟରେ କେଉଁ ଛୁଆର ଜନ୍ମ ହେଲେ ତାହାରନାଗରିକତା କଣ ହେବ ?

ଉତର- ଭାରତର ନାଗରିକତା ଅନୁସାରେ ଯଦି ଛୁଆ ମା ବାପା ଭାରତୀୟ ଅଟନ୍ତି , ସେମିତି ଛୁଆ ବି ଭାରତୀୟ ହେବ ସେମିତି ଛୁଆର ଜନ୍ମ ଭାରତ ବାହାରେ ହୋଇଥାଉ ।
ପ୍ରଶ୍ନ: କଣ ସବୁ ଜନ୍ତୁଙ୍କର ରକ୍ତ ଲାଲ୍ ହୋଇଥାଏ ?
ଉତ୍ତର-ନାହିଁ , ଉତ୍ତର୍ ଆମେରିକାରେ ମିଳୁଥିବା କଙ୍କଡାର ରକ୍ତନୀଳ ହୋଇଥାଏ, ଓ ନ୍ୟୁ ଗିନି ନାଁରେ ଏଣ୍ତୁଅର ରକ୍ତ ସବୁଜ ହୋଇଥାଏ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment