ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ବର କନ୍ୟା ବିବାହ ହେଲା ଓ ବିଦାଇ ସମୟରେ ଶଶୁର ଜ୍ଵାଇଁ ପୁଅକୁ କହିଲା – ମୋ ଝିଅର ଧ୍ୟାନ ରଖିବ, ତା ଆଖିରେ କେବେ ଲୁହ ଆସିବାକୁ ଦବ ନାହିଁ ।
ଜ୍ଵାଇଁ – ଠିକ ଅଛି ପିଆଜ ମୁଁ କାଟିବି କିନ୍ତୁ ବାସନ ତାକୁ ମାଜିବାକୁ କୁହନ୍ତୁ ।

୨) ଗୋଟେ ପାର୍ଟିରେ ଏକ ସୁନ୍ଦର ଝିଅ ଗୋଟେ ପୁଅ ପାଖକୁ ଗଲା , ଝିଅ କହିଲା- ଏକ୍ସକ୍ୟୁଜ୍ ମି ମୋର ଗୋଟେ ହାତରେ ପ୍ଲେଟ୍ ଅଛି, ଓ ଅନ୍ୟ ହାତରେ ଗିଲାସ ଆପଣ ପ୍ଲିଜ୍ , ମୋର ଚେହେରାରୁ ଗୋଟେ ଜିନିଷ ହଟାଇଦେବେ , ପୁଅ- ହଁ ହଁ କଣ ପାଇଁ ନୁହେଁ , କୁହନ୍ତୁ କେଉଁ ଜିନିଷ ହଟାଇବୁ ? ଝିଅ- ନିଜ କୁକୁର ପରି ଚେହେରାକୁ ହଟା ବେ ।
୩) ପପୁ- ପଣ୍ତିତ ମହାଶୟ ମୋର ବାହାଘର ହେଉନି, କିଛି ଉପାୟ କୁହନ୍ତୁ , ପଣ୍ତିତ ବଡଙ୍କ ଠାରୁ ସବୁବେଳେ ଖୁସିରେ ରୁହ, ଆଶିର୍ବାଦ ନେବା ବନ୍ଦ କର ।
୪) ବିବାହର ପାଞ୍ଚ ବର୍ଷ୍ ପରେ ଭ୍ୟାଲେଣ୍ଟଟାଇନ୍ ଡେ ଦିନ ସ୍ତ୍ରୀ ପାଇଁ ଧଳା ଗୋଲାପ ଆଣିଲା , ସ୍ତ୍ରୀ –କଣ ଧଳା ଗୋଲାପ, ଭ୍ୟାଲେଣ୍ଟଟାଇନ୍ ଡେ ଦିନର ଲାଲି ଗୋଲାପ ଦିଅନ୍ତି ନା, ସ୍ୱାମୀ- ଏବେ ଜୀବନରେ ପ୍ରେମରୁ ଅଧିକା ଶାନ୍ତିର ଦରକାର ଅଛି
୫) ଭଗବାନ ସବୁ ମଣିଷକୁ ଅଲଗା ଅଲଗା ବନାଇଛନ୍ତି କିନ୍ତୁ ଯେବେ ବାରି ଚିନ୍ ର ଆସିଲା ତେବେ ସେ ଥକି ସାରିଥିଲା, ଓ ତାପରେ ଦେଲେ କପି ପେଷ୍ଟ ଦେଲେ କପି ପେଷ୍ଟ ।
୬) ଏକ ମହିଳା ହାତରେ ଆଇଫୋନ୍ ୬ ନେଇକରି ରାସ୍ତାରେ ଯାଉଥିଲେ , ତାଙ୍କ ପାଦ ଖସିଲା , ଓ ତଳେ ପଡିଗଲେ , ତେବେ କିଛି ଭାଙ୍ଗିବାର ଆବାଜ୍ ଆସିଲା , ହୃଦୟକୁ ଶାନ୍ତ କରି କହିଲା- ଭଗବାନ ହାଡ ଭାଙ୍ଗିଥାଉ ହେଲେ ।
୭) ରିକ୍ସାବାଲା- ଝିଅ କଣ କରିଛି ? ଘର ଲୋକେ- ସିଏ ଆମ ନାକରେ ଦମ୍ ବାହାର କରିଦେଇଛି, ତାକୁ ନେଇଯାଆନ୍ତୁ ଜଲଦି ଖାଲି ।

୮) ପ୍ରଥମ ଥର ସମ୍ବନ୍ଧ ରଖିବା ପରେ ଝିଅଟି ଡରି କେତେବେଳେ ନିଜକୁ ତ କେତେବେଳେ ପୁଅକୁ ଦେଖି କାନ୍ଦିବାକୁ ଲାଗିଲା…
ପୁଅଟି ବହୁତ ଆଶ୍ଚର୍ଯ୍ୟ ହେଲା ଓ ପଚାରିଲା ” କଣ ହେଲା?”
ଝିଅ: ଯେତେବେଳେ ଭିତରକୁ ଗଲା 6 ଇଞ୍ଚର ଥିଲା କିନ୍ତୁ ବାହାରକୁ ଆସିଲା ପରେ 3ଇଞ୍ଚ ର ହେଇଗଲା, ବାକି କୁଆଡେ ଗଲା ?
୯) ଗ୍ରାହକ- ଟି ସାର୍ଟ ଦେଖେଇଲ ଭାଇ, ଦୋକାନୀ- ଏଇ ନିଅନ୍ତୁ ପିଟର ଇଂଲଣ୍ତର ଶାନଦାର୍ ସାର୍ଟ, ଗ୍ରାହକ- କେତେ ଟଙ୍କା- ଦୋକାନୀ- ମାତ୍ର ୩୫୦୦ ଟଙ୍କା ଆଜ୍ଞା, ଗ୍ରାହକ- ଆପଣଙ୍କ ପାଖରେ ପିଟର ଅହମଦାବାଦ୍ ନାହିଁ କି ?
୧୦) ବିବାହିତ ପୁରୁଷଙ୍କ ପରିଚୟ ଅଫିସ୍ ଯାଉଥିଲେ ତାଙ୍କ ହାତରେ ଟିଫିନ୍ ଓ ଆସିଲା ବେଲେ ପରିବା ବ୍ୟାଗ୍, ଏହା ତାଙ୍କର ସିନ୍ଦୁର ଓ ମଙ୍ଗଳସୁତ୍ର ହୋଇଥାଏ ।
୧୧) ଏକ ମହିଳା କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ଚେହେରାରେ ଭାରତର ପତାକା ଅଙ୍ଗୀତ ହୋଇଥିଲା, ତେବେ ଶକ୍ତି କାପୁର୍ ଆସିଲେ ଓ ଚୁମା ଦେଇଦେଲେ , ମହିଳା କଣ ପାଇଁ ଏମିତି କଲେ ? ଶକ୍ତିକାପୁର୍- ଆଓ, କାରଣ ଆଇ ଲଭ୍ ମାଇଁ ଇଣ୍ତିଆ ୟେ ମେରା ଇଣ୍ତିଆ ।

୧୨) ସାନ୍ତା ପେଣ୍ଟିଙ୍ଗ୍ କିଣିବାକୁ ଗଲା, ସେଲ୍ସମ୍ୟାନ୍- ଏହା ୧୦ ହଜାର ଟଙ୍କାର ଅଟେ, ଓ ଅୟେଲ୍ ପେଣ୍ଟରେ ତିଆରି ହୋଇଛି, ସାନ୍ତା- ପଇସାର ଚିନ୍ତା କରନି, ଦେଶୀ ଘିଅର କିଛି ଦେଖାଅ ।
୧୩) ଗୋଟେ ମଦୁଆ ରାତି ୧୨ଟାରେ ମଦ ଦୋକାନରେ ଗଲେ ।
ମଦୁଆ – ତମ ଦୋକାନ କେବେ ଖୋଲିବ ।
ମାଲିକ – ସକାଳେ ୯ଟାରେ ।
ମଦୁଆ – ତମ ଦୋକାନ କେବେ ଖୋଲିବ କୁହ ?
ମାଲିକ – କହିଲି ବା ସକାଳ ୯ଟାରେ ।
ମଦୁଆ – (ଫୋନରେ କହିଲା) କେବେ ଖୋଲିବ ଦୋକାନ କୁହ ମୁଁ ଦୋକାନ ଭିତରେ ଅଛି କେବେ ଖୋଲିବ କୁହ ।
ମାଲିକ ଡରି ଗଲା ଓ ଚେକ୍ କରିବା ପାଇଁ ଦୋକାନ ଖୋଲିବାକୁ ଆସିଲା ଓ ଚେକ କଲା କିନ୍ତୁ ସେଠି କେହି ନଥିଲା । ମଦୁଆ ପଛରୁ ଆସିଲା ଓ କହିଲା – ଏବେ ଦୋକାନ ଖୋଲି ସାରିଛ ତେବେ ଗୋଟେ କ୍ଵାଟର ଦେଇ ଦିଅ ।
୧୪) ଚଉଠି ରାତ୍ରି ର ରମ୍ପା ରମ୍ପି କାର୍ଯ୍ୟକ୍ରମ ଶେଷ ହେବା ପରେ ସ୍ବାମୀ ଖୁସି ହୋଇ ସ୍ତ୍ରୀ କୁ ହଜାରେ ଟଙ୍କା ଦେଲେ
ସ୍ତ୍ରୀ ; ଏ କଣ?
ସ୍ୱାମୀ ; ଆମ ଖାନଦାନ ରେ କେହି ମାଗଣାରେ ଏମିତି କରନ୍ତି ନାହିଁ,ଉପହାର ଭାବି ରଖିନିଅ
ସ୍ତ୍ରୀ ; (ସେଥିମଧ୍ୟରୁ ୭୦୦ ଟଙ୍କା ଫେରାଇ) ଆମ ଖାନଦାନ ରେ କେହି ୩୦୦ ଟଙ୍କାରୁ ଅଧିକ ରେ ସର୍ଭିସ ଦିଅନ୍ତି ନାହିଁ.. ସ୍ୱାମୀ ବେହୋସ୍
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment