Press "Enter" to skip to content

ବୁଦା ମୂଳରେ ଟୋକା ଟୋକି ଖଚ୍ ଖଚ୍ କରୁଥିଲେ,ବୁଢ଼ା ଟିଏ ଚାଲି ଆସିଲା,ତାପରେ -Odia jokes

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) କେବେ ଦୁଃଖୀ ହୋଇଥିବ ଯଦି ନିଜ ବାହାଘର ଭିଡିଓ ଚଲାଇକି ଦେଖିବେ , ଆପଣଙ୍କ ସ୍ତ୍ରୀ ଆପଣଙ୍କ ଗଳାରେ ବରଣମାଳା ପକାଇବ, ଓ ଆପଣ ଓଲଟା ଫେରା ନେବେ , ତାପରେ ଆପଣ ମଣ୍ତପରୁ ଫେରିବେ , ଓ ତାପରେ ଆମେ ନାଚିକରି ପୁଣି ଫେରିଯିବୁ ।

୨) ଜଣେ ବ୍ୟକ୍ତି ଆତ୍ମହତ୍ୟା ଉପରେ ଭାଷଣ ଝାଡୁଥିଲା , ଆତ୍ମହତ୍ୟା କରିବା ପାପ ଅଟେ, ପାଗଳାମି ଅଟେ, ଭିରୁକ ଅଟେ, ଓ ଏକ ଅପରାଧ ବି ଅଟେ, ଆତ୍ମହତ୍ୟା କରିବା ଠାରୁ ଭଲ କି ଆପଣ ନିଜକୁ ଗୁଳି କରିଦିଅନ୍ତୁ ।

୩) ଗୋଟେ କଥା ସବୁବେଳେ ମନେ ରଖିବ , ଦୁନିଆଁରେ କିଛି ମିଳୁ କି ନ ମିଳୁ, ଦୁଇଟି ଜିନିଷ ହକରେ ନେବା ଉଚିତ୍ , ଏକ ସିଙ୍ଗଡା ସହ ଏକ୍ସଟ୍ରା ଚଟଣୀ, ଦ୍ୱିତୀୟ ଗୁପ୍ ଚୁପ୍ ଖାଇବା ବେଲେ ଏକ ସୁଖିଲା ପାମ୍ପୁଡି ।

୪) ଶିକ୍ଷକ- ତୁମ ପାରା ବିଷୟରେ ସବୁ ଜାଣିଛ , ସଞ୍ଜୁ- ହଁ, ଶିକ୍ଷକ- ଭଲ କୁହ ତାହାଲେ କେଉଁ ପାରା ଉଡିପାରେ ନାହିଁ , ସଞ୍ଜୁ- ମରିଯାଇଥିବାପାରା, ଶିକ୍ଷକ- ମୁଁ ଯାହା ପରାରୁଛି ତାହାର ଜବାବ୍ ଫଟାଫଟ୍ ଦେ, ସଞ୍ଜୁ-ହଁ ସାର୍, ଶିକ୍ଷକ- ଭାରତର ରାଜଧାନୀ ନାଁ କୁହ ? ସଞ୍ଜୁ- ଫଟାଫଟ ।

୫) ସେହି ଦିନ ଆଉ ବେଶୀ ଦୁର ନାହିଁ ଯେବେ ଆମେ ରୋଡର ବସରେ ଲଗାଯାଇଥିବା ପୋଷ୍ଟର ଦେଖିବା, ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛାଡନ୍ତୁ , ପାଗଳ ହୋଇଥିବା ଫେସବୁକ୍ ବ୍ୟକ୍ତିକୁ ଆମର ପାଖକୁ ଆଣନ୍ତୁ, ବଣ୍ଟି ବାବା- ସବୁ ଶୁକ୍ରବାର ଓ ମଙ୍ଗଳବାର ।

୬) ବୋହୂ; ଶାଶୁମା, ତମ ପୁଅ ଏପର୍ଯ୍ୟନ୍ତ ଘରକୁ ଆସିନାହାଁନ୍ତି, ସେ ଅନ୍ୟ ଝିଅ ସହିତ ଘପାଘପ କରୁନାହାନ୍ତି ତ?

ଶାଶୁ; ଚୁପ ରହ ପୋଡ଼ା ମୁହିଁ, ସବୁବେଳେ ନେଗେଟିଭ ଭାବୁଛି… ହେ ଭଗବାନ, କୋଉ ଟ୍ରକ ଚଢେଇ ଦେଇନି ତ ଆଉ? ମୋ ପୁଅ କୁ

୭) ବଗିଚାରେ ଜଣେ ବୃଦ୍ଧ ବଗିଚା ରେ ବୁଲୁଥିଲେ। ବୁଦା ମୂଳରେ ଟୋକା ଟୋକି ଖଚ ଖଚ୍ ସାଉଣ୍ଡ କରୁଥିଲେ। କୋଳ ଉପରେ ବସି ମସ୍ତି କରୁଥିଲେ । ସେହି ସମୟରେ ଜଣେ ବୁଢ଼ା ଲୋକ ସେଠାକୁ ଆସି ପଚାରିଲା ।

ବୁଢ଼ା – ପୁଅ, କଣ ଏଇ ଆମର ସଂସ୍କୃତି କି?

ଟୋକା- ନା ମଉସା,ଇଏ ତୁଳସୀ , ତମେ ଯାଇ ଅନ୍ୟ କୋଉ ଗଛ ତଳେ ଦେଖ .. ତମ ନାତୁଣୀ ସେଠି ମିଳିଯିବ..

୮) ସ୍ତ୍ରୀ- ବିବାହ ପୁର୍ବରୁ ତୁମେ ବହୁତ ମନ୍ଦିର ଯାଉଥିଲ, ଏବେ କଣ ହୋଇଯାଈଛି କି ?

ସ୍ୱାମୀ- କିଛି ନାହିଁ ବାସ୍ ତୁମକୁ ବାହା ହୋଇଯାଇଛି, ଓ ମୋର ଭଗବାନଙ୍କ ଉପରୁ ଭରସା ଉଠିଯାଇଛି ।

୯) ଚିକୁ- ଦୋକାନୀକୁ- ଗୋରା କରିବାର କ୍ରିମ୍ ଅଛି ଆପଣଙ୍କ ପାଖରେ ଦୋକାନୀ- ହଁ ଅଛି , ଚିକୁ- ତାହେଲେ ଲଗାଉନ କଣ ପାଇଁ ? ତୁମକୁ ଦେଖିକରି ମୁଁ ସବୁବେଳେ ଡରିଯାଉଛି ।

୧୦) ସୋନୁ ଗାର୍ଲଫ୍ରେଣ୍ରକୁ –ତୁଜମେ ରବ୍ ଦିଖତା ହେଁ ୟାରା ମେଁ କ୍ୟା କରୁଁ, ଗାର୍ଲଫ୍ରେଣ୍ତ- କଣ କରିବ , ପଇସା ପକାଅ, ମୁଣ୍ତ ନୁଆଁଓ  ଓ ଆଗକୁ ଚାଲ ଆହୁରି ଭକ୍ତ ଲାଇନ୍ ରେ ଅଛନ୍ତି ।

୧୧)ଜଣେ ବୃଦ୍ଧ ବ୍ୟକ୍ତି: – ତୁମେ କେମିତି ଅଛ ପୁଅ… ???
ପିଲାଟି: – ମୁଁ ଭଲ ଅଛି… !!!
ବୃଦ୍ଧ: – ପାଠ ପଢ଼ା କେମିତି ଚାଲିଛି… ???
ପିଲା: – ତମ ଜୀବନ ପରି… !!!
ବୃଦ୍ଧ: – ମାନେ… ???
ପିଲା: – ଭଗବାନ ଙ୍କ ଭରସା ରେ… !!!

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *