IAS ପରୀକ୍ଷାରେ ଏଭଳି ପ୍ରଶ୍ନ ସବୁ ପଚରା ଯାଏ ଯାହାକି ଆପଣଙ୍କ ମୁଣ୍ଡ ଖରାପ କରିଦେବ।IAS ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ବିବେଚନା କରାଯାଏ।ଯଦି ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଏ। IAS ସାକ୍ଷାତକାରରେ ଯାହା ଆବଶ୍ୟକ ହୁଏ ତାହା ହେଉଛି ଆତ୍ମବିଶ୍ୱାସ।
IAS ପରୀକ୍ଷାର କେତେକ ପ୍ରଶ୍ନ ଓ ଏହାର ଉତ୍ତର ।
୦୧:-ସେ କେଉଁ ଜୀଵ ଯାହା ପାଖରେ ୩ ଟି ହୃଦୟ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅକ୍ଟୋପସ,ଏହି ଜୀବ ଏମିତି ଏକ ଜୀଵ ଯାହା ପାଖରେ ୩ ଟି ହୃଦୟ ରହିଛି।
୦୨:-ବିଶ୍ୱରେ ସବୁଠାରୁ ଦ୍ରୁତ ବେଗରେ ଦୌଡ଼ି ପାରୁଥିବା ପ୍ରାଣୀର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିତାବାଘ।ଏହି ଜନ୍ତୁ ଅନ୍ୟ ଜୀଵ ତୁଳନାରେ ସବୁଠାରୁ ଜୋରରେ ଦୌଡ଼ି ଥାଏ।

୦୩:-କେଉଁ ଦେଶର ମୁଦ୍ର ବିଶ୍ୱର ସବୁଠାରୁ ମଜବୁତ ମୁଦ୍ର ମାନଙ୍କ ଭିତରୁ ଗୋଟେ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେରିକାର ମୁଦ୍ରା,ଆଜ୍ଞା ହଁ ଆମେରିକାର ମୁଦ୍ରା ସବୁଠାରୁ ମଜବୁତ ମୁଦ୍ରା ଅଟେ।
୦୪:-କେଉଁ ପ୍ରାଣୀର କେବଳ ତଳଦାନ୍ତ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଛେଳି।ଆଉ ଏହି ପ୍ରାଣୀର କେବଳ ତଳ ଦାନ୍ତ ହିଁ ଅଛି।
୦୫:-ସେ ଏମିତି କେଉଁ ପ୍ରକାରର ପ୍ରାଣୀ ଅଛି ଯାହାର ଆଠଟି ଆଖୀ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଷ୍ଟାର ଫିସ।ଏହି ପ୍ରାଣୀର ମୋଟ ଆଠଟି ଆଖି ଅଛି ଆଉ ଏ ପ୍ରାଣୀ ସମୁଦ୍ରରେ ରହିଥାଏ।
୦୬:-ମୁଁ ପବନ ଠାରୁ ମଧ୍ୟ ହାଲୁକା କିନ୍ତୁ ମତେ ୧୦୦ ଲୋକ ମଧ୍ୟ ସାଵଧାନରେ ଉଡେ଼ଇ ଥାଆନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଣି ଫୋଟକା।ଏହା ସାଧାରଣତଃ ଅନ୍ୟ ଜିନିଷ ଅପେକ୍ଷା ବହୁତ ହାଲୁକା ଆଉ ଏହାକୁ ଉଡେଇବା ସମୟରେ ସାଵଧାନରେ ଉଡେଇଲେ ଏହା ଫାଟି ଯିବାର ସମ୍ଭାବନା ଥାଏ।

୦୭:-ତାହା କଣ ଯାହା ଗାଈର ପଛ ପଟରେ ଥାଏ ଓ ସ୍ତ୍ରୀ ଲୋକଙ୍କ ଆଗରେ ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଂରାଜୀ ଅକ୍ଷର ଡ଼ବ୍ଲ୍ୟୁ (W),ମାନେ ଗାଈର ଇଂରାଜୀ ହେଉଛି cow ଆଉ ସ୍ତ୍ରୀ ଲୋକର ଇଂରାଜୀ ହେଉଛି women.ଏଠାରେ ଗାଈର ପଛରେ ଅଛି ଡବ୍ଲ୍ୟୁ ଆଉ ସେପଟରେ ସ୍ତ୍ରୀ ଲୋକ ଆଗରେ ଅଛି ଡ଼ବ୍ଲ୍ୟୁ।
୦୮:-ମଣିଷ ଶରୀରରେ ଥିବା ବ୍ଲଡ଼ ଗ୍ରୁପ କେତେ ପ୍ରକାରର ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪ ପ୍ରକାରର।
ଏହା ଥିଲା କେତେକ ଢଗଢ଼ମାଳି ସମ୍ବନ୍ଧୀୟ ସାଧାରଣଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତରସବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment