Press "Enter" to skip to content

ଚଉଠି ରାତିରେ ସ୍ୱାମୀ ପଚାରିଲେ ତମ ଅଣ୍ଡରୱେର କାହିଁକି ପିନ୍ଧିନ? ସ୍ତ୍ରୀ ଯାହା କହିଲା – odia jokes

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ମଲା ପରେ ଡକ୍ଟର କହିଲା – ମତେ ସ୍ଵର୍ଗକୁ ଯିବାକୁ ଦିଅ ମୁଁ ବହୁତ ଲୋକଙ୍କ ଚିକିତ୍ସା କରିଛି ।
ଚୋକିଦାର : ଚାଲ ନର୍କକୁ ଶେଠୀ ବହୁତ ଲୋକଙ୍କ ଚିକିତ୍ସା ହବାର ଅଛି ।
ଓକିଲ : ମତେ ସ୍ଵର୍ଗକୁ ଯିବାକୁ ଦିଅ ମୁଁ ବହୁତ ଲୋକଙ୍କୁ ନ୍ୟାୟ ଦେବାରେ ସାହାଜ୍ଯ କରିଛି ।ଚୋକିଦାର : ଚାଲ ନର୍କକୁ ଶେଠୀ ବହୁତ ଝଗଡା ସମାଧାନ କରିବାକୁ ହବ ।
ଏହା ପରେ ଜଣେ ମଣିଷ ଆସିଲା ଓ କହିଲା : ଭାଇ ମୁଁ ବିବାହିତ ଅଟେ, ଯେଉଁଠି କହିବ ରହିଜୀବୀ ।
ଚୋକିଦାର ଲୁହ ପୋଛି କହିଲା – ଆଉ କେତେ କାନ୍ଦିବ ? ଚାଲ କିଛି ଦିନ ସ୍ଵର୍ଗରେ ଭଲରେ ରହିଜାଓ ।

୨) କୁଣ୍ତଳୀ ମିଶାଇବାର ଅଛି ଯଦି ଶାଶୁ ଓ ବୋହୁର ମିଳାଅ, ପୁଅଙ୍କ କଣ ଅଛି, ଭଗବାନଙ୍କ ଇଚ୍ଛା ଭାବିକରି ଆଡଜଷ୍ଟ କରିନେଇଥାଏ ।
୩) ଆଲମୀରା ଖୋଲିଲେ ସ୍ତ୍ରୀଲୋକଙ୍କୁ ଦୁଇଟି ଅସୁବିଧା ହୋଇଥାଏ , ପିନ୍ଧିବାପାଇଁ କପଡା ନାହିଁ,  ଓ ରଖିବାପାଇଁ ଜାଗା ନାହିଁ ।

୪) ବିଦେଶରେ କେଉଁ ସଂମ୍ପର୍କୀୟ ରୋଗରେ ପଡେ, ତେବେ ତାକୁ ହସ୍ପିଟାଲରେ ଦେଖାକରୁଥିବା ସମୟରେ get well soon କହିଥାଉ, ଯାହା ଦ୍ୱାରା ସେ ଜଲଦି ଠିକ୍ ହୋଇଯାଉ, ଆମର ଭାରତରେ କହନ୍ତି ଟିକିଏ ଧ୍ୟାନ ରଖିବ ଭାଇ, ଆମର ପଡୋଶୀ ବି ଏହି ରୋଗରେ ରୋଗାକ୍ରାନ୍ତ ଅଛନ୍ତି ।
୫) ଝିଅ- କାନ୍ଦୁଛ କଣ ପାଇଁ? ପୁଅ- ମୁଁ ଆଜିପର୍ଯ୍ୟନ୍ତେ କେଉଁ ଝିଅକୁ କିସ୍ କରିନି, ଝିଅ- କାନ୍ଦନି ମୋତେ କିସ୍ କରିନିଅ, କିସ୍ କରିବାପରେ , ଝିଅ- ଏବେ ଏତେ ହସୁଛ କଣ ପାଇଁ ? ପୁଅ- ମୁଁ ଏମିତି କାନ୍ଦି କାନ୍ଦି ଆମ ମୋହଲ୍ଲାରେ ସବୁ ଝିଅଙ୍କୁ କିସ୍ କରିଦେଇଛି ।
୬) ଯେଉଁ ଲୋକଙ୍କୁ ଆରକ୍ଷଣ ଦରକାର ଅଛି, ତାଙ୍କୁ ହିଁ ଗାର୍ଲଫ୍ରେଣ୍ତଦରକାର, କିନ୍ତୁ ଇତିହାସ ସାକ୍ଷୀ ଅଛି ମୁଁ ଏଥିପାଈଁ କେବେ ହିଂସକ ପ୍ରଦର୍ଶନ କରିନାହିଁ ।

୭) ଚଉଠି ରାତିରେ ସ୍ତ୍ରୀ କପଡ଼ା ଖୋଲିବାକୁ ଲାଗିଲେ
ସ୍ୱାମୀ ; ଆରେ ତମେ କାହିଁକି ଅଣ୍ଡରୱେର ପିନ୍ଧିନ?

ସ୍ତ୍ରୀ ; କାରଣ ମୁଁ ମୋ ବୋଉ କୁ କଥା ଦେଇଛି ଯେ କୋଉ ପୁଅ ଆଗରେ ମୋ ଅଣ୍ଡରୱିୟର ଖୋଲିବି ନାହିଁ..
୮) ଗୋଟେ ପୁଅ ତା ଗର୍ଲଫ୍ରେଣ୍ଡକୁ ଫୋନ କଲା ଝିଅ ବାପା ଫୋନ ଉଠେଇଲା ।
ପୁଅ ମନେ ମନେ କହିଲା – ହେ ପ୍ରଭୁ ଏବେ ମୁଁ କଣ କରିବି ।
ବାପା ପଚାରିଲା – ହେଲୋ କିଏ କହୁଥିଲେ ?
ପୁଅ ତୁରନ୍ତ କହିଲା – ମୁଁ ଅମିତାବ ବଚନ କହୁଛି “କୋନ ବନେଗା କରୋଡପତି” ରୁ କହୁଛି ଆପଣଙ୍କ ଝିଅ ସାଙ୍ଗ ହଟ ସିଟରେ ବସିଛନ୍ତି ଓ ଆପଣଙ୍କ ଝିଅ ସାହାଜ୍ଯ ଚାହୁଁଛନ୍ତି ତାଙ୍କୁ ଟିକେ ଫୋନ ଦିଅନ୍ତୁ ସର ।

୯) ବଣ୍ଟି ନିଜ ଭାଉଜକୁ କହିଲା ତମ ପୁଅ ଚେହେରା ତମ ସହ ମିଶୁ ନାହିଁ ଏମିତି କଣ ପାଇଁ ??
ଭାଉଜ ନିଜ ଘାଘରା ଉଠେଇ କହିଲା ଭାଇ ଏଇଟା ମୋ ଡ୍ୟାସ କୌଣସି ୩୨ ମେଗା ପିକ୍ସଲ କ୍ୟାମେରା ନୁହ ।
୧୦) ସ୍ତ୍ରୀ କୋମା ପାଇଁ ଆଇସିୟୁରେ ଥିଲା, ସ୍ଵାମୀ ର କାନ୍ଦି କାନ୍ଦି ଅବସ୍ତା ଖରାପ ଥିଲା ।
ଏବେ ସବୁ ଭଗବାନଙ୍କ ହାତରେ ଅଛି । ସ୍ଵାମୀ କାନ୍ଦି କାନ୍ଦି କହିଲା – ଏବେ କେବଳ ୪୦ ବର୍ଷ ର ଥିଲା, ସେହି ସମୟରେ ସ୍ତ୍ରୀ ଓଠ ହଲିଲା ଓ ଆବାଜ ଆସିଲା ନା ୩୬ ର ଓ ପୁଣି ଥରେ ଚୁପ ହୋଇଗଲା ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *