Press "Enter" to skip to content

ପାର୍କ ରେ ବସି ମହିଳା ମାନଙ୍କ ଖଟି ମଜାକଥା ଶୁଣିଲେ ମୁଣ୍ଡ ଟିଣ ହେବ -odia jokes

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ୍ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ଯମରାଜ ମହିଳାକୁ- ଚାଲ ମୁଁ ତୁମକୁ ନେବାକୁ ଆସିଛି, ମହିଳା- ଖାଲି ଦୁଇ ମିନିଟ୍ ସମୟ ଦିଅ, ଯମରାଜ- ଦୁଇ ମିନିଟ୍ ରେ ଏମିତି କଣ ଓପାଡି ପକେଇବ କି? ମହିଳା- ଫେସବୁକ୍ ରେ ଷ୍ଟାଟସ୍ ପକାଇବାର ଅଛି, ଟ୍ରାଭେଲିଙ୍ଗ୍ ଟୁ ୟମଲୋକ, ଏହା ଶୁଣି ଯମରାଜ ବେହୋସ୍ ।

୨) ପୁଅ ଝିଅକୁ ଦେଖିବାକୁ ଗଲା , ତାଙ୍କୁ କଥାବାର୍ତ୍ତା କରିବାପାଇଁ ଏକେଲା ବସାଇଦିଆଗଲା, ଝିଅଟି ଡରିଡରି କହିଲା- ଭାଇ ଆପଣ କେତେ ଭାଇ ଭଉଣୀ ଅଟ, ପୁଅ- ଏବେ ପର୍ଯ୍ୟନ୍ତ ତିନିଜଣ ଥିଲେ ଏବେ ଚାରି ଜଣ ହୋଇଗଲେ ।

୩) ସ୍ୱାମୀ- ଆଜି ଖାଇବାରେ କଣ ତିଆରି କରିଛ ? ସ୍ତ୍ରୀ-ଆଳୁ ତରକାରି କରୁଛି, କିନ୍ତୁ ମୋତେ ବୁଝାପଡୁନି କି ଆଳୁ ଏବେ ପର୍ଯ୍ୟନ୍ତ୍ ସିଝିନି କଣ ପାଇଁ ? ସ୍ୱାମୀ-ତେବେ ତୁମେ ଏମିତି କରୁନ କଣପାଇଁ ? ସ୍ତ୍ରୀ-କଣ କରିବି କହୁନ ? ସ୍ୱାମୀ-ତୁମେ ଟିକିଏ ଆଳୁ ସହ କଥାବାର୍ତ୍ତା କରିଦିଅ , ସେ ବୋଧେ ସିଝିଯିବ ।ତମ ସହ କଥା ହେଇକି ସେ ନିଶ୍ଚୟ ସିଝିଯିବ

୪) ନୁଆ ନୁଆ ବାହାଘର ହେବାପରେ ପପୁ ନିଜ ସାଙ୍ଗକୁ ପଚାରେ , ସାଙ୍ଗ- ମୋର ସ୍ତ୍ରୀର ମନ କେମିତି ଜିତିବି ? ସାଙ୍ଗ- ତାଙ୍କ ପାଖରେ ଦୁଇ ମିନିଟ୍ ସିଗରେଟ୍ ଲଗାଇକରି ଯିବୁ, ଓ ଧୁଆଁ ବାହାରକରି କହିବୁ ଯଦି ତୁମେ କହିବ ତେବେ ମୁଁ ଏହି ଅଭ୍ୟାସ ଛାଡିପାରିବି, ସେ ଘରକୁ ଯାଇକରି ସେମିତି ହିଁ କଲା, ସ୍ତ୍ରୀ – ନା ନା ଯଦି ଗୋଲଡ୍ ଫ୍ଲେକ୍ ଅଛି ତ ମୋତେ ବି ମାରିବାର ଅଛି ।

୫) ସେ ପୁଅ ଯିଏ ଝିଅଙ୍କୁ ବଡ ବଡ କଥା କହନ୍ତି, ମୁଁ ତୁମକୁ କେବେ ଭୁଲିପାରିବି ନାହିଁ , ସେ ଦୋକାନ ଯାଇକଇ ଏହା ଭୁଲିଯାଆନ୍ତି କି ମା ଡାଲି କେଉଁଟା ମଗାଇଥିଲେ ।

୬) ଏକ ଲୋଭି ଗାର୍ଲଫ୍ରେଣ୍ତ ନିଜ ଧନୀ ବୟଫ୍ରେଣ୍ତକୁ ଆଜି ମୋର ଜନ୍ମଦିନ ଅଛି, ମୋର ଗିଫ୍ଟ କାଇଁ ? ବୟଫ୍ରେଣ୍ତ-ଦେଖ ରାସ୍ତାରେ ଲାଲ ରଙ୍ଗର କାର୍, ଦେଖୁଛ ତ ? ଗାର୍ଲଫ୍ରେଣ୍ତ- ଖୁସିରେ ଚିଲ୍ଲାଇଲା, ବୟଫ୍ରେଣ୍ତ- ଖାଲି ସେଇ ରଙ୍ଗର ନେଲପଲିସ୍ ଆଣିଛି ।

୭) ମୋର ମେସେଜ୍ ର ଯେବେ କିଏ ରିପ୍ଲାଇ ଦିଏନାହିଁ , ତେବେ ମୁଁ ଏହା ଜାଣିକରି ଖୁସି ହୋଇଯାଏ କି ମୁଁ ତାର ମୁହଁ ବନ୍ଦ କରିଦେଲି ।

୮) ଅଜଣା ନମ୍ବରଉ ନିଜ ସ୍ୱାମୀଙ୍କୁ ଫୋନ୍ କରି ଝିଅ କହେ- ହ୍ୟାଲୋ- କଣ ତୁମେ ବିବାହିତ୍ ଅଛ? ସ୍ୱାମୀ- ନା କିନ୍ତୁ ଆପଣ କିଏ ? ଝିଅ- ତୁମ ସ୍ତ୍ରୀ- ଆଜି ଘରକୁ ଆସିବ ତାପରେ କହୁଛି ।

୯) ପପୁ କାର୍ ଧୋଉଥିଲା, ତେବେ ପାଖରେ ଏକ ଆଣ୍ଟୀ ଯାଉଥିଲେ, ଆଣ୍ଟି- କାର୍ ଧୋଉଛ କି ? ପପୁ- ବ୍ୟଙ୍ଗରେ କହିଲା- ନା କାର୍ କୁ ପାଣି ପିଆଉଛି, ବୋଧେ ବଡ ହୋଇକରି ବସ୍ ହୋଇଯିବ ।

୧୦) ଥରେ ପାର୍କ ରେ ବସି ତିନି ଜଣ ମହିଳା ସାଙ୍ଗ ନିଜ ସ୍ୱାମୀ ମାନଙ୍କ ବିଷୟରେ କଥା ହେଉଥିଲେ

ପ୍ରଥମ ମହିଳା ; ମୋ ସ୍ୱାମୀ ବହୁତ ସୁନ୍ଦର ଆଉ ଗୋରା, ମୋ ସ୍ଵାମୀଙ୍କ ବାଇଗଣ ପରି ଅଟେ।

ଦ୍ୱିତୀୟ ମହିଳା : ମୋ ସ୍ୱାମୀ ଡେଙ୍ଗା ଏବଂ ହ୍ୟାଣ୍ଡସମ, ମୋ ସ୍ୱାମୀଙ୍କର ଗାଜର ଭଳି ଶକ୍ତ ଏବଂ ଲମ୍ବା

ତୃତୀୟ ମହିଳା ; ହାହା, ମୋ ସ୍ୱାମୀ ଙ୍କ ବଡ଼ି ଦେଖିଲେ ପାଗଳ ହେବ। ମୋ ସ୍ୱାମୀଙ୍କର ଜାଣିଲେ ଆଶ୍ଚର୍ଯ୍ୟ ହେବ ମୂଳା ପରି ଶକ୍ତ ଏବଂ ମୋଟା..

ପାଖରେ ବସିଥିବା ଜଣେ ବୃଦ୍ଧ ମହିଳା ଏହା ଶୁଣି କହିଲେ ଏବେ ବୋଧେ ଆଉ ଭିଟାମିନ ମିଳୁନି କାହାକୁ, ଆମ ସମୟରେ ସଭିଙ୍କ ପାଖରେ ଖମ୍ବ ଆଳୁ ଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published. Required fields are marked *