Press "Enter" to skip to content

ନିଜ ସ୍ୱାମୀର କେଉଁ ଜିନିଷ ସ୍ତ୍ରୀ କେବେ ମଧ୍ୟ ଧରେ ନାହିଁ, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ -GK Questions

ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଜାଣନ୍ତୁ।

ନମସ୍କାର,ଆଜି ଆମେ ଆପଣ ମାନଙ୍କୁ ଏଠାରେ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଢଗଢମାଳି ପୁର୍ଣ୍ଣ କେତେକ ଓଡ଼ିଆ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ଜାଣିବାକୁ ଯାଉଅଛ।ଆଉ ଆମେ ଆଶା କରୁଛୁ ଆପଣଙ୍କୁ ଏ ସବୁ ନିଶ୍ଚିତଭାବରେ ଭଲ ଲାଗୁଥିବ। ତେବେ ଯଦି ଆପଣ ମାନଙ୍କୁ ଢଗଢ଼ମାଳି ପୁର୍ଣ୍ଣ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ ଭଲ ଲାଗେ ତାହେଲେ ଆପଣ ମାନେ ଆଗକୁ ନିଶ୍ଚିନ୍ତ ଭାବରେ ପଢନ୍ତୁ।

୦୧:-ବିଶ୍ୱରେ ସବୁଠାରୁ ବଡ଼ ପିମ୍ପୁଡି କେଉଁ ସ୍ଥାନରେ ଦେଖାଯାଆନ୍ତି ?
ଉତ୍ତର:-ଏହାର ଉତ୍ତର ହେଲା ଆଫ୍ରିକାରେ ବିଶ୍ୱର ସବୁଠାରୁ ବଡ଼ ପିମ୍ପୁଡି ଦେଖାଯାଆନ୍ତି।

୦୨:-ବିଶ୍ୱର ସବୁଠାରୁ ଛୋଟ ଫୁଲର ନାମ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଓଲିପିଆ।

ଏଲ ୦୩:-ଉଡାଯାହାଜରେ ବ୍ଲାକ ବକ୍ସ କେବେ ଠାରୁ ବ୍ୟବହାର କରାଯାଉଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୯୬୦ ମସିହାରୁ ବ୍ଲାକ ବକ୍ସର ବ୍ୟବହାର ରହିଛି।

୦୪:- ଭାରତର କେତେଟି ସ୍ଥାନରେ କୁମ୍ଭ ମେଳାର ଆୟୋଜନ କରାଯାଇଥାଏ ?
ଉତ୍ତର:- ଏହାର ସଠିକ ଉତ୍ତର ହେଲା ୪ ଟି ଜାଗାରେ ମାତ୍ର କୁମ୍ଭ ମେଳା ଆୟୋଜନ କରାଯାଏ।

୦୫:-କିଏ ସେ ମନ୍ତ୍ର କଲା,ଅମୁହାଁ ଦେଉଳେ ନିର ପଶିଲା,ଏହାର ଅର୍ଥ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଡ଼ିଆ ଆଉ ତାର ଭିତରେ ଥିବା ପାଣି।

୦୬:-ବିଶ୍ୱରେ କେତେ ପ୍ରତିଶତ ଲୋକ ପ୍ରାୟ ସଙ୍ଗୀତକୁ ଘୃଣା କରନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫ ପ୍ରତିଶତ ଲୋକ ସଙ୍ଗୀତକୁ ଘୃଣା କରନ୍ତି।

୦୭:-କଳାକଳା ତନ୍ତୁ ଗୁଡିଏ ଆଉ ତାର ମୂଳରେ ଜନ୍ତୁ କୋଡିଏ,ଏହାର ଅର୍ଥ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁଣ୍ଡର ବାଳ ଓ ତାର ଭିତରେ ଥିବା ଉକୁଣୀ।

୦୮:-ରେଡକ୍ରସର ମୁଖ୍ୟ କାର୍ଯାଳୟ କେଉଁଠାରେ ଅବସ୍ଥିତ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜେନେଭା ଠାରେ।

୦୯:-ସ୍ୱାମୀର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାମ।ଏହାର କାରଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀର ନାମ ଧରିଲେ ତାର ଆୟୁଷ କମିଯାଏ।

୧୦:-ମାଟିର ମଣିଷ ଉପନ୍ୟାସ କିଏ ଲେଖିଛନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କାଳନ୍ଦୀ ଚରଣ ପାଣିଗ୍ରାହି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from EducationMore posts in Education »

Be First to Comment

Leave a Reply

Your email address will not be published. Required fields are marked *