Press "Enter" to skip to content

ଚିଣ୍ଟୁ ଚେକିଙ୍ଗ ରୁ ବଞ୍ଚିବା ପାଇଁ ସ୍ତ୍ରୀ ଅଣ୍ଡରୱେର ପିନ୍ଧିଲା ତାପରେ,ଜାଣିଲେ ମୁଣ୍ଡ ଟିଣ ହେବ -odiajokes

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।

୧) ସ୍ତ୍ରୀ : ଶୁଣୁଛ ଖବର କାଗଜରେ ଛପା ହେଇଛି ମଦ ପିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।
ମଦୁଆ ସ୍ଵାମୀ : ତାହେଲେ କଣ କରିବା ବନ୍ଦ କରି ଦବା ?
ସ୍ତ୍ରୀ : ହଁ ବନ୍ଦ କରିଦିଅ, ବଚନ ଦିଅ ଆଜିଠାରୁ ସବୁ ବନ୍ଦ ।
ସ୍ଵାମୀ : ମୁଁ ତମକୁ ଯାହା ବଚନ କରିଥାଏ କେବେ ଭାଙ୍ଗିନଥାଏ ତେବେ କାଲୀ ଠାରୁ ଏହି ଖବର କାଗଜ ଆମ ଘରକୁ ଆସିବନି ।

୨) ସ୍ତ୍ରୀ : ଶୁଣୁଚ ମତେ ନା ବ୍ରା ନବାର ଅଛି ।
ସ୍ଵାମୀ : କଣ କରିବ ବ୍ରା ନେଇ ଏତେ ତ ଛୋଟ ଛୋଟ ।
ସ୍ତ୍ରୀ ( ଲାଜେଇ ଯାଇ ) : କାଲି ତମେ ଅଣ୍ଡରୱେୟର କିଣିଲ ମୁଁ କିଛି କହିଲି ।

୩) ଜାଣିଛ କେଉଁ ନାଳ ରେ ପାଣି ଯାଏନି..? ଉତ୍ତର ; ଢେଙ୍କାନାଳ

୪) ସ୍ତ୍ରୀ ବିନା ରୋଷେଇ କରି ଶପିଙ୍ଗ କରିବା ପାଇଁ ଚାଲି ଗଲା, ସନ୍ତା ବେଚାରା ଘରେ ଭୋକିଲା ବସି ଥିଲା, ଯେତେବେଳେ ସ୍ତ୍ରୀ ସପିଙ୍ଗ କରି ଫେରିଲା,ସ୍ତ୍ରୀ ହାତରେ ବଡ ବ୍ୟାଗ ଓ ଗୋଟେ ଡବାଥିଲା ।
ସନ୍ତା ତୁରନ୍ତ ଡବା ସ୍ତ୍ରୀ ହାତରୁ ନେଲା ଓ କହିଲା ମୁଁ ଜାଣିଛି ଡାର୍ଲିଙ୍ଗ ଏଥିରେ ତମେ ମୋ ପାଇଁ କିଛି ଖାଇବା ପାଇଁ ଆନିଚ ।
ସ୍ତ୍ରୀ – ତମେ ପୁରା ଠିକ ଅନୁମାନ କରିଛ ଏଥିରେ ତମ ଖାଇବା ଜିନିଷ ଅଛି ମୋ ଷେଣ୍ଡଲ ।

୫)ସନ୍ତା ଓ ପ୍ରିତୋ ମଝିରେ ଝଗଡା ହେଲା, ସନ୍ତା ରାଗି ଗଲା,
ପ୍ରିତୋ କହିଲା : ମୁଁ ୧୦ ପର୍ଯ୍ୟନ୍ତ ଗଣୁଛି ଯଦି ତମେ କିଛି କହିବନି ତେବେ ମୁଁ ବିଷ ପିଦେବୀ ।
ପ୍ରିତୋ : ୧,୨,୩…ପ୍ରିତୋ କାନ୍ଦିକି – କିଛି ତ କୁହ
ସନ୍ତା : ସେମିତି ଗଣୁ ଥାଅପ୍ରିତୋ : ଜା ହଉ କିଛି ତ କହିଲ
ସନ୍ତା ଏହି କଥା ଶୁଣି ବେହୋଶ

???

୬)ପଡୋଶୀ : ତମ ଘରୁ ସବୁ ଦିନ ହସ ଶବ୍ଦ ଶୁଭେ… ଏତେ ଖୁସି ଜୀବନର ରହସ୍ୟ କଣ ।
ମଣିଷ : ମୋ ସ୍ତ୍ରୀ ମତେ ଜୋତାରେ ବାଡାଏ ଲାଗି ଗଲେ ସେ ହସେ ନ ଲାଗିଲେ ମୁଁ ହସେ । ଭଗବାନଙ୍କ କୃପାରୁ ଜୀବନ ବହୁତ ଖୁସିରେ କଟୁଛି ।

୭) ଚିଣ୍ଟୁ ଲିଫ୍ଟରେ ଯାଉଥିଲା ହଟାତ ଗୋଟେ ଝିଅ ମହଙ୍ଗା ସେଣ୍ଟ ମାରି ଲିଫ୍ଟରେ ଆସିଲା ଓ ଚିଣ୍ଟୁକୁ ଦେଖି କହିଲା – କୋବରା ସେଣ୍ଟ, ୬୦୦୦ଟଙ୍କା ।ଦୁତୀୟ ଝିଅ ସେଣ୍ଟ ମାରି ଆସିଲା ଓ ଚିଣ୍ଟୁକୁ ଦେଖି କହିଲା – ବୃଟ ସେଣ୍ଟ ୭୦୦୦ଟଙ୍କା ।
ହଟାତ ଲିଫ୍ଟ ରହି ଗଲା, ଦୁଇ ଝିଅ ନିଜ ନିଜ ନାକ ବନ୍ଦ କରି ଚିଣ୍ଟୁକୁ ରାଗିକି ଅନେଇଲେ ଚିଣ୍ଟୁ ହସି ଦେଇ କହିଲା – ମୂଳା ପରଠା କେବଳ ୧୫ଟଙ୍କା

୮) ସଲ୍ଲୁ ବିବାହ ହଉନଥିଲା ତେବେ ମନ୍ନତ ମାଗିବା ପାଇଁ ସଲ୍ଲୁ ଆଜମେର ଗଲା ଓ ନିଜ ମାକୁ ନିଯ ସହ ନେଇ ଗଲା ।
ଶେଠୀ ହଟାତ ତା ମା ହଜି ଗଲା, ସଲ୍ଲୁ ହାତ ଉଠାଇ ଅଲ୍ଲାହକୁ କହିଲା ଏ ଖୁଦା, ନିଜର ପାଉ ନାହିଁ ଆଉ ଏବେ ଅବା ର ବି ହଜାଇଦେଲି ।

???

୯) ମୁଁ ଆଜି ମୋ ଗର୍ଲଫ୍ରେଣ୍ଡକୁ କହିଲି ତୁମ ନା ମୁଁ କୋଉଠି ଲେଖିବୀ ହାତରେ ନା ହୃଦୟରେ ??
ସେ କହିଲା ଯଦି ଭଲ ପାଉଚ ତେବେ ପ୍ରପାର୍ଟିକାଗଜ ଉପରେ ଲେଖି ଦିଅ ।
ଏଇ ଝିଅ ମାନେ ଷ୍ଟାର ପ୍ଲସ ଦେଖି ଦେଖି ହୋସିଆର ହୋଇଯାଇଛନ୍ତି ।

୧୦) ଚିଣ୍ଟୁ ଆଉ ତାର ସ୍ତ୍ରୀ ବାଇକ୍ ରେ କଟକ ଯାଉଥିଲେ ବାଟରେ ମାସ୍କ ଚେକିଙ୍ଗ ଚାଲୁଥିଲା

ଚିଣ୍ଟୁ ଦୂରରୁ ଦେଖି ସତର୍କ ହୋଇଗଲା ଏବଂ ନିଜ ସ୍ତ୍ରୀ କୁ ଚଡ଼ି ମାଗି ମୁଖା ଭଳି ପିନ୍ଧିନେଲା

ଏହା ଦେଖି ପ୍ରଥମ ପୋଲିସ କହିଲା – “ଭାଇ ଏଇ ମାସ୍କ ଭାରି ବଢ଼ିଆ ଦିଶୁଛି,ମାର୍କେଟ କୁ ନୂଆ ଆସିଛି କି?”

ଦ୍ୱିତୀୟ ପୋଲିସ ପାଖରୁ ଦେଖି କହିଲା – ରାସ୍ତା ଘାଟରେ ଘର କବାଟ ତାଲା ଖୋଲି ଦେଉଛ, ଆଉ କିଏ ଚାବି ପୁରେଇ ଦବ ଯଦି..

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ  ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.