ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ସ୍କୁଲରୁ ଆସିବାପରେ ପପୁ ନିଜ ବାପାଙ୍କୁ କହେ , ପପୁ- ମୋତେ ମ୍ୟାଡାମ୍ ସବୁଦିନ ମାରୁଛନ୍ତି ,ବାପା- ତୁ ଡରନି ପୁଅ, ତୁ ମୋର ବାଘର ଛୁଆ, ପପୁ- ମ୍ୟାଡାମ୍ ବି ଏହା କହୁଛନ୍ତି , ବାପା-କଣ ? ପପୁ- ମ୍ୟାଡାମ୍ କହୁଛନ୍ତି କୁଆଡେ ଏହି ଜନ୍ତୁର ପିଲାଟା ଆସିଛି , କିଛି ପଢୁନି ,

୨) ପ୍ରେମିକା- ନିଜ ପ୍ରେମୀକୁ- ଜାନୁ ମୋର ଜିଭରେ ଛାଲ ବାହାରି ଆସିଛି, ପ୍ରେମୀ –ଏହା ତ ହେବାର ଥିଲା, ତୁମର ହରକତ୍ ଯେପରି ଏମିତି ଅଛି , ପ୍ରେମିକା-ତୁମେ କେବେ ନିଜ ଜୁବାନ୍ କୁ ଆରାମ ଦେଉନ, ଦିନସାରା ବକ୍ ବକ୍ ହେଉଛ , ପ୍ରେମୀ କହିଲା- କେବେ ତ ତାକୁ ଆରାମ କରିବାକୁ ଦେଉନ ସେମିତି ଏହା ହିଁ ହେବ ।
୩) ପପୁ- ମେଡିକାଲରେ ଏକ ନର୍ସକୁ- ଆଇ ଲଭ୍ ୟୁ, ତୁମେ ମୋର୍ ହୃଦୟ ଚୋରିକରିନେଲ, ନର୍ସ- ଲାଜେଇକରି – ଚାଲ୍ ମିଛୁଆ, ଆମେ ତ ତମ ହାର୍ଟକୁ ହାତ ମାରିନୁ ଆମେ ତ କେବଳ କିଡନୀ ଚୋରି କରିଛୁ ।

୪) ଗାଁରେ ଜଣେ ମହିଳା ବିଲରେ ନଙ୍ଗଳା ହୋଇ ଗାଧଉଥିଲେ ।
ତା ସ୍ଵାମୀ ଆସିଲା ଓ କହିଲା : କିଛି ତ ଲାଜ କର, କିଛି ତ ପିନ୍ଧ । ଆର ଦିନ ସକାଳେ ସେହି ମହିଳା ଚପଲ ପିନ୍ଧି ଗାଧେଇବାକୁ ଆସିଲା ।
୫) ଜଣେ ୮୨ ବର୍ଷ ବୁଢା ନିଜ ଜିନିଷ ସହ କଥା ହଉଥିଲା ।ଆମେ ଏକା ସହ ଜନ୍ମ ହେଲୁ,ଆମେ ଏକାଠି ବଡ ହେଲୁ,ଆମେ ଏକାଠି ମଜା କଲୁ,ତାହେଲେ ତୁ ମୋ ଆଗରୁ କଣ ପାଇଁ ମରି ଗଲୁ ।
୬) ଭାରତ ଆଇନ ବ୍ୟବସ୍ଥା…
ଜଣେ ବ୍ୟକ୍ତି ଉପରେ ତା ସ୍ତ୍ରୀ ଛାଡପତ୍ର ପାଇଁ କେସ କଲା ଯେ ସେ ଛୁଆ ଜନ୍ମ କରି ପାରିବ ନାହିଁ ।ଆଉ ସେହି ବ୍ୟକ୍ତି ଉପରେ ତାଙ୍କ ଘର ଚାକରାଣୀ କେସ କଲା ଯେ ତା ପେଟରେ ଥିବା ଛୁଆର ବାପା ସେହି ବ୍ୟକ୍ତି ଅଟେ । ତେବେ ମାନନ୍ତୁ ବା ନାହିଁ ସେହି ବ୍ୟକ୍ତି ଦୁଇଟି କେସ ହାରି ଗଲା ।
୭) ଥରେ ସନ୍ତା ଜଙ୍ଗଲ ରାସ୍ତାରୁ ଯାଉଥିଲା ଓ ସାମ୍ନା ଗଛରେ ସାପକୁ ଲଟକିଥିବାର ଦେଖି ରହି ଗଲା ଓ ସାପକୁ ଧରି କହିଲା : କେବଳ ଲଟକିଲେ କିଛି ହୋଇ ନଥାଏ ମାକୁ କୁହ କମ୍ପଲାନ ଦିଅନ୍ତୁ । ସନ୍ତା ଅନ୍ତିମ ସଂସ୍କାର କାଲି ୧୦ଟାରେ ଅଛି ।
୮) ପତ୍ରକାର ଟ୍ରକ ଡ୍ରାଇଭର କୁ : ଭଗତ ସିଂହକୁ ଜାଣିଛ ?
ଡ୍ରାଇଭର : ନାହିଁ
ପତ୍ରକାର : ସୁଭାଷ ଚନ୍ଦ୍ର ବୋଷକୁ ଜାଣିଛ ।
ଡ୍ରାଇଭର : ନା
ପତ୍ରକାର : ଖୁଦିରାମକୁ ଜାଣିଛ ?
ଡ୍ରାଇଭର : ନା
ପତ୍ରକାର : ତାହେଲେ ଟ୍ରକ ପଛରେ କଣ ପାଇଁ ଲେଖିକି ରଖିଛ “ପ୍ରଣାମ ଶହିଦ ନୁ”
ଡ୍ରାଇଭର : ୟେ ସେହି ଲୋକଙ୍କ ପାଇଁ ଯିଏ ଟ୍ରକ ତଳେ ଆସି ମରିଥିଲେ ।

୯) ପପୁ – ଭାଉଜ ମିଠା ନିଅ
ଭାଉଜ ବାଥରୁମ ରେ ଗାଧାଉଥିଲେ,ଟାଉଲ ପିନ୍ଧି ନଥିଲେ ମନେ ମନେ ଭାବିଲେ ପପୁ ତ ଅନ୍ଧ ସେମିତି ଚାଲିଯାଉଛି।
ଭାଉଜ; ଆରେ ପପୁ ଆସ ଭିତରକୁ ଆସ…
ପପୁ ମିଠା ଦେଲା ଖାଇ ସାରି ଭାଉଜ ପଚାରିଲେ – ମିଠା କୋଉ ଖୁସିରେ?
ପପୁ – ଭାଉଜ ମୋ ଆଖି ଅପରେସନ ସକ୍ସେସଫୁଲ ହେଇଗଲା,ମୁଁ ଏବେ ସବୁଦେଖି ପାରୁଛି (ଭାଉଜ ବେହୋସ୍)
୧୦) ସଂସାରରେ କେତେ ସମସ୍ଯା ଅଛି କିନ୍ତୁ ଆମ ଗୃପ ପୁରୁଷଙ୍କ ଗୋଟେ ସମସ୍ଯା ଅଛି ।ଗର୍ଲଫ୍ରେଣ୍ଡ ମିଳୁ ନାହିଁ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment