ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ଯେତେବେଳେ ଚିଣ୍ଟୁ ତାଙ୍କ ପିତାଙ୍କୁ ତାଙ୍କ ରିପୋର୍ଟ କାର୍ଡରେ ଦସ୍ତଖତ କରିବାକୁ ଯାଇଥିଲେ, ଚିଣ୍ଟୁଙ୍କ ବାପା ତାଙ୍କୁ ଆଙ୍ଗୁଠି ଛପାଇଲେ… !!!
ଚିଣ୍ଟୁ ପଚାରିଲା – ପାପା ତୁମେ ଜଣେ ଇଞ୍ଜିନିୟର,
କାହିଁକି ପୁଣି ଥରେ ଆଙ୍ଗୁଠି ଚିହ୍ନ ଦଉଚ…?
ଚିଣ୍ଟୁଙ୍କ ବାପା କହିଲେ – ଯାହା ତ ମାର୍କ ରଖିଛୁ, ଆଳୁ ସବୁ ବିଷୟରେ ,ତୋ ବାପା ପାଠ ସାଠ ପଢିଛନ୍ତି ବୋଲି ଶିକ୍ଷକ ଜାଣିବା ଉଚିତ୍ ନୁହେଁ।

୨)ଗୋଟେ ସତସଙ୍ଗ୍ ସମୟରେ ସନ୍ଥ ପ୍ରବଚନ କରୁଥିବା ବେଳେ ଯେଉଁ ଜନ୍ମ ନର ଅଛି , ସେ ଆଗମୀ ଜନ୍ମରେ ନର ହିଁ ହେବ , ଯିଏ ଏହି ଜନ୍ମରେ ନାରୀ ଅଛି ତେବେ ଆଗାମୀ ଜନ୍ମରେ ନାରୀ ହିଁ ହେବ , ଏତେ ବେଲେ ଗୋଟେ ବୁଢି ଉଠିକରି ଚାଲିବାକୁ ଲାଗିଲା , ସନ୍ଥ : କେଉଁ ଆଡେ ଯାଉଛ ତୁମେ , ବୁଢି : ଯେବେ ଆଗାମୀ ଜନ୍ମରେ ରୁଟି ତିଆରି କରୁଥିବି ତେବେ ସତସଙ୍ଗ ଶୁଣିକରି କଣ ଫାଈଦା ।
୩) ରିୟା : ୟାର୍ ମୋତେ ସନ୍ଦେହ ହେଉଛି କି ମୋର ସ୍ୱାମୀ କେଉଁ ଝିଅ ସହ ଦେଖାକରୁଛି , ପ୍ରିୟା : ତେବେ ତୁ କଣ କରିବୁ , ରିୟା : କାଲି ତାପଛରେ ମୋର ବୟଫ୍ରେଣ୍ତ ପଠାଉଛି ,
୪) ସୁନ୍ଦର ସେକ୍ରେଟେରି ରାଗରେ ଗାଳିଦେଇକରି ବସ୍ ଙ୍କ କେବିନ୍ ରୁ ବାହାରିଗଲା , ସହକର୍ମୀମାନେ ପଚାରିଲେ , ଆରେ କଣ ହେଲା , ସେକ୍ରେଟେରି : କମିନା ପଚାରୁଥିଲା କି ସଂନ୍ଧ୍ୟାରେ ଫ୍ରି ଅଛ କି ? ତାପରେ : ସେକ୍ରେଟେରି ଯେବେ କହିଲି କି ହଁ ଅଛି ତେବେ ସେହି ହାରାମୀ ୬୦ ପେଜ୍ ଟାଇପିଙ୍ଗ୍ କରିବାକୁ ଦେଲା ,
୫) ସାଇକେଲ୍ ରେ ଏକ ବ୍ୟକ୍ତି ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେଇଦେଲା , ଓ କହିଲା ଭାଇ , ଆପଣ ବହୁତ ଭାଗ୍ୟବାନ ଅଛ , ବ୍ୟକ୍ତି : ଏକ ରେ ତ ତୁ ମୋତେ ଧକ୍କା ଦେଲୁ ଆଉ ପୁଣୀ କହୁଛୁ କି ଭାଗ୍ୟବାନ , ସାଇକେଲ୍ ବାଲା , ଆଜି ଛୁଟି ଅଛି , ତେବେ ସାଇକେଲ୍ ଚଲାଉଛି , ନହେଲେ ଟ୍ରକ୍ ଚଲାଉଥନ୍ତି
୬) ଫନି ବାବା ତପସ୍ୟା କରୁଥିଲେ , ଭଗବାନ ପ୍ରକଟ ହେଲେ ଓ କହିଲେ ତୁମର ତପସ୍ୟା ପୁର୍ଣ୍ଣ ହେଲା ମାଗ କଣ ମାଗୁଛ , କଣ ଦରକାର ତୁମକୁ । ଫନିବାବା ତୁରନ୍ତ କହିଲେ , ହେ ଭଗବାନ , ଆପଣଙ୍କ ସିଷ୍ଟମ ଦରକାର , ତପସ୍ୟା ଭଙ୍ଗ କରିବାର ଅପସରା ଆସିଥାନ୍ତି , ତାଙ୍କର କଣ ହେଲା , ହୟ ହୋ ଫନିବାବାଙ୍କର ।

୭) ବାୟୋଲୋଜିର ଶିକ୍ଷକ : ସେଲ୍ ମତଲବ ଶରୀରର କୋଷିକାଗୁଡିକ , ଫିଜିକ୍ସ ଶିକ୍ଷକ : ସେଲ ମତଲବ ବ୍ୟାଟେରି , ଇକୋନୋମିକ୍ସ ଶିକ୍ଷକ : ସେଲ୍ ମତଲବ ବିକ୍ରି , ହିଷ୍ଟ୍ରି ଶିକ୍ଷକ : ସେଲ ମତଲବ ଜେଲ୍ । ଇଂରାଜୀ ଶିକ୍ଷକ : ସେଲ୍ ମତଲବ ମୋବାଇଲ୍ , ମୁଁ ତ ପାଠ୍ ପଢା ଛାଡିଦେଲି , ଯେଉଁ ସ୍କୁଲ୍ ରେ ପାଞ୍ଚ ଜଣ ଶିକ୍ଷକ ଗୋଟେ ମତ ନାହିଁ , ସେହି ସ୍କୁଲରେ ପଢିକରି କଣ ଫାଈଦା , ଓ ଯେବେ ଯାଇ ଜ୍ଞାନ ମିଳିଲା ତେବେ ମହିଳାଙ୍କ ମତଲବରେ ସେଲ୍ ମତଲବ ଡିସକାଉଣ୍ଟ ।
୮) ଚାକିରାଣୀ – ମୁଁ ଗର୍ଭବତୀ ଅଛି, ମୋର ଲମ୍ବା ସମୟ ଛୁଟି ଦରକାର
ମାଲିକାଣି – ଠିକ ଅଛି ନିଜର ଧ୍ୟାନ ରଖିବୁ
ଚାକିରାଣୀ – ଧ୍ୟାନ ଆପଣ ନିଜେ ନିଜର ରଖନ୍ତୁ, ବାବୁ ଙ୍କ ଏତେ ଜୋରେ କରୁଛନ୍ତି ତାଙ୍କ କଣ୍ଡମ୍ ସବୁବେଳେ ଫାଟି ଯାଉଛି।
ମାଲିକାଣି ବେହୋସ..
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment