ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ହସିବା ପୁଣ୍ୟ ଅଟେ ଏବଂ ହସାଇବା ମହା ପୁଣ୍ୟ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ। ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ହସି ହସି ଗଡୁଥାନ୍ତୁ”।
୧) ନିଜ ପୁଅକୁ ଛଡେଇବା ପାଇଁ ଗୋଟେ ଲକ୍ଷ ଟଙ୍କା ନେଇକି ଆସ….
ପୁଅର ମା : ମୁଁ ପୋଲିସକୁ ଫୋନ କରିବି ଯାଉଛି…
“ଆମେ ପୋଲିସ କହୁଛୁ ତମ ପୁଅର ଚାଲାନ କଟିଛି ଶୀଘ୍ର ଟଙ୍କା ନେଇ ଆସ”

୨) ଘର କାମ ବହୁତ ଭଲ କରିବାରୁ ଘର ମାଲିକ ମିସ୍ତ୍ରୀକୁ ୧୦୦୦ଟଙ୍କା ବକସିସ ଦେଲା ଓ କହିଲା – ଜାଓ ତମେ ଭି କଣ ମନେ ରଖିବ, ଆଜି ଭାଉଜଙ୍କୁ ସିନେମା ନେଇଯିବ ଓ ବାହାର ହୋଟେଲରେ ଖୁଆଇ ପିଆଇ ଆଣିବ ।
୩) ସନ୍ଧ୍ୟା ବେଳେ ଘର ଘଣ୍ଟି ବାଜିଲା ଓ ବାହାରେ ମିସ୍ତ୍ରୀ ନୂଆ ଡ୍ରେସ ପିନ୍ଧି ଠିଆ ହୋଇଥିଲା ।
ଘର ମାଲିକ – ହଁ ମିସ୍ତ୍ରୀ କଣ ହେଲା ?
ମିସ୍ତ୍ରୀ – ଭାଉଜଙ୍କୁ ନବାକୁ ଆସିଥିଲି ….
୪) ଗୋଟେ ମୋଚି ବିବାହ ହେଲା…
ଓ ଚତୁର୍ଥୀ ରାତି ଦିନ ସେ କିଛି ନକରି ସୋଇପଡିଲା ।
ସ୍ତ୍ରୀ ତା ହାତ ନେଇ ନିଜ ଜିନିଷରେ ଲଗାଇଲା
ହଟାତ ମୋଚି ଉଠି ଯାଇ କହିଲା ଏହାକୁ ସିଲେଇ କରିବା ପାଇଁ ୫୦ଟଙ୍କା ନେଇବି ।
୫) ପ୍ରିୟ ବିରାଟ କୋହଲୀ
ଇଟାଲୀରେ ବିବାହ ହେଲା କିନ୍ତୁ ଅନୁସକାଙ୍କ ଡ଼ିଲିଭରି ଭାରତରେ କରେଇବ କାହିଁକିନା ଇଟାଲୀ ଗୋଟେ ଛୁଆ ଠାରୁ ଭାରତ ଆଗରୁ ହଇରାଣ ଅଛି ।
୬) ଗର୍ଲଫ୍ରେଣ୍ଡ – ଆମେ ବହୁତ ବଦନାମ ହୋଇ ସାରିଲୁଣି, ଏବେ ଆମକୁ ବାହା ହେଇଯିବା ଠିକ ।
ବୟଫ୍ରେଣ୍ଡ – କିନ୍ତୁ ଏତେ ବଦନାମ ହେଲା ପରେ ଆମ ସହ ବିବାହ କରିବ କିଏ ?

୭)ଘର ଗେଟରେ ନୂଆ ନୂଆ ବିବାହ କରିଥିବା କପଲ
ସ୍ତ୍ରୀ : ବାୟ ଟେକ କେର
ସ୍ଵାମୀ : ୟୁ ଅଲସୋ
ସ୍ଵାମୀ : ଲଭ ୟୁ
ସ୍ତ୍ରୀ : ମିସ ୟୁ
ଏହା ଦେଖି ପଡୋଶୀ କହିଲେ ସ୍ଵାମୀ ବାହାର ଯାତ୍ରା ପାଇଁ ଯାଉଛନ୍ତି ?
ସ୍ତ୍ରୀ : ନା କ୍ଷୀର ପ୍ଯାକେଟ ଆଣିବା ପାଇଁ ଯାଉଛନ୍ତି ।
୮) ଶୀଘ୍ର ଗାଧେଇବା ଭଲ ନୁହ । ମୁଁ ଗାଧେଇବା ପାଇଁ ଘଣ୍ଟାଏ ନିଏ ।
୫୮ ମିନିଟ କେବଳ ପାଣି ବାଲ୍ଟିକୁ ଅନେଇବା ପାଇଁ ଆଉ ୨ ମିନିଟ ଗାଧେଇବା ପାଇଁ ।
୯) ଗୋଟେ ଭିକାରି ଭିକ ମାଗିବା ପାଇଁ ବ୍ଯାଙ୍କ ଲାଇନରେ ଗଲା । ସେ ଅନ୍ତିମରେ ଠିଆ ହୋଇଥିବା ବ୍ୟକ୍ତିକୁ ଭିକ ମାଗିଲା ।
ବ୍ୟକ୍ତି କହିଲା – ଆଗକୁ ଜା
ତା ଆଗରେ ଥିବା ଲୋକ କହିଲା – ଆଗକୁ ଜା
ଏମିତି କରୁ କରୁ ସେ ବ୍ଯାଙ୍କ କାଉଣ୍ଟର ପର୍ଯ୍ୟନ୍ତ ପହଞ୍ଚିଲା ।
ଓ ନିଜ ଟଙ୍କା ଚେଞ୍ଜ କରାଇ ଦୁଇ ମିନିଟରେ ବାହାରକୁ ପଳେଈ ଆସିଲା ।

୧୦) ମତେ ଏହି ୨ଟି କଥା କେବେ ବୁଝି ଆସିଲା ନାହିଁ, ମହିଳା ମାନେ ଗୋଟେ ଆଡୁଆ କୁହନ୍ତି “ପୁରୁଷ ମୂର୍ଖ ହୋଇଥାନ୍ତି”
ଆଉ ନିଜେ କୁହନ୍ତି “ ଆମେ ପୁରୁଷଙ୍କ ଠାରୁ କମ ନୁହ”
୧୧) ସ୍ଵାମୀ : ( ମଦ ପିଇ ନିଶାରେ) ସ୍ତ୍ରୀ ଜିନିଷରେ ହାତ ମାରି କହିଲା – ଏହି ରାସ୍ତା କୁଆଡେ ଯାଇଛି ?
ସ୍ତ୍ରୀ : ସ୍ଵାମୀ ଜିନିଷ ଧରି କହିଲା, “ଏଇ ହରାମିକୁ ପଚାର ସେ ସବୁ ଦିନ ଏଇ ବାଟ ଦେଇ ଯିବା ଆସିବା କରେ ।”
୧୨) ଚେନ୍ନାଇ ରେ ଜଣେ ବିଦ୍ୟାର୍ଥୀକୁ ମାରିବା ପାଇଁ ଟିଚର ଉପରେ ୫୦ ହଜାର ଯୁର୍ମାନା ଦବାକୁ ପଡିଲା ।
ସ୍କୁଲରେ ମୁଁ ଯେତିକି ମାଡ ଖାଇଛି ମୋର ୫କୋଟି ଟଙ୍କା ବୁଡି ଗଲା ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment