ଭାରତରେ ପୋଲି-ସ କାହାକୁ ଗି-ରଫ କରିପାରିବ ନାହିଁ? ଜାଣନ୍ତୁ !
ପ୍ରଶ୍ନ ୧ :: ଭାରତରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ?
ଉତ୍ତର: ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଗିରଫ କରିପାରିବ ନାହିଁ।
ପ୍ରଶ୍ନ ୨: କେଉଁ ଜୀବଙ୍କର ରକ୍ତ ନାହିଁ କିନ୍ତୁ ନିଶ୍ୱାସ ପ୍ରଶ୍ୱାସ କରେ?
ଉତ୍ତର: ହାଇଡ୍ରା |
ପ୍ରଶ୍ନ ୩ :: ହିନ୍ଦୀରେ ଟାଇକୁ କ’ଣ କୁହାଯାଏ?
ଉତ୍ତର: ଏହି ଟାଇକୁ ହିନ୍ଦୀରେ ;ବେକ ଲାଙ୍ଗୋଟ କୁହାଯାଏ | ଓଡ଼ିଆରେ “ବେକ ଗାମୁଛା” କୁହାଯିବ

ପ୍ରଶ୍ନ ୪: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କେବେ ପ୍ରତିଷ୍ଠା ହେଲା?
ଉତ୍ତର: ୧୯୫୩ ରେ
ପ୍ରଶ୍ନ୫: ପେନ୍ସସିଲ୍ ର ଓଡ଼ିଆ କଣ?
ଉତ୍ତର: କଳା ଲେଖନୀ କାଠି
ପ୍ରଶ୍ନ ୬: ଦୁନିଆର ସବୁଠାରୁ ଛୋଟ ମହାଦେଶ କେଉଁ?
ଉତ୍ତର: ଅଷ୍ଟ୍ରେଲିଆ
କିଛି ସାଧାରଣ ଜ୍ଞାନ ପ୍ରଶ୍ନ ;-
- ଓଡ଼ିଆରେ ପାସୱାର୍ଡ କୁ କ’ଣ?
ଉତ୍ତର; ପାସୱାର୍ଡକୁ ଓଡ଼ିଆରେ ‘କୂଟ ଶବ୍ଦ’ କୁହାଯାଏ।
- ଓଡ଼ିଆରେ ବ୍ୟାଙ୍କ କୁ କ’ଣ କୁହାଯାଏ?
ଉତ୍ତର; ବ୍ୟାଙ୍କକୁ ରେ ” ଅର୍ଥ ଭଣ୍ଡାର’ କୁହାଯାଏ। - ବର୍ଷକ ରେ ଥରେ ଏବଂ ଶନିବାର ରେ ଥରେ ଆସେ ତାହା କ’ଣ?
ଉତ୍ତର; ଏହା ଏକ କଠିନ ପ୍ରଶ୍ନ। ଏହି ପ୍ରଶ୍ନଗୁଡିକର ଉତ୍ତର ସହଜ କିନ୍ତୁ ଆପଣଙ୍କ ବୁଦ୍ଧି କୁ ହଲାଇବାକୁ ଯଥେଷ୍ଟ । ଓଡ଼ିଆ ଅକ୍ଷର ‘ବ’ ବର୍ଷକ ରେ ଥରେ ଏବଂ ଶନିବାର ରେ ଥରେ ଆସେ । କଣ ଚମକି ପଡିଲେ ନା କଣ?

- କଣ ଆପଣ ଜାଣନ୍ତି? ଯଦି ହେଡଫୋନ୍ କୁ ଆପଣ ଗୀତ ଶୁଣିବା ପାଇଁ ମାତ୍ର ଏକ ଘଣ୍ଟା ପାଇଁ ବ୍ୟବହୃତ କରନ୍ତି, ତେବେ ଆପଣଙ୍କ କାନରେ ଥିବା ଜୀବାଣୁ ୪୦୦ ଗୁଣ ବୃଦ୍ଧି ପାଇଥାଏ।
- ଯଦି ଆପଣ ସାହାଯ୍ୟ ପାଇଁ ଆହ୍ୱାନ କରୁଛନ୍ତି, ତେବେ କିଛି ଲୋକଙ୍କୁ ବାଛନ୍ତୁ, ବିଶେଷକରି ଯେଉଁମାନେ ନାଲି ସାର୍ଟ ପିନ୍ଧିଛନ୍ତି ।ଏହା ସେହି ଲୋକଙ୍କୁ ଦାୟିତ୍ୱବାନ ଅନୁଭବ କରାଇବ ଏବଂ ସାହାଯ୍ୟ ପାଇବା ସମ୍ଭାବନାକୁ ବଢାଇବ।
- ସାଧାରଣତଃ, ଆପଣଙ୍କର ଉଚ୍ଚତା ସାଧାରଣତ ଆପଣଙ୍କ ପିତାଙ୍କ ନିକଟରୁ ଆସିଥାଏ ଯେତେବେଳେ ମନର କ୍ଷମତା, ଭାବପ୍ରବଣ ଶକ୍ତି ଏବଂ ଶରୀରର ଗଠନ ମାତା ନିକଟରୁ ଆସିଥାଏ।
7 – କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ ?
ଉତ୍ତର- ସମୁଦ୍ର ଘୋଡା ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment